ଧରା ପଡିଗଲା ସ୍ତ୍ରୀ ର କାରନାମା !! ଶୁଣନ୍ତୁ ଭାଇରାଲ Audio Call

ଆପଣ ତ ଜାଣିଛନ୍ତି ବିବାହ ଯେ ଏକ କେତେ ବଡ଼ ସମ୍ପର୍କ ହୋଇ ଥାଏ ଯାହା ଏକ ସ୍ତ୍ରୀ ପାଇଁ ତା ସ୍ୱାମୀ ହିଁ ସବୁକିଛି ହୋଇ ଥାଏ | ବିବାହ ପରେ ସେ ହିଁ ସାତ ଜନ୍ମ ର ସାଥି ହୋଇ ଥାଏ ଆଉ ସୁଖ ଦୁଃଖ ର ସାଥି ମଧ୍ୟ ହୋଇ ଥାଏ | କିନ୍ତୁ ଆଜିକାଲି ଯୁଗରେ ସେମିତି ଆଉ ସ୍ୱାମୀ ସ୍ତ୍ରୀ ମଧ୍ୟରେ ପବିତ୍ର ସମ୍ପର୍କ ଦେଖିବାକୁ ମିଳୁ ନାହିଁ | ପ୍ରାୟ ସମ୍ପର୍କ ରେ ଏବେ କଳହ ନଚେତ ସ୍ତ୍ରୀ ଅନ୍ୟ ପୁରୁଷ ସହିତ ସମ୍ପର୍କ ରଖୁଛି ତ ଆଉ ସ୍ୱାମୀ ଅନ୍ୟ ମହିଳା ସହିତ ସମ୍ପର୍କ ରଖୁଛି |

ଅନ୍ୟ ପୁରୁଷ ଓ ମହିଳା ପାଇଁ ସ୍ୱାମୀ ସ୍ତ୍ରୀ କୁ ଛାଡ଼ି ଦେଉଛି ଓ ସ୍ତ୍ରୀ ସ୍ୱାମୀ କୁ ଛାଡ଼ି ଦେଉଛି | ଏମିତି କି ତାର ଯଦି ଜନ୍ମ କଲା ଛୁଆ ମଧ୍ୟ ରହୁଛି ତାକୁ ମଧ୍ୟ ଛାଡ଼ି ଦେଇ ଅନ୍ୟ କାହାର ହାତ ଧରି ଚାଲି ଯାଉଛି | ତେବେ ଆମ ସମାଜ ଏତେ କଳୁଷିତ ହୋଇ ଗଲାଣି ଯେ ଯାହାକୁ କଳ୍ପନା ମଧ୍ୟ କରି ହେବ ନାହିଁ | ତେବେ ପୁଣି ସେଭଳି ଏକ ଘଟଣା ସାମ୍ନା କୁ ଆସିଛି ଯାହାକୁ ଶୁଣିଲେ ଆପଣ ଖୁବ ନିନ୍ଦା କରିବେ |


ତେବେ ସୂଚନା ଅନୁଯାଇ ଘଟଣା ହେଉଛି ପ୍ରହରାଜ ପୁର ଗ୍ରାମପଞ୍ଚାୟତ ର ଏରସମା ଗ୍ରାମର ଅତୁଲ ମାଝୀଙ୍କ ଏକମାତ୍ର ପୁଅ ଲିଟୁନା ମାଝୀ ଜୁଲାଇ 7 ତାରିଖ ଦିନ ବିବାହ କରିଥିଲେ | ଜାନକା ଦେଇପୁର ପଞ୍ଚାୟତ ର ଦୁର୍ଗାପୁର ଗାଁ ର ସୁରେଶ ଘଟୁଆ ଙ୍କ ଝିଅ ରୀନା ଖଟୁଆ ଙ୍କୁ ବୌଦିକ ରୀତିରେ ବିବାହ କରିଥିଲେ |

ଆଉ ଯାହା ଜଣା ପଡିଥିଲା କି ବିବାହ ପର ଠାରୁ ହିଁ ଉଭୟ ଙ୍କ ସମ୍ପର୍କ ରେ ଫାଟ ସୃଷ୍ଟି ହୋଇ ଥିଲା | ଆଉ ଯେଉଁଥି ପାଇଁ ଯୁବକ ଜଣଙ୍କ ଆଜି ଥାନା ର ଦ୍ଵାରସ୍ଥ ହୋଇ ଥିଲେ | ବିବାହ ପରେ ସ୍ୱାମୀ ପ୍ରଥମ ରାତିରେ ହିଁ ସ୍ତ୍ରୀ ସହ ଶାରୀରିକ ସମ୍ପର୍କ ରଖିବା ପାଇଁ ଚାହିଁ ଥିଲେ କିନ୍ତୁ ତାହାକୁ ନେଇ ସ୍ତ୍ରୀ ରାନୀ ସିଧା ସଳଖ ମନା କରି ଦେଇ ଥିଲେ |


ତେବେ ଏହା ପରେ ମଧ୍ୟ ସ୍ତ୍ରୀ କେବେ ସ୍ୱାମୀ ସହ ସମ୍ପର୍କ ରଖି ନଥିଲେ ଯାହାକୁ ନେଇ ସ୍ୱାମୀ ସବୁବେଳେ ସନ୍ଦେହ କରୁ ଥିଲେ | ତେବେ ପରେ ଜଣା ପଡ଼ି ଥିଲା କି ରାନୀ ସବୁଦିନ ରାତି ଅଧରେ ଅନ୍ୟ ଜଣ ପୁରୁଷ ସହ କଥା ହେଉ ଥିଲେ ଯାହାକୁ ନେଇ ସେ ନିଜ ଶାଶୁ ଶଶୁର ଙ୍କୁ ମଧ୍ୟ ଏତେ ଟା ଗୁରୁତ୍ୱ ଦେଉ ନଥିଲେ | ଏହାକୁ ନେଇ ସ୍ୱାମୀ ଙ୍କ ମନରେ ସନ୍ଦେହ ସୃଷ୍ଟି ହେବାରୁ ସେ ତାଙ୍କ କଲ କୁ ରେକର୍ଡିଙ୍ଗ କରି ଥିଲେ ଯେଉଁଥିରେ ପ୍ରକୃତ ସତ ଜଣା ପଡ଼ି ଥିଲା |

ଏହାପରେ ସ୍ୱାମୀ ରାନୀ ଙ୍କୁ ନେଇ ତାଙ୍କ ମାଉସୀ ଘରେ ଛାଡ଼ି ଦେଇ ଥିଲେ ଆଉ ଥାନାରେ ସ୍ତ୍ରୀ ନାଁ ରେ ଅଭିଯୋଗ ମଧ୍ୟ କରି ଥିଲେ | କିନ୍ତୁ ଅନ୍ୟ ପଟରେ ସ୍ତ୍ରୀ ଜଣଙ୍କ ତାଙ୍କ ସ୍ୱାମୀ ଓ ଶାଶୁ ଘର ନାଁ ରେ ଅଭିଯୋଗ କରିଛନ୍ତି କି ତାଙ୍କୁ ଯୌତକ ର ନିର୍ଯାତନା ଦେଇ ଘରୁ ବାହାର କରି ଦେଇଛନ୍ତି | ତେବେ ପ୍ରକୃତ ଘଟଣା କଣ ତାହା ପୋଲିସ ର ତଦନ୍ତ ପରେ ହିଁ ଜଣା ପଡ଼ିବ |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave a Comment