ବିଶ୍ବାସ ନହେଲେ ବି ସତ ! 0 ଟଙ୍କାରେ ମିଳୁଛି i Phone, କେବଳ ଆଧାର କାର୍ଡ ଓ ପ୍ୟାନ କାର୍ଡ ରେ ଦେଇ ନେଇପାରିବେ ଏହି ଫୋନ I

ବର୍ତ୍ତମାନ ଭାରତରେ ଧୀରେ ଧୀରେ ଆଇ ଫୋନ ନୂଆ ଲଞ୍ଚ ହେବାରେ ଲାଗିଛି। ଲୋକମାନଙ୍କ ସଉକ ମଧ୍ୟ ଧୀରେ ଧୀରେ ବଢ଼ିବାରେ ଲାଗିଛି। ତେବେ ନୂଆ ଲଞ୍ଚ ହୋଇଥିବା ଆଇ ଫୋନ- ୧୪ କୁ ନେଇ ଲୋକମାନଙ୍କର ଅନେକ ଅଧିକ ଆଗ୍ରହ ପ୍ରକାଶ ପାଇଛି।ତେବେ ପୂର୍ଵ ଆଇଫୋନ ଅପେକ୍ଷା ଏପରି କେଉଁ କେଉଁ ଅତିରିକ୍ତ ସୁବିଧା ରହିଛି ତାହା ନିଶ୍ଚିତ ଜାଣିବା ଆବଶ୍ୟକ।ଏବିବେ ଆଇଫୋନ – ୧୪ ଲଞ୍ଚ ହୋଇଛି।ଏ ସମ୍ପର୍କରେ ରିପୋର୍ଟର ଭୁବନେଶ୍ୱରର ବନଶ୍ରୀ ମୋବାଇଲର ଡ଼ାଇରେକ୍ଟର ଅନୀଲଙ୍କୁ ଏ ସମ୍ପର୍କରେ ପ୍ରଶ୍ନ କରିଥିଲେ। ସେ ପ୍ରଶ୍ନ କରିଥିଲେ ଯେ,’ଆଇଫୋନ-୧୪ ରେ କଣ ଏପରି ସୁବିଧା ରହିଛି ଯାହା ଅନ୍ୟମାନଙ୍କ ଠାରୁ ଏହାକୁ ଅଲଗା କରୁଛି ?’
ଡ଼ାଇରେକ୍ଟର ଅନୀଲ କହିଥିଲେ ଯେ,’ ଆଇଫୋନ-୧୪ ର ୪ ଟି ଭେରାଇଟ ଲଞ୍ଚ ହୋଇଛି।ସେଗୁଡ଼ିକହେଉଛି ଆଇଫୋନ-୧୪, ଆଇଫୋନ-୧୪ ପ୍ଲସ, ଆଇଫୋନ-୧୪ ପ୍ରୋ ମ୍ୟାକ୍ସ ଏବଂ ଆଇଫୋନ-୧୪ ପ୍ରୋ।ତେବେ ଆଇଫୋନ-୧୪ ରେ ଏହାର ସାଇଜ ୬.୧ ଇଞ୍ଚ ସ୍କ୍ରିନ ରହିଛି, ପ୍ରୋସେସର ଟିକେ ବଢ଼ାଇଛି।

ଏଥିରେ ଏପରି ଏକ ସେନ୍ସର ରହିଛି ଯାହାଦ୍ୱାରା ଦୁର୍ଘଟଣା ହେଲେ ଆପେ ଆପେ ଏମରଜେନ୍ସି ନମ୍ବରକୁ କଲ ଲାଗି ଯିବ। ଆଇଫୋନ-୧୪ ପ୍ରୋ ମ୍ୟାକ୍ସରେ ୪୮ ମେଗା ପିସ୍କେଲ କ୍ୟାମେରା ରହିଛି।’ରିପୋର୍ଟର ପ୍ରଶ୍ନ କରିଥିଲେ ଯେ,’ ଆଇଫୋନ କିଣିବା ପାଇଁ ଲୋକଙ୍କ ଇଛା ରହିଥାଏ। କିନ୍ତୁ ଏହାର ଅଧିକ ପଇସା କାରଣରୁ ଏହାକୁ କିଣିବା ସାଧାରଣ ଲୋକଙ୍କ ପାଇଁ କଷ୍ଟକର।

ତେବେ ସେମାନେ କିପରି ଏହାକୁ ଅଳ୍ପ ପଇସାରେ କିମ୍ବା ଇନ୍ସଟଲମେଣ୍ଟରେ କିଣି ପାରିବେ ?’ ଅନୀଲ କହିଥିଲେ ଯେ,’ ବହୁତ ସହଜରେ ଏବଂ ସୁବିଧାରେ ଆମେ ଏହାକୁ ଦେଉଛୁ।ବୋଧହୁଏ ବନଶ୍ରୀ ମୋବାଇଲ ଭଳି ଅତି ସୁବିଧାରେ ଅନ୍ୟ କେହି ଦେଉ ନଥିବେ। ତେବେ ଓଡ଼ିଶାର ଯେ କୌଣସି ସ୍ଥାନର ଲୋକ ମଧ୍ୟ ହୁଅନ୍ତୁ ନା କାହିଁକି ସେ ନିଜର ପ୍ୟାନ କାର୍ଡ ଏବଂ ଆଧାର କାର୍ଡ ଆଣି ଆସିଲେ ଆମେ ତାଙ୍କୁ ଅତି ସୁବିଧାରେ ଆଇଫୋନ ଦେଇ ପାରିବୁ।

ଆମେ ୨୪ ମାସର ଇଏମଆଇ ଦ୍ୱାରା ଆପଣ ଅତି ସହଜ ଏବଂ ସୁବିଧାରେ ଏହାକୁ କିଣି ପାରିବେ।ଗୋଟିଏ ଫୋନର ଦାମ ୮୦,୦୦୦ ଟଙ୍କା ହେଲେ ମଧ୍ୟ ଆପଣ ଆଧାର କାର୍ଡ, ପ୍ୟାନ କାର୍ଡ ଆଣି ଆସିବେ ଏବଂ ୨୪ ମାସ ପର୍ଯ୍ୟନ୍ତ ବହୁତ କମ କମ ପଇସା ୩୦୦୦ ଟଙ୍କା ଦେଇ ଏହାକୁ ପୂରଣ କରି ପାରିବେ।

ପ୍ରଥମେ ଯେବେ ଫୋନ ନେବେ ଆପଣଙ୍କୁ ପଇସା ଦେବାକୁ ପଡିବ ନାହିଁ।ଆପଣଙ୍କର ଲୋକାଲ ଡକ୍ୟୁମେଣ୍ଟ ନଥିଲେ ମଧ୍ୟ ଏହାକୁ ଆପଣ ଆରାମରେ ନେଇ ପାରିବେ କୌଣସି ଅସୁବିଧା ରହିବ ନାହିଁ।ଜୟଦେବ ବିହାର ଛକରେ ଆମ ଦୋକାନ ରହିଛି। ଆପଣ ଏଠାରୁ ଅତି ସହଜରେ ଏହାକୁ ନେଇ ପାରିବେ। ଏହା ସହିତ ସିକ୍ୟୁରୀଟି ପାଇଁ ଏହାର ଆମେ ଇନ୍ସୁରାନ୍ସ କରୁଛୁ ଏବଂ ଆଇଫୋନକୁ ହ୍ୟାକ କରିବା ବହୁତ କଷ୍ଟ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave a Comment