ଆଜିକାଲି ର ଏହି ଟେକନୋଲୋଜି ଯୁଗ ରେ ବୃଦ୍ଧ ରୁ ଆରମ୍ଭ କରି ଛୋଟ ଛୁଆ ପର୍ଯ୍ୟନ୍ତ ସମସ୍ତେ ସୋସିଆଲ ମିଡ଼ିଆ ସହିତ ଜଡ଼ିତ ଏବଂ ସମସ୍ତେ ସ୍ମାର୍ଟ ଫୋନ ୟୁଜ କରି ଥାଆନ୍ତି | ତେବେ ସୋସିଆଲ ମିଡ଼ିଆ ରେ ପ୍ରତିଦିନ କିଛି ନା କିଛି ଭିଡ଼ିଓ ଭାଇରାଲ ହୋଇ ଥାଏ ଆଉ ଆମେ ତାହାକୁ ଦେଖି ଖୁବ ମଜା ମଧ୍ୟ ନେଇ ଥାଉ | ତେବେ ବର୍ତ୍ତମାନ ସମୟରେ ରେ ଦୁଇଟି ଛୋଟ ଛୁଆ ଙ୍କର ଭିଡ଼ିଓ ଏବେ ଖୁବ ଭାଇରାଲ ହେବାରେ ଲାଗିଛି ଯାହା ଏବେ ହିଟ ହେବାରେ ଲାଗିଛି | ଆପଣ ମାନେ ତ କୁନି ପିଲା ଙ୍କର ଅନେକ ଭିଡ଼ିଓ ସୋସିଆଲ ମିଡ଼ିଆ ରେ ନିହାତି ଦେଖିବାକୁ ପାଉ ଥିବେ |
ପ୍ରାୟତଃ ଛୋଟ ପିଲା ମାନଙ୍କର ପ୍ରତିଭା ଦେଖିଲେ ବହୁତ ଖୁସି ଲାଗି ଥାଏ, କାରଣ ତାଙ୍କ କୁନି କୁନି ଓଠ ରେ ସେମାନେ ଯେଉଁଭଳି ଢଙ୍ଗୀ ରେ କଥା କହି ଥାଆନ୍ତି ତାହା ବେସ ଆକାର୍ଷଣୀୟ ରହି ଥାଏ | ଏହା ସହିତ ତାଙ୍କ କୁନି କୁନି ପାଦ ଓ ହାତ ରେ ସେମାନେ ଯାହାବି ଦୁଷ୍ଟାମୀ କାମ କରି ଥାଆନ୍ତି ସେଥିରେ ରାଗ ନ ଆସି ବରଂ ଏକ ପ୍ରକାର ର ମନ ରେ ଖୁସି ଆସି ଥାଏ |
ବେଳେ ବେଳେ ସେହି ଛୋଟ ପିଲା ଙ୍କର କାର୍ଯ୍ୟକଳାପ, କଥାବାର୍ତା ଓ ଚିନ୍ତାଧାରା କୁ ଦେଖିଲେ ଆପଣ ଭାବିବେ ଯେ ଏତେ କମ ବୟସ ରୁ ତାଙ୍କର ଏଭଳି ବୁଦ୍ଧି କେଉଁଠୁ ଆସେ ଆଉ ଏତେ କଥା ଏମାନେ କେମିତି ଶିଖି ଯାଆନ୍ତି | ତେବେ ଆଜି ସେଭଳି ଏକ ଭିଡ଼ିଓ ସମ୍ପର୍କ ରେ କହିବୁ ଯାହାକୁ ଶୁଣିଲେ ଆପଣ ଖୁବ ଆଶ୍ଚର୍ଯ୍ୟ ହୋଇ ଯିବେ |
ତେବେ ଏହି ଘଟଣା ଟି ହେଉଛି ଆମେରିକା ର ଏକ ସହର ର, ଯେଉଁଠି ଦୁଇଟି ଛୋଟ ଛୁଆ ଅର୍ଥାତ ଦୁଇ ଭାଇ ଭଉଣୀ ନିଜ ଖେଳନା ସାମଗ୍ରୀ କୁ ଅନଲାଇନ ରେ ଅଲେକ୍ସା ରୁ ଅର୍ଡର କରି ଦେଇଛନ୍ତି | ଅବଶ୍ୟ ସେମାନେ ନିଜ ଅଜାଣତ ରେ ଖେଳନା କୁ ଅର୍ଡର କରି ଦେଇ ଥିଲେ କିନ୍ତୁ ପରେ ପରେ ସେହି ଖେଳନା ଆସି ତାଙ୍କ ଘରେ ପହଞ୍ଚି ଯାଇ ଥିଲା |
ଆଉ କ୍ରେଡିଟ କାର୍ଡ ରୁ ଏହାର ବିଲିଂ ମଧ୍ୟ ହୋଇ ଯାଇ ଥିଲା | ପରେ ତାଙ୍କ ମା ଜାଣି ପାରିଲେ ଯେ ତାଙ୍କ କ୍ରେଡିଟ କାର୍ଡ ରୁ 47 ହଜାର ଟଙ୍କା କଟି ଯାଇଛି ଯାହା ଫଳରେ ସେ ତାଙ୍କ ଦୁଇଟି ଛୁଆ କୁ ବହୁତ ରାଗୁ ଥିବାର ଦେଖିବାକୁ ମିଳି ଥିଲା | ମା ରାଗିଲା ପରେ ଦୁଇ ଛୁଆ ଙ୍କର କିଭଳି ଭାବେ ପ୍ରତିକ୍ରିୟା ରହି ଥିଲା ତାହାକୁ ଦେଖିଲେ ଆପଣ ହସି ହସି ଗଡ଼ି ଯିବେ |
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।