ପୁଣି ଓଡ଼ିଶାରେ ଲଜ୍ୟା ! ନାତୁଣୀ ପେଟରେ ବଢୁଛି ନିଜ ଅଜାର ଛୁଆ, ଏ ନେଇ କଣ କହୁଛନ୍ତି ଏହି ନାତୁଣୀ… ଦେଖନ୍ତୁ Video

ଆଜିର ସମାଜ ଦିନକୁ ଦିନ ଏତେ ମାତ୍ରା ରେ କଳୁଷିତ ହେବାକୁ ଲାଗିଲାଣି ଯେ ଯାହା କଳ୍ପନା ମଧ୍ୟ କରି ହେବ ନାହିଁ | ଆମ ସମାଜ ରେ ଏପର୍ଯ୍ୟନ୍ତ ମଧ୍ୟ ଗୋଟେ ନାରୀ ନିଜକୁ ସୁରକ୍ଷିତ ମନେ କରିଲା ପାରିଲା ନାହିଁ କାରଣ ଏମିତି କିଛି ଦୁଷ୍ଟ ଲୋକ ଅଛନ୍ତି ଯେଉଁ ମାନେ ନାରୀ ମାନଙ୍କୁ ସମ୍ମାନ ଦେବା ଶିଖି ପାରିଲେ ନାହିଁ | ଆମ ଯୁଗ ଏତେ ଟେକନୋଲୋଜି ଆଡ଼କୁ ବଢ଼ିଲାଣି କିନ୍ତୁ ଗୋଟେ ନାରୀ ସେ କେଉଁ ସ୍ଥାନରେ ବି ନିଜକୁ ସୁରକ୍ଷିତ ମନେ କରି ପାରିଲା ନାହିଁ |ସେ ନାରୀ ଜଣଙ୍କ ନା ବିଦ୍ୟାଳୟ ରେ ନା କେଉଁଠି ବାହାରେ, ନା ନିଜେ କାର୍ଯ୍ୟ କରୁଥିବା କେଉଁ ଅଫିସ ରେ ନା କି ଏମିତି ନିଜ ଘରେ ମଧ୍ୟ ସେ ନିଜକୁ ସୁରକ୍ଷିତ ଭାବି ପାରିଲା |

 

କେତେ ବେଳେ ସେ ନିର୍ଯାତନା ର ଶିକାର ହୁଏ ତ ପୁଣି କେତେ ଗଣ ଦୁଷ୍କର୍ମ ର ଶିକାର ହୋଇ ଥାଏ ଯାହା ଦ୍ୱାରା ତାର ଜୀବନ ଥାଉ ଥାଉ ହିଁ ସେ ସବୁଦିନ ପାଇଁ ମରି ଯାଇ ଥାଏ | ତେବେ ଗୋଟେ ନାରୀ ର କଣ ଏହା ହିଁ ଭୁଲ ଥାଏ କି ସେ ଗୋଟେ ନାରୀ ହୋଇ ଜନ୍ମ ହୋଇଛି ବୋଲି | ତେବେ ପୁଣି ଏକ ସେଭଳି ଘଟଣା ଆଖି ସାମ୍ନା କୁ ଆସିଛି ଯାହାକୁ ଶୁଣିଲେ ଆପଣ ନିହାତି ଭାବରେ ଆଶ୍ଚର୍ଯ୍ୟ ହୋଇ ଯିବେ ଏବଂ ଖୁବ ନିନ୍ଦା କରିବେ |


ତେବେ ଘଟଣା ଟି ହେଉଛି ଆଳି ଅଞ୍ଚଳ ରେ ଯେଉଁଠିକି ଏକ 16 ବର୍ଷ ର ନାବାଳିକା ନିଜ ଗର୍ଭରେ ଅଜା ର ଛୁଆ କୁ ଧରିଛି | ସେହି ଯୁବତୀ ଙ୍କର ଅଜା ଏତେ ରାକ୍ଷସ ପାଲଟି ଯାଇଛି କି ନିଜ ନାତୁଣୀ ର ହିଁ ବାରମ୍ବାର ଦୁଷ୍କର୍ମ କରି ତାକୁ ଗର୍ଭବତୀ କରି ଦେଇଛି | ସୂଚନା ଅନୁଯାଇ ଯୁବତୀ ଜଣଙ୍କ ନାବାଳିକା ହୋଇ ଥିବାରୁ ବୃଦ୍ଧ ଅଜା ଜଣଙ୍କ ନାଦାନୀ ର ଫାଇଦା ଉଠାଇ ଏଭଳି ଏକ କୁକାର୍ଯ୍ୟ କରିଛି | ଆଳି ଗ୍ରାମର ଜଣେ 65 ବର୍ଷ ର ବୃଦ୍ଧ ଅଜା 16 ବର୍ଷ ର ନାବାଳିକା ନାତୁଣୀ ସହ ଖରାପ ସମ୍ପର୍କ ରଖି ତାକୁ ଗର୍ଭବତୀ କରାଇ ଦେଇଛି ଯାହାକି ଖୁବ ନିନ୍ଦନୀୟ କାର୍ଯ୍ୟ ଅଟେ |

ନାତୁଣୀ ଙ୍କ କହିବା ଅନୁଯାଇ ଅଜା ଅନ୍ଧାର ରୁମ କୁ ମତେ ନେଇ ଆସି ମୋ ସହ ଜୋର ଜବରଦସ୍ତ ସେକ୍ସ କରୁ ଥିଲେ | ଏମିତି କି ଏହି ବିଷୟରେ କାହାକୁ କହିଲେ ଜୀବନ ରୁ ମାରି ଦେବେ ବୋଲି ଧମକ ମଧ୍ୟ ଦେଉ ଥିଲେ ଯାହା ଫଳରେ ନାତୁଣୀ ଜଣଙ୍କ କିଛି ମଧ୍ୟ କହି ପାରୁ ନଥିଲେ | ତେବେ ନାବାଳିକା ଜଣଙ୍କ ଏବେ 7 ମାସର ଗର୍ଭବତୀ ଅଛନ୍ତି ଯାହା ଫଳରେ ପରିବାର ଲୋକ ମଧ୍ୟ ଜାଣି ଥିଲେ ଆଉ ଥାନାରେ ଯାଇ ଅଭିଯୋଗ କରି ଥିଲେ |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave a Comment