ବନ୍ୟା ସମୟରେ ଏହି ମହିଳା ଜଣକ କରିଦେଲେ ଏମିତି…. ମାତ୍ର 4 ଘଣ୍ଟାରେ 22 Million ରୁ ଅଧିକ ଲୋକ ଦେଖି ଦେଖି ସାରିଲେଣି…

ଆଜିର ଯୁବପିଢି ସୋସିଆଲ ମିଡ଼ିଆ ସହ ଖୁବ୍ ଜଡ଼ିତ। ପିଲାଠାରୁ ବୁଢା ପର୍ଯ୍ୟନ୍ତ ସୋସିଆଲ ମିଡିଆରେ ସମୟ ବିତାଇବାକୁ ଖୁବ୍ ପସନ୍ଦ କରୁଛନ୍ତି।ସୋସିଆଲ ମିଡିଆରେ ପ୍ରତିଦିନ ଅନେକ ପ୍ରକାରର ଭିଡିଓ ଆପଣ ମାନେ ଦେଖିବାକୁ ପାଉଥିବେ। ସୋସିଆଲ ମିଡ଼ିଆରେ ବେଳେବେଳେ ଖୁବ୍ ଅଜବ ଅଜବ ଦୃଶ୍ୟ ଦେଖିବାକୁ ମିଳିଥାଏ। ଆଉ ବେଳେବେଳେ ଖୁବ୍ ମଜାଦାର ଭିଡିଓ ଦେଖିବାକୁ ମିଳିଥାଏ ଯାହା ଲୋକଙ୍କୁ ଖୁବ୍ ପସନ୍ଦ ଆସିଥାଏ। ଆଉ ବେଳେବେଳେ କିଛି ଭିଡିଓ ଲୋକଙ୍କୁ ବହୁ ମାତ୍ରାରେ ପସନ୍ଦ ଆସିଥାଏ ଯାହା ଖୁବ୍ କମ୍ ସମୟରେ ମଧ୍ୟରେ ଭାଇରାଲ ହୋଇଥାଏ।


ତେବେ ଆଜି ଆମେ ଆପଣଙ୍କୁ ଏମିତି ଏକ ଭିଡିଓ ଦେଖାଇବୁ ଯାହାକୁ ଦେଖିଲେ ଆପଣ ନିଶ୍ଚିତ ଖୁସି ହେବେ। ହୁଏତ ଆପଣ ଏ ଭଳି ଦୃଶ୍ୟ ବହୁତ କମ୍ ଦେଖିବାକୁ ପାଇଥିବେ।ସେହିଭଳି ଏକ ଭିଡିଓ ଏବେ ସାମ୍ନାକୁ ଆସିଛି।ଯାହା ଏବେ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେବାରେ ଲାଗିଛି।


ତେବେ ଏହି ଭିଡିଓ ଦେଖିବାକୁ ମିଳିଛି ଜଣେ ମହିଳାଙ୍କୁ ଯିଏକି ଏକ ଭିନ୍ନ ଧରଣର କାର୍ଯ୍ୟ କରୁଛନ୍ତି। ଭିଡିଓରେ ଦେଖିବା ଏହି ମହିଳା ଜଣଙ୍କ ଜାଲ ପକାଇ ମାଛ ଧରୁ ଥିବାର ଦେଖିବାକୁ ମିଳିଛି। ତେବେ ଲଗାଣ ବର୍ଷା କାରଣରୁ ଚାରିଆଡ଼େ ଜଳମଗ୍ନ ହୋଇ ପଡିଛି। ଆଉ ଏହି ସମୟରେ ମହିଳା ଜଣଙ୍କ ତାଙ୍କ ଘର ଆଗରେ ବନ୍ୟା ପାଣି ବଢ଼ିଥିବା ବେଳେ ସେ ନିଜ ଘର ଆଗରେ ଛିଡା ହୋଇ ସୁନ୍ଦର୍ ଭାବରେ କୌଶଳ କ୍ରମେ ଜାଲକୁ ପ୍ରଥମେ ଗୁଡ଼ାଇ ଦେଇ ଭଲ ଭାବରେ ଧରି ପାଣିରେ ପକାଉ ଛନ୍ତି ଏବଂ ତାପରେ ଧିରେ ଧିରେ ଜାଲକୁ ଟାଣି କୂଳକୁ ଆଣୁ ଅଛନ୍ତି। ତାଙ୍କ ଜାଲରେ ବହୁତ ଗୁଡ଼ିଏ ମାଛ ମଧ୍ୟ ପଡିଛନ୍ତି ଯାହାକୁ ଦେଖି ମହିଳା ଜଣଙ୍କ ଖୁବ୍ ଖୁସି ହୋଇ ଯାଇଛନ୍ତି। ବଡ ବଡ ମାଛକୁ ଧରି ସେ ଖୁସି ହେବା ସହିତ ଏହି ମାଛ ଗୁଡ଼ିକୁ ବାହାର କରି ସେ ପାଖରେ ଥିବା ବାଲଟି ରେ ରଖୁଛନ୍ତି।


ତେବେ ଆପଣ ମାନେ ଦେଖିଥିବେ ପ୍ରାୟତଃ ପୁରୁଷ ଲୋକେ ମାନେ ମାଛ ଧରୁଥିବାର। କିନ୍ତୁ ଏଠାରେ ଏହି ସ୍ତ୍ରୀ ଲୋକ ଜଣଙ୍କ ଜାଲ ପକାଇ ମାଛ ଧରିବା ରେ ଏପରି ପାରଙ୍ଗମ ହୋଇଥିବାର ଦେଖି ସମସ୍ତେ ଚକିତ ହେଇ ଯାଉଛନ୍ତି। କିଛି ଦର୍ଶକ ଏହି ମହିଳାଙ୍କର ଏ ଭଳି ଦକ୍ଷତାକୁ କୁ ପ୍ରଶଂସା ବି କରୁଛନ୍ତି। ଚାରିଆଡ଼େ ଜଳ ମଗ୍ନ ଥିବା ବେଳେ ମହିଳା ଜଣଙ୍କ ମାଛ ଧରିବା ର ଦୃଶ୍ୟ ଦେଖି ସମସ୍ତେ ଅବାକ୍ ହେଉଛନ୍ତି। ତେବେ ବର୍ତ୍ତମାନ ସମୟରେ ମହିଳା ଜଣଙ୍କ ମାଛ ଧରା ଭିଡିଓ ଟି ଖୁବ୍ ଭାଇରାଲ ହେବାରେ ଲାଗିଛି। ଏବଂ ଦର୍ଶକ ଏହାକୁ ଖୁବ୍ ପସନ୍ଦ କରୁଛନ୍ତି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave a Comment