ଦିନକୁ ଦିନ ଆମ ସମାଜ କଳୁଷିତ ହେବାକୁ ଲାଗିଲାଣି କାରଣ ପ୍ରତିଦିନ କିଛି ଏମିତି ଖବର ସାମ୍ନା କୁ ଆସୁଛି ଯାହା ଖୁବ ଲଜ୍ୟା ଜନକ ଘଟଣା ଅଟେ | ଆପଣ ତ ଜାଣିଛନ୍ତି ବିବାହ ଯେ ଏକ କେତେ ବଡ଼ ସମ୍ପର୍କ ହୋଇ ଥାଏ ଯାହା ଏକ ସ୍ତ୍ରୀ ପାଇଁ ତା ସ୍ୱାମୀ ହିଁ ସବୁକିଛି ହୋଇ ଥାଏ | ବିବାହ ପରେ ସେ ହିଁ ସାତ ଜନ୍ମ ର ସାଥି ହୋଇ ଥାଏ ଆଉ ସୁଖ ଦୁଃଖ ର ସାଥି ମଧ୍ୟ ହୋଇ ଥାଏ | କିନ୍ତୁ ଆଜିକାଲି ଯୁଗରେ ସେମିତି ଆଉ ସ୍ୱାମୀ ସ୍ତ୍ରୀ ମଧ୍ୟରେ ପବିତ୍ର ସମ୍ପର୍କ ଦେଖିବାକୁ ମିଳୁ ନାହିଁ | ପ୍ରାୟ ସମ୍ପର୍କ ରେ ଏବେ କଳହ ନଚେତ ସ୍ତ୍ରୀ ଅନ୍ୟ ପୁରୁଷ ସହିତ ସମ୍ପର୍କ ରଖୁଛି ତ ଆଉ ସ୍ୱାମୀ ଅନ୍ୟ ମହିଳା ସହିତ ସମ୍ପର୍କ ରଖୁଛି |
ଅନ୍ୟ ପୁରୁଷ ଓ ମହିଳା ପାଇଁ ସ୍ୱାମୀ ସ୍ତ୍ରୀ କୁ ଛାଡ଼ି ଦେଉଛି ଓ ସ୍ତ୍ରୀ ସ୍ୱାମୀ କୁ ଛାଡ଼ି ଦେଉଛି | ଏମିତି କି ତାର ଯଦି ଜନ୍ମ କଲା ଛୁଆ ମଧ୍ୟ ରହୁଛି ତାକୁ ମଧ୍ୟ ଛାଡ଼ି ଦେଇ ଅନ୍ୟ କାହାର ହାତ ଧରି ଚାଲି ଯାଉଛି | ତେବେ ଆମ ସମାଜ ଏତେ କଳୁଷିତ ହୋଇ ଗଲାଣି ଯେ ଯାହାକୁ କଳ୍ପନା ମଧ୍ୟ କରି ହେବ ନାହିଁ | ତେବେ ପୁଣି ସେଭଳି ଏକ ଘଟଣା ସାମ୍ନା କୁ ଆସିଛି ଯାହାକୁ ଶୁଣିଲେ ଆପଣ ଖୁବ ନିନ୍ଦା କରିବେ |
ତେବେ ଦେଖିବାକୁ ମିଳିଛି କି ଗୋଟିଏ ପୁରୁଷ ପାଇଁ ଦୁଇ ମହିଳା ସମସ୍ତ ଲୋକ ଙ୍କ ସାମ୍ନା ରେ ଝଗଡ଼ା ଲାଗୁଛନ୍ତି | ଘଟଣା ଟି ହେଉଛି ଉଭୟ ଯୁବକ ଓ ଯୁବତୀ ବିବାହ କରି ଥିଲେ କିନ୍ତୁ ସ୍ୱାମୀ ବିବାହ ପରେ ବି ଅନ୍ୟ ଏକ ମହିଳା ଙ୍କ ସହ ଖରାପ ସମ୍ପର୍କ ରଖି ଥିଲେ | ଯାହାକି ଏହି ଖବର ଟି ସ୍ତ୍ରୀ ଜାଣିବାକୁ ପାଇ ଥିଲେ ଆଉ ଉଭୟ ସ୍ୱାମୀ ଓ ଅନ୍ୟ ମହିଳା ଙ୍କ ନାଁ ରେ ଅଭିଯୋଗ କରି ଥିଲେ | ତେବେ କିନ୍ତୁ ବର୍ତ୍ତମାନ ସମୟ ରେ ଉଭୟ ମହିଳା ସାମ୍ନା ହୋଇଛନ୍ତି ଆଉ ଗୋଟିଏ ପୁରୁଷଙ୍କୁ ନେଇ ଝଗଡ଼ା ରେ ଲାଗି ପଡିଛନ୍ତି |
ତେବେ ସ୍ତ୍ରୀ ଙ୍କ କହିବା ଅନୁଯାଇ ଅନ୍ୟ ମହିଳା ଜଣଙ୍କ ଅନେକ ପୁଅ କୁ ବ୍ଲାକମେଲ କରେ ଆଉ ତାଙ୍କ ଠୁ ପଇସା ଆଦାୟ କରେ ଆଉ ସେହିଭଳି ଏବେ ମୋ ସ୍ୱାମୀ କୁ ମଧ୍ୟ ଫସାଇ ଦେଇଛି | ଏହାକୁ ନେଇ ପୁଣି ସେପଟେ ଅନ୍ୟ ମହିଳା ଜଣଙ୍କ କହିଛନ୍ତି କି ସେମାନେ ମୋର ଶାରୀରିକ ସମୟର ଫଟୋ ନେଇ ଭାଇରାଲ କରୁଛନ୍ତି ଆଉ ମତେ ବ୍ଲାକମେଲ କରୁଛନ୍ତି | ତେବେ ସେ ଯାହା ବି ହେଉ ଉଭୟ ମହିଳା ଙ୍କ ଭିତରେ ହାଇଡ୍ରାମା ଖୁବ ଜୋର ରେ ଦେଖିବା ପାଇଁ ମିଳି ଥିଲା | ଆଉ ଯାହାର ଭିଡ଼ିଓ ଏବେ ମୋବାଇଲ କୁ ମୋବାଇଲ ଘୁରି ବୁଲୁଛି |