ପିଲା ଜନ୍ମକଲେ ସୁନ୍ଦରତା କମିଯିବ ,ଏଥିପାଇଁ କିଛି ନା କିଛି ବାହାନା କରି ପିଲାକୁ ମାରିଦେଉଥିଲେ ଶୁଭଲକ୍ଷ୍ମୀ… ଦେଖନ୍ତୁ ଭାଇରାଲ Video

ବିବାହ ପରେ ଉଭୟ ସ୍ୱାମୀ ଓ ସ୍ତ୍ରୀ ମଧ୍ୟରେ ଏକ ସୁନ୍ଦର ସମ୍ପର୍କ ଗଢ଼ି ଉଠିଥାଏ। ଆଉ ସେହି ସମ୍ପର୍କରେ କୌଣସି ବାଧା ବିଘ୍ନ ନ ଆସିବା ପ୍ରତ୍ୟେକ ବାପା ମା ସନ୍ତାନ ପାଇଁ ଆଗ୍ରହ ପ୍ରକାଶ କରିଥାନ୍ତି। କିନ୍ତୁ ବର୍ତ୍ତମାନ ସମାଜରେ କିପରି ଭାବରେ ଅସାମାଜିକ କାର୍ଯ୍ୟ ସବୁ କରି ଚାଲୁଛନ୍ତି ଏହି କଳଙ୍କିତ ସମାଜର ଲୋକମାନେ। ସେମାନେ ବୁଝି ପାରୁ ନାହାନ୍ତି ଯେ ଏହି କାମ କରିବା ଦ୍ୱାରା ସମାଜ ଓ ପରିବାର ମଧ୍ୟ ବିରୋଧ କରିବା ପାଇଁ ବାଧ୍ୟ ହେବ। କିନ୍ତୁ ଆଜିର ଏହି ଦୁନିଆରେ ଯୁବପିଢି ମାନଙ୍କ ମନରେ କିଭଳି ଭାବରେ ଅନ୍ୟ ପାଇଁ ହେଉ ବା ନିଜ ପିଲା ଛୁଆ ମାନଙ୍କ ପାଇଁ ହେଉ ଖରାପ ଚିନ୍ତାଧାରା କାହିଁକି ଆସିଥାଏ। ବେଳେବେଳେ ମନରେ ଆସେ କି ଏ ସମାଜ କଣ ଦିନେ ନା ଦିନେ କଳଙ୍କିତ ହୋଇଯିବ।

ଆଉ ବର୍ତ୍ତମାନ ସମୟରେ ସମସ୍ତେ ଏହି ସମାଜକୁ କଳଙ୍କିତ କରିବାକୁ ପଛଘୁଞ୍ଚା ଦେଉ ନାହାଁନ୍ତି। ଆଜ୍ଞା ହଁ ଏମିତି ଏକ ଲଜ୍ଜା ଜନକ ଘଟଣା ସାମ୍ନାକୁ ଆସିଛି ଯାହା ଆପଣ ସମସ୍ତଙ୍କୁ ଜଣେଇବୁ। ଆଉ ଜାଣିବା ପରେ ଆପଣ ମାନେ ସମସ୍ତେ ଛି ଛି କହିବେ।ତେବେ ଆପଣ ମାନେ ପ୍ରତିଦିନ ବିଭିନ୍ନ ପ୍ରକାରର ଘଟଣା ଦେଖିବାକୁ ପାଉଥିବେ। କିନ୍ତୁ ଏହି ଘଟଣାଟି ସେହି ସବୁ ଘଟଣା ମାନଙ୍କ ଠାରୁ ବହୁତ ଭିନ୍ନ ଧରଣର ହୋଇଛି। ଆଉ ଯାହାକୁ ଆପଣ ଶୁଣିଲେ ମୁଣ୍ଡରେ ହାତ ଦେଇ ବସିବେ। ତେବେ ଘଟଣାଟି ଏହା ଥିଲା କି, ଯେ ଜଣେ ମହିଳା ପିଲା ଜନ୍ମ କଲେ କୁଆଡ଼େ ତାର ସୌନ୍ଦର୍ଯ୍ୟ ନଷ୍ଟ ହୋଇଯିବ ସେଥିପାଇଁ ସେ ଛୁଆ ନଷ୍ଟ କରି ଦେଉଥିଲେ।


ଆଉ ଟଙ୍କା ପଛରେ ଗୋଡ଼ାଇ ଗୋଡ଼ାଇ ଶେଷରେ ନିଜ ସ୍ୱାମୀ ମଧ୍ୟ ବଦଳାଉଛି। ଯାହା ଏବେ ସୋସିଆଲ ମିଡ଼ିଆରେ ବହୁତ ମାତ୍ରାରେ ଭାଇରାଲ ହେବାରେ ଲାଗିଛି। ତେବେ ସେ ମହିଳା ଜଣଙ୍କ ନାମ ହେଉଛି ଶୁଭଲକ୍ଷ୍ମୀ। ସେ ପ୍ରଥମେ ଜଣେ ଯୁବକଙ୍କୁ ବିବାହ କରିଥିଲେ, ଆଉ କୌଣସି କାରଣରୁ ସେ ତାଙ୍କ ସ୍ୱାମୀ ଙ୍କୁ ଛାଡ଼ି ଦେଇଥିଲେ। ଆଉ ଏହାପରେ ଅନ୍ୟ ଜଣେ ଯୁବକଙ୍କୁ ବିବାହ କରି ୪ ବର୍ଷ ଧରି ରହି ଆସୁଥିବା ସୂଚନା ମିଳିଛି। ଆଉ ସେହି ୪ ବର୍ଷରେ ଶୁଭଲକ୍ଷ୍ମୀ ୮ ଥର ତାଙ୍କ ପେଟରେ ବଢ଼ୁଥିବା ଛୁଆକୁ ନଷ୍ଟ କରିଥିଲେ। ତେବେ ଏଭଳି ସୂଚନା ଶୁଭଲକ୍ଷ୍ମୀ ଙ୍କ ଦ୍ୱିତୀୟ ସ୍ୱାମୀ ଦେଇଥିଲେ।

ଆଉ ଶୁଭଲକ୍ଷ୍ମୀ କୁଆଡ଼େ କହୁଥିଲେ ଖାଦ୍ୟ ଖାଇଲେ କିଛି କାମରେ ଆସିବନି ,ଯଦି ଆମେ ସୌନ୍ଦର୍ଯ୍ୟ ପ୍ରତି ଧ୍ୟାନ ଦେବା ତାହେଲେ ଆମକୁ ସମସ୍ତେ ଅନେଇବେ। ଆଉ କହୁଥିଲା ଛୁଆ ଜନ୍ମ କଲେ ସୌନ୍ଦର୍ଯ୍ୟ ନଷ୍ଟ ହୋଇଯିବ, ସେଥିପାଇଁ ସେ ଛୁଆ ନଷ୍ଟ କରୁଥିଲେ।ଆଉ ଶୁଭଲକ୍ଷ୍ମୀ ମାସକୁ ବିଉଟି ପାର୍ଲର ଯାଇ ୧୨୦୦ ଟଙ୍କା ଖର୍ଚ୍ଚ କରୁଥିଲେ। ଆଉ ଏବେ ଶୁଭଲକ୍ଷ୍ମୀ ଅଷ୍ଟମ ସନ୍ତାନ ନଷ୍ଟ ପାଇଁ ହସପିଟାଲ ଯାଉଥିବା ବେଳେ ତାଙ୍କ ସ୍ୱାମୀ ଓ ପରିବାର ଲୋକେ ବିରୋଧ କରିଥିଲେ।

Leave a Comment