ପ୍ରେମ କଲୁ ତା ପରେ ଶାରୀରିକ ସମ୍ପର୍କ ରଖି ମୋତେ ଅଇଁଠା କରିଦେଲୁ ..ମୋତେ କଣ ତୁ ଚୁଇଁଗମ ଭାବିଲୁ ..ମିଠା ସରିବା ପରେ ଫିଙ୍ଗିଦେଲୁ… ଏ ନେଇ କଣ କହୁଛନ୍ତି, ଦେଖନ୍ତୁ Video

ସୋସିଆଲ ମିଡ଼ିଆରେ ଏମିତି ଅନେକ ସମୟରେ ଘଟଣା ନଜରକୁ ଆସିଥାଏ ଯାହା କୁ ଦେଖିବା ପରେ ସମସ୍ତେ ଆଶ୍ଚର୍ଯ୍ୟ ହୋଇ ଯାଇ ଥାନ୍ତି। ଆଉ ବର୍ତ୍ତମାନ ସମୟରେ ପ୍ରେମ ସମ୍ପର୍କ କୁ ନେଇ ଅନେକ ସମୟରେ ଘଟଣା ସବୁ ନଜରଜୁ ଆସୁଛି ଯେଉଁଠି ପ୍ରେମ ଉପରୁ ବିଶ୍ୱାସ ମଧ୍ୟ ରହୁନାହିଁ। ଆଉ ତେବେ ଏଥରୀଙ୍କ ଯୁବତୀ ନିଜ ପ୍ରେମିକ ନାଁ ରେ ଏମିତି କିଛି କହିଲେ ଯାହା ଶୁଣିଲେ ଆଶ୍ଚର୍ଯ୍ୟ ହୋଇଯିବେ।ଏଠାରେ ଏକ ଭିଡ଼ିଓ ଜୋର ରେ ଭାଇରଲ ହୋଇଛି ଯାହା ଏବେ ଜୋର ରେ ଚର୍ଚ୍ଚା ଧରିଛି।

ଏହି ଘଟଣା ଟିରେ ଜଣେ ଯୁବତୀ ଏକ ସଙ୍ଗୀନ ଅଭିଯୋଗ ଆଣିଛନ୍ତି ନିଜର ପ୍ରେମିକା ନାଁ ରେ ଯାହା ଏବେ ସୋସିଆଲ ମିଡ଼ିଆରେ ବହୁଳ ଭାବରେ ଭାଇରଲ ହୋଇଛି। ଏଠାରେ ଯୁବତୀ ଜଣଙ୍କ ପ୍ରେମ ସମ୍ପର୍କ କୁ ନେଇ ଏମିତି କିଛି ବୟାନ ଦେଇ ଥିବା ନେଇ ଶୁଣିବାକୁ ମିଳିଛି ଯାହା ଏବେ ସୋସିଆଲ ମିଡ଼ିଆରେ ଜୋର ରେ ଭାଇରଲ ହୋଇଛି। ପ୍ରେମ ସମ୍ପର୍କ କୁ ନେଇ ସମାଜ ରେ ଅନେକ ସମୟରେ କିଛି ନା କିଛି ଘଟଣା ସୋସିଆଲ ମିଡ଼ିଆରେ ନଜରକ୍ଜ ଆସିଥାଏ ଯାହା ସର୍ବଦା ସୋସିଆଲ ମିଡ଼ିଆରେ ଭାଇରଲ ହୋଇଥାଏ। ସବୁ ଘଟଣା ପଛରେ ପ୍ରେମ ହେଉଛି ପ୍ରଥମ କାରଣ।

ମିଳିଥିବା ସୂଚନା ଅନୁସାରେ କେନ୍ଦ୍ରାପଡ଼ା ଜିଲ୍ଲା, ମହାକାଳପଡା ପଞ୍ଚାୟତର, ମାର୍ଶାଖର ଥାନା ଅନ୍ତର୍ଗତ, ଖୁରୁସୁଆ ପଞ୍ଚାୟତର ବନ୍ଧକୁନ୍ଧା ପଞ୍ଚାୟତର ରମେଶଙ୍କ ପୁଅ ରଞ୍ଜନ ଭଲ ପାଉଥିଲେ ଝାଡ଼ଖଣ୍ଡର ୠମୁଟା ମାଇଲ ହାଡ଼ୱାରରେ କାମ କରୁଥିଲେ | ଆଉ ପ୍ରେମିକା ଜଣଙ୍କର ଘର ହେଉଛି ଯାଜପୁର ଜିଲ୍ଲାର ଝଡ଼ପଦା ଥାନାର ଗୌତମ ରାଉତଙ୍କ ଝିଅ ପ୍ରତୀକ୍ଷା ରାଉତ | ଯାହା ଜଣାପଡିଛି କି ସେମାନେ ଉଭୟ ଉଭୟଙ୍କୁ କରୁଥିଲେ ପ୍ରେମ | ଆଉ ସେହି ପ୍ରେମ ସମ୍ପର୍କ ବହୁତ ଜୋର ସୋରରେ ମଧ୍ୟ ଚାଲିଥିଲା |


ସୂଚନା ଅନୁସାରେ ପ୍ରେମିକ ଜଣଙ୍କ ପ୍ରେମିକାଙ୍କ ସହିତ ଦୀର୍ଘ 14 ମାସ ହେବ ପ୍ରେମ ଜାଲରେ ଫୋସେଇକି ରଖିଥିଲେ | ଆଉ ମିଳିଥିବା ସୂଚନା ଅନୁସାରେ ପ୍ରେମିକ ଜଣଙ୍କ ଇନ୍ଷ୍ଟଗ୍ରାମରେ ପ୍ରଥମେ ଯୁବତୀ ଜଣଙ୍କୁ ଫ୍ରେଣ୍ଡ ରିକୁଏଷ୍ଟ ପଠାଇଥିଲେ | ଆଉ ତାହାପରେ ପ୍ରେମିକ ଜଣକ ପ୍ରେମିକାଙ୍କ ସହିତ ଭଲପାଇବା ମଧ୍ୟ ଦେଖାଉଥିଲେ | ଆଉ ପ୍ରେମିକ ଜଣଙ୍କ ପ୍ରେମିକାଙ୍କୁ ବିଭିନ୍ନ ସ୍ଥାନକୁ ନେଇଯାଉଥିଲେ ଆଉ ତାଙ୍କ ସହିତ ଶାରୀରିକ ସମ୍ପର୍କ ମଧ୍ୟ ରଖିଥିବା କଥା ପ୍ରକାଶ କରିକି କହିଛନ୍ତି ପ୍ରେମିକା ଜଣକ |


ଆଉ ଏତେ ସବୁ ହେଇଗଲା ପରେ ଏବେ ପ୍ରେମିକ ଜଣଙ୍କ ପ୍ରେମିକା ଙ୍କ ସହିତ କୌଣସି ସମ୍ପର୍କ ନାହିଁ ବୋଲି କହିବାକୁ ଲାଗିଥିଲେ | ଆଉ ତାଙ୍କ ସହିତ କୌଣସି ବି ସଂପର୍କ ରଖିବା ପାଇଁ ମନା କରି ଦେଇଥିଲେ ପ୍ରେମିକ ଜଣଙ୍କ | ଆଉ ଏଭଳି କଥା ଶୁଣିବା ପରେ ପ୍ରେମିକା ଜଣଙ୍କ ଭାଙ୍ଗି ପଡିଛନ୍ତି ଆଉ କହିଛନ୍ତି କି ମତେ ଅଇଁଠା କରି ସାରିବା ପରେ ପୁଣି ଆଉ କିଏ ମତେ ଗ୍ରହଣ କରିବ | ଏପରି କହିବା ସହିତ ଯୁବକ ଙ୍କ ଘର ଆଗରେ ନ୍ୟାୟ ପାଇଁ ଧାରଣା ଦେଇଛନ୍ତି | ଆଉ ଯାହା ଏବେ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି |

Leave a Comment