ଆମ ଚାରିପାଖରେ ଘଟୁଥିବା ସବୁ ଘଟଣାର ତଥ୍ୟ ସୋସିଆଲ ମିଡିଆ ମାଧ୍ୟମରେ ଆମ ସାମ୍ନାକୁ ଆସୁଛି। ଯାହା ମାଧ୍ୟମରେ ଆମେ ଆମ ଚାରିପାଖରେ ଘଟୁଥିବା ଘଟଣା ସମର୍କରେ ଅବଗତ ହୋଇ ପାରୁଛୁ। ବର୍ତ୍ତମାନ ସମୟରେ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି। ଯେଉଁ ଭିଡିଓଟି ଏକ ଅଙ୍ଗନୱାଡ଼ି କେନ୍ଦ୍ରରୁ ଆସିଛି। ତେବେ ଏହି ଭିଡ଼ିଓ ରେ ଦେଖା ଯାଇଛି ଯେ, ଏକ ଅଙ୍ଗନୱାଡ଼ି ରେ କିଛି କୁନି କୁନି ପିଲାମାନେ ଅଙ୍ଗନବାଡି ଦିଦିଙ୍କ ସହିତ ବେଶ ନାଚ ଗୀତ ମାଧ୍ୟମ ପାଠ ପଢୁଛନ୍ତି।ଶିକ୍ଷୟତ୍ରୀ ଜଣଙ୍କ ନାଚ ମାଧ୍ୟମ ଆବୃତ୍ତି କରି ସୁନ୍ଦର ଭାବରେ ସେମାନଙ୍କୁ ପାଠ ଶିଖାଉ ଛନ୍ତି।
ତେବେ ଭିଡିଓରେ ଆପଣ ମାନେ ଦେଖିବାକୁ ପାଉଥିବେ କୁନି କୁନି ପିଲା ମାନଙ୍କର ପାଠ ପଢା ଚାଲିଛି। ତେବେ ବେତ ପାହରରେ ନୁହେଁ ବରଂ ନାଚ ଗୀତ ଅଭିନୟ ମାଧ୍ୟମରେ ଚାଲିଛି ଶିକ୍ଷାଦାନ। ଭିନ୍ନ ଭିନ୍ନ ଗୀତ ମାଧ୍ୟମରେ ପିଲାଙ୍କୁ ପାଠ ପଢାଉଛନ୍ତି ଅଙ୍ଗନୱାଡି ଦିଦି। ଅଙ୍ଗନୱାଡ଼ି ଦିଦିଙ୍କ ଏ ନିଆରା ପାଠ ପଢିବା ଷ୍ଟାଇଲକୁ ସମସ୍ତେ ଖୁବ୍ ପ୍ରଶଂସା କରୁଛନ୍ତି।
ଅଙ୍ଗନୱାଡ଼ି ଦିଦି ଜଣକ ନାଚ ଗୀତ ଓ ଅଭିନୟ ମାଧ୍ୟମରେ ପିଲାମାନଙ୍କୁ ଶିକ୍ଷାଦାନ ଦେଉଛନ୍ତି।ସେ ନିଜେ ପିଲାମାନଙ୍କୁ ନାଚ ଗୀତ ଓ ଅଭିନୟ କରି ଦେଖାଉଛନ୍ତି। ଶିକ୍ଷୟତ୍ରୀ ଙ୍କ ନାଚ ଓ ଗୀତ ମାଧ୍ୟମ ରେ ଏହି ଆବୃତ୍ତି ବା ଅଭିନୟ କୁ ଦେଖି ସେଠାରେ ଉପସ୍ଥିତ ଥିବା କୁନି କୁନି ପିଲାମାନେ ମଧ୍ୟ ଦିଦିଙ୍କ ପରି ଆବୃତ୍ତି ଓ ଅଭିନୟ ମଧ୍ୟ କରୁଥିବା ର ଦେଖା ଯାଇଛି ଯାହା ଏବେ ସୋସିଆଲ ମିଡିଆରେ ବହୁତ ମାତ୍ରା ରେ ଭାଇରାଲ ହେବା ପରେ ଦର୍ଶକ ମାନେ ଶିକ୍ଷୟତ୍ରୀ ଙ୍କ ଏହି ନିଆରା ପ୍ରୟାସ କୁ ଦେଖି ପ୍ରଶଂସା କରିଛନ୍ତି।
ତେବେ ଅଙ୍ଗନୱାଡ଼ି ଦିଦିଙ୍କ ଏହି ପରି ସୁନ୍ଦର ନାଚ ଗୀତ ଦେଖି କୁନି କୁନି ପିଲା ମାନେ ଶ୍ରେଣୀ ଗୃହରେ ଆଗ୍ରହ ସହକାରେ ଦିଦିଙ୍କ ସହିତ ନାଚ ଗୀତ ରେ ସାମିଲ ହୋଇ ଶ୍ରେଣୀ ଗୃହରେ ପାଠ ପଢା ରେ ଆଗ୍ରହ ଦେଖାଉଛନ୍ତି । ହଁ ବନ୍ଧୁଗଣ ତେବେ ଏହି ପରି ଏକ ଦୁଶ୍ୟ ଦେଖିବାକୁ ମିଳିଛି ଦିଗପହଣ୍ଡିର ଏକ ଅଙ୍ଗନବାଡି କେନ୍ଦ୍ରରେ ।
ଯେଉଁ ଠାରେ ଏହି ଅଙ୍ଗନୱାଡ଼ି ଦିଦିଙ୍କ ନିଆର ପାଠ ପଢା ଦେଖିବାକୁ ମିଳୁଛି।ତେବେ ସୋସିଆଲ ମିଡ଼ିଆ ଠୁ ଆରମ୍ଭ କରି ସବୁଠି ଏହି ଅଙ୍ଗନୱାଡ଼ି ଦିଦିଙ୍କ ନିଆରା ପାଠପଢ଼ା ଶୈଳୀକୁ ଖୁବ୍ ପ୍ରଶଂସା କରା ଯାଉଛି। ଶିକ୍ଷୟତ୍ରୀ ଙ୍କ ଏହି ପ୍ରୟାସ ଏବେ ଚର୍ଚ୍ଚା ର ବିଷୟ ପାଲଟିଛି । ସୋସିଆଲ ମିଡିଆରେ ଏହି ଭିଡିଓଟି ଖୁବ୍ ଭାଇରାଲ ହେବାରେ ଲାଗିଛି ଲୋକେ ଏହାକୁ ଖୁବ ପସନ୍ଦ ମଧ୍ୟ କରୁଛନ୍ତି
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।