ଏ ବାବୁ ଏଠାକୁ ଆସ ଭିତରେ ଆହୁରି ସୁନ୍ଦରୀ ସୁନ୍ଦରୀ ଝିଅ ମାନେ ଅଛନ୍ତି, ଆସ ବାବୁ କେତେ ଟଙ୍କା ଦେବୁ କହ | ଏମିତି ଡାକ ଅବା ଆପଣ କେଉଁଠି ଶୁଣି ଥିବେ ବା କେଉଁଠି ଶୁଣି ମଧ୍ୟ ନଥିବେ, କିନ୍ତୁ ନିଜ ଶରୀର କୁ କିଛି ଟଙ୍କା ପାଇଁ ବାରମ୍ବାର ବିକ୍ରି କରୁଥିବା ଏହି ଯୁବତୀ ମାନେ ଏଭଳି ଧାଡ଼ି ହୋଇ ଛିଡା ହୋଇଛନ୍ତି | ବୟସ ଏମାନଙ୍କର ବହୁତ କମ ହେବ କିନ୍ତୁ ଏମାନେ ଏମିତି ସଜେଇ ହୋଇଛନ୍ତି ଆପଣ ନିଜେ ଚିହ୍ନି ପାରିବେ ନାହିଁ ଯେମିତି ରାସ୍ତା ରେ ଚାଲି ଯାଉଥିବା ଏକ ସୁନ୍ଦରୀ ଯୁବତୀ ଟିଏ ଭଳି ଦେଖା ଯାଉଛନ୍ତି |
କିନ୍ତୁ ଏମାନଙ୍କ କାହାଣୀ ଟିକେ ଅଲଗା ବାସ କିଛି ଟଙ୍କା ପାଇଁ ଏମାନେ ନିଜ ଶରୀର କୁ ବିକ୍ରି କରିବାକୁ ବାସ ସଜେଇ ହୋଇ ଛିଡା ହୋଇ ରହିଛନ୍ତି | ଏହି ଭିଡ଼ିଓ ନିହାତି ଭାବରେ ଆପଣ ଦେଖୁ ଥିବେ କିନ୍ତୁ ସେମାନଙ୍କର ମୁହଁ ଗଣ ମାଧ୍ୟମ ରେ ଦେଖେଇବା ଉଚିତ ମନେ କରୁ ନାହୁଁ | କାରଣ ଜୀବନରେ କେଉଁ ପରିସ୍ଥିତି ହୁଏତ ସେମାନଙ୍କୁ ଏଭଳି କାର୍ଯ୍ୟ କରିବା ପାଇଁ ବାଧ୍ୟ କରିଛି |
କିନ୍ତୁ ଏମାନେ ଏହି ଠାରୁ ବାହାରି ନିଜ ଭବିଷ୍ୟତ ମଧ୍ୟ ଗଢି ପାରିବେ ଯେତେ ବେଳେ ତାଙ୍କୁ କେହି ସାହାଯ୍ୟ ପାଇଁ ହାତ ବଢେଇବେ | ଏ ହେଉଛି ଗୋଟିଏ ବେଶ୍ୟାଳୟ ର ଦୃଶ୍ୟ, ଏ ଦୃଶ୍ୟ ରେ ଯୁବକ ଲୋକାୟତ ଭାବେ ଭିଡ଼ିଓ ରେକର୍ଡ କରୁଛନ୍ତି ଯେମିତି ସେମାନେ ଛିଡା ହୋଇ ଥିବା ଯୁବତୀ ତାହା ଜାଣି ପାରିବେ ନାହିଁ |
ଆଉ ଭିଡ଼ିଓ ରେ ସମ୍ପୂର୍ଣ୍ଣ ଭାବେ ଶୁଣା ଯାଉଛି ବାବୁ ଭିତରକୁ ଆସ କେତେ ଟଙ୍କା ଦେବି | ତେବେ ଯୁବତୀ ମାନେ ଏଭଳି ଭାବେ ନିଜ ଶରୀର କୁ ଏମିତି ବିକ୍ରି କରି ଥାଆନ୍ତି | ଏହି ଦୃଶ୍ୟ ରେ ଆପଣ ମଧ୍ୟ ଦେଖି ପାରୁ ଥିବେ କି ଯୁବତୀ ଜଣଙ୍କ ଏଠାରେ କଥା ହେବା ଭିତରେ ଆଉ ଜଣେ ବ୍ୟକ୍ତି ମଧ୍ୟ ଭିତରକୁ ପଶି ଯାଉଛନ୍ତି ହୁଏତ ସେ ମଧ୍ୟ ଜଣେ ଗ୍ରାହକ ଅଟନ୍ତି |
ଭାରତ ସମ୍ବିଧାନ ଏଭଳି କାର୍ଯ୍ୟକଳାପ କୁ ଅନୁମତି ଦିଏ ନାହିଁ କିନ୍ତୁ ପେଟ ପାଇଁ କିଏ କାହା ପରିସ୍ଥିତି ସଜାଡ଼ିବା ପାଇଁ ଏଭଳି ସହଜ ବାଟ କୁ ଆପଣେଇ ନେଇଛି ଆଉ ଜୀବନ ଟି ଅବାଟ କୁ ଚାଲି ଯାଉଛି | ସମାଜ ଏମାନଙ୍କୁ ବେଶ୍ୟା ନାମରେ ବିବେଚିତ କରେ ଏବଂ ସମାଜ ରେ ଏମାନଙ୍କର କୌଣସି ସମ୍ମାନ ମଧ୍ୟ ନାହିଁ ଆଉ ବେଳେ ବେଳେ ଦେଖିବାକୁ ଗଲେ ସେହି ସମ୍ମାନିତ ବ୍ୟକ୍ତି ମାନେ ଏମାନଙ୍କର ଗ୍ରାହକ ହୋଇ ଯାଆନ୍ତି |
ତେବେ ଏହି ଦୃଶ୍ୟ ହେଉଛି ରାଜସ୍ଥାନ ର ଏକ ଅଞ୍ଚଳ ର ଦୃଶ୍ୟ କିନ୍ତୁ କହିବାକୁ ଗଲେ ସବୁ ରାଜ୍ୟ ରେ ଏଭଳି କାମ ଚାଲିଛି | ଆଉ ବେଳେ ବେଳେ ସରକାର ଏହାକୁ ବନ୍ଦ କରିବା ପାଇଁ ଚେଷ୍ଟା କଲେ ମଧ୍ୟ ସେମାନେ ନିଜ ପେଟ ପୋଷିବା ପାଇଁ ଲୁଚି ଲୁଚି ଏହି କାମ କରି ଥାଆନ୍ତି |
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।