ଦେଖନ୍ତୁ EXCLUSIVE – ପୁରୁଷ ର ଦେହ ନାରୀର ମନ ,ସୁବାଶିଶି ମୋତେ ବହୁତ କୋପରେଟ କରନ୍ତି ,

ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଅନେକ ଭିଡିଓ ଆପଣ ମାନେ ଦେଖିବାକୁ ପାଉଥିବେ ସୋସିଆଲ ମିଡିଆରେ । ତେବେ ବେଳେ ବେଳେ ଏଭଳି କିଛି ଭିଡିଓ ସାମ୍ନା କୁ ଆସିଥାଏ ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରେଇ ଦେଇଥାଏ ।ତେବେ କଳାକାର ମାନେ ଅଭିନୟ କରିଥାନ୍ତି ତାହା ଫିଲ୍ମ ହେଉ ବା ଯାତ୍ରା ଦୁନିଆରେ । ତେବେ ସେମାନଙ୍କର ଅଭିନୟ ର ଯାଦୁ ରେ ଦର୍ଶକ ମାନଙ୍କୁ କେମିତି ଆକୃଷ୍ଟ କରାଯାଏ ସେହି କଳା ଟି ରହିଥାଏ । ଆଉ ଯେଉଁଥି ପାଇଁ ଦର୍ଶକ ମାନଙ୍କର ହୃଦୟ ରେ ଘର କରିଥାନ୍ତି କଳାକାର ମାନେ । ତେବେ ଆଜି ମୁଁ ଯାହା ବିଷୟରେ କହିବାକୁ ଯାଉଛି ତାହା ହେଉଛି ଲୋକପ୍ରିୟ ଯାତ୍ରା ମଞ୍ଚ ରଙ୍ଗ ମହଲ ବିଷୟରେ । ଆଉ ଯେଉଁଠି କଳାକାର ଜଣଙ୍କ ସୁନ୍ଦର ଭାବରେ ତାଙ୍କର ଅଭିନୟ କରିଛନ୍ତି ।

ତେବେ ଆଜି କାଲି ଯାତ୍ରା ଦୁନିଆ ବହୁତ ଆଗକୁ ଗଲାଣି ଆଉ ନିଜର କଳା ର ଯାଦୁ ରେ ସମସ୍ତଙ୍କୁ ମୁଗ୍ଧ କରେଇବା ସହିତ ଦର୍ଶକ ମାନଙ୍କର ଦୃଦୟରେ ଏକ ସ୍ୱତନ୍ତ୍ର ସ୍ଥାନ ବନେଇ ସାରିଲାଣି ।ତାହା ଛଡା ଲୋକ ମାନେ ମଧ୍ୟ ଯାତ୍ରା ଦୁନିଆ ପ୍ରତି ଆକୃଷ୍ଟ ହେବାକୁ ଲାଗିଲେଣି । ତେବେ ଆଜି ମୁଁ ଯେଉଁ ଯାତ୍ରା ବିଷୟରେ କହିବାକୁ ଯାଉଛି ତାହାର ନାଁ ହେଉଛି ରଙ୍ଗ ମହଲ ।

ଆଉ ଯେଉଁଠି ଖୋଳନାୟିକା ବା ଭିଲିଆନ ଭାବରେ ଏକ୍ଟିଙ୍ଗ କରିବାକୁ ଲାଗିଛନ୍ତି ପିଙ୍କି । ଆଉ ଯେଉଁଠି ଦେଖା ଯାଇଛି କି ତାଙ୍କର ଗୋଟିଏ ସୁନ୍ଦର ଡାଇଲଗ ଥିଲା ତାହା ହେଉଛି ଏଡ଼ିକି ଟିକେ ହେଇଥିଲି ଯିଏ ମୋତେ ଛାଡ଼ି ଦେଇ ଚାଲି ଆସିଥିଲା ,ମୋ ତା କୋଳକୁ ଯିବାର ନାହିଁ କି ତା ଗୋଡ଼ ତଳେ ପଡ଼ିବାର ନାହିଁ ତା ଜୀବନରେ କେଉଁ ଝଡ଼ ବୋହିଲା କାହଁକି ବୋହିଲା ସେ ସବୁ ମୋର କିଛି ଜାଣିବା ଦରକାର ନାହିଁ। ମୁଁ ଖାଲି ଗୋଟିଏ କଥା ଜାଣିବା ପାଇଁ ଛାହୁଛି ଆମକୁ ଏମିତି ଭାବରେ ଛାଡ଼ିବା କଣ ତାର ଠିକ୍ ହେଇଛି ଏମିତି କିଛି କହିଛନ୍ତି କଳାକାର ଜଣଙ୍କ ।


ଆଉ ଏଥିରେ ତାଙ୍କର କୋ ଏକ୍ଟର ଥିଲେ ଶୁଭାଶିଷ। ଯିଏକି ବହୁତ ଭଲ ଅଭିନୟ କରନ୍ତି। ପିଙ୍କି ଙ୍କୁ ବହୁତ କୋପରେଟ୍ କରନ୍ତି। ତେବେ ଖାଲି ଆଜି ନୁହଁ ବହୁତ ଆଗରୁ ରଙ୍ଗ ମହଲ ମଧ୍ୟ ର ଗୋଟିଏ ନାଁ ରହିଛି, ଆଉ ଯେଉଁଠି ଦେଖା ଯାଇଛି କି ନିଜର ଅଭିନୟ ର କମାଲ ଦେଖାଇ ପିଲା ଠାରୁ ଆରମ୍ଭ କରିକି ବୁଢା ପର୍ଯ୍ୟନ୍ତ ସମସ୍ତଙ୍କ ମନକୁ ମଧ୍ୟ ବେଶ ଆକୃଷ୍ଟ କରେଇ ପାରିଛନ୍ତି । ତେବେ ଆଜି କାଲି ଲୋକ ମାନଙ୍କ ପାଇଁ ସୁବିଧା ହୋଇ ଗଲାଣି । କାରଣ ପୂର୍ବରୁ ଲୋକ ମାନେ ଯାତ୍ରା ଦେଖିବା ପାଇଁ ହେଲେ ଟିକେଟ କାଟିକି ଗାଁ ଗହଳି ରେ ଯାତ୍ରା ପାର୍ଟି ଆସୁଥିବା ସ୍ଥାନ କୁ ଯାଇଥାନ୍ତି ।

କିନ୍ତୁ ଏବେ ଆମେ ମାନେ ଟିଭି ଓ ମୋବାଇଲ ଜରିଆରେ ମଧ୍ୟ ସେ ସବୁର ସୁବିଧା ଓ ସୁଯୋଗ ପାଉଛୁ ବୋଲି କୁହାଯାଉଛି । ଆଉ ଯାହା ଫଳରେ ଲୋକ ମାନେ ଘରେ ରହି ଯାତ୍ରା ର ମଜା ନେଇ ପାରୁଛନ୍ତି । କିନ୍ତୁ ବିଶେଷ କରିକି ବୟସ୍କ ଲୋକ ମାନେ ଅଧିକ ପସନ୍ଦ କରିଥାନ୍ତି ଯାତ୍ରା ଦେଖିବା ପାଇଁ । ଆଉ ଏହି ଭିଡିଓରେ ଖଳନାୟିକା ଜଣକ ବେଶ ଭଲ ଭାବରେ ନିଜର ଅଭିନୟ କୁ ଦେଖିଛନ୍ତି । ଯାହା ଏବେ ସୋସିଆଲ ମିଡିଆରେ ବେଶ ଭାଇରାଲ ହେବାରେ ଲାଗିଛି ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave a Comment