ଭଣଜା ପ୍ରେମରେ ଉବୁଡୁବୁ ମାଇଁ !ମୁଁ ମୋ ଭଣଜା ଙ୍କୁ ବାହା ହେବି…ମାଇଁ ର ଗୋଟିଏ ଜିଦ୍….ଦେଖନ୍ତୁ video

ସୋସିଆଲ ମିଡିଆରେ ବେଳେ ବେଳେ ଏଭଳି କିଛି ଘଟଣା ସାମ୍ନା କୁ ଆସିଥାଏ ଯାହା ସନସ୍ତଙ୍କୁ ଆଶ୍ଚର୍ଯ୍ୟ କରେଇ ଦେଇଥାଏ । ଆଉ ଏଭଳି ଘଟଣା କିଛି ଘଟିଥାଏ ଆମ ସମାଜରେ ଯାହା ଅତ୍ୟନ୍ତ ନିନ୍ଦନୀୟ ଘଟଣା ବୋଲି ମାନିଥାଉ ଆମେ ମାନେ । ତେବେ ସେହି ଭଳି ଏକ ଘଟଣା ଘଟିଛି ଆମ ସମାଜରେ । ଆଉ ଯେଉଁଠି ପ୍ରେମ ସମ୍ପର୍କ ଗଢି ଉଠିଥିଲା ଭଣଜା ଆଉ ମାଇଁ ଙ୍କ ଭିତରେ । ଆଉ ଯେଉଁଥିପାଇଁ ନିଜର ସ୍ୱାମୀ ଙ୍କୁ ପଛରେ ପକାଇ ଭଣଜା ସହିତ ରହିବା ପାଇଁ ଇଚ୍ଛା ପ୍ରକାଶ କରିଛନ୍ତି ମହିଳା ଜନଙ୍କ, ଆଉ ସେହି ମହିଳାଙ୍କର ଗୋଟିଏ ଛୋଟ ପିଲା ଥାଉ ଥାଉ ଏମିତି ଘଟଣା ଘଟାଇ ଥିବାରୁ ଗାଁ ଲୋକ ସହିତ ପରିବାର ଲୋକେ ନ୍ୟାୟ ମାଗିଛନ୍ତି। ତାହେଲେ ସମ୍ପୂର୍ଣ୍ଣ ଘଟଣା ଉପରେ ଟିକିଏ ନଜର ପକାଇବା ।

ଦିନକୁ ଦିନ ସମ୍ପର୍କରେ ଲାଗୁଛି କଳଙ୍କ। ଦିନେ ଦିଓର ଭାଉଜ ସମ୍ପର୍କ ଦାଣ୍ଡରେ ପଡ଼ି ହାଟରେ ଗଡ଼ିଲା। ଆଉ ତାପରେ ଖୁଡ଼ି ପୁତୁରା ସମ୍ପର୍କ ଛାଇଗଲା ପୁରା ଓଡ଼ିଶାରେ। ଆଉ ଏବେ ଭଣଜା ପ୍ରେମରେ ଉବୁଟୁବୁ ହେଉଛି ମାଇଁ ।ପାଗେଳି ହୋଇ ଗଲାଣି ମାଇଁ ଭଣଜାକୁ ପ୍ରେମ କରି। ଘରେ ସ୍ୱାମୀ ନଥିବା ବେଳେ ଭଣଜା ସହ ମାଇଁ ରଖୁଥିଲେ ଶାରିରୀକ ସମ୍ପର୍କ। ଆଉ ମାଇଁ କହୁଛି ଭଣଜାକୁ ତୋ ବିନା ମୁଁ ବଞ୍ଚି ପାରିବି ନାହିଁ। ତେବେ ଏଭଳି ଘଟଣା ଦେଖିବାକୁ ମିଳିଛି କେନ୍ଦ୍ରାପଡ଼ା ଜିଲ୍ଲା ଅନ୍ତର୍ଗତ ପାଟକୁରା ଥାନା ଅନ୍ତର୍ଗତ ରାମଚନ୍ଦ୍ର ପୁର ଗାଁ ରେ।


ଏଥରେ କହିବାକୁ ଗଲେ ଖାଲି ମାଇଁ ର ଭୁଲ ନୁହେଁ, ଏଥିରେ ଭଣଜା ବି ମାଇଁ କୁ ଦେଖାଇଥିଲା ଅନେକ ସମ୍ପର୍କ। ସ୍ୱାମୀ ଘରେ ନଥିବା ବେଳେ ଭଣଜା ତାଙ୍କ ଘରକୁ ଆସି ମାଇଁ ସହିତ ରଖୁଥିଲା ଶାରିରୀକ ସମ୍ପର୍କ। ମାଇଁ କୁ ଭଣଜା ପ୍ରେମ ଏତେ ପାଗଳ କଲା ଯେ, ଶେଷରେ ନିଜେ ଜନ୍ମ କରିଥିବା ପିଲାକୁ ଛାଡ଼ି ଆସି ପଳେଇ ଆସିଥିଲା ରାଜସ୍ଥାନ ପ୍ରେମିକ ଭଣଜା ପାଖକୁ। ଆଉ ଯେଉଁଥିରେ ସେ ଭୁଲି ଯାଇଥିଲା ପୁରୁଣା ସଂସାର କୁ, ଆଉ ଗଢ଼ିଥିଲା ନୂଆ ପ୍ରେମ କାହାଣୀ। ଏଭଳି ଦୁଇ ବର୍ଷ ପ୍ରେମ କାହାଣୀ ପୁରିଗଲା ପରେ ମନ ବୁଝିଗଲା ଭଣଜା ର। ଆଉ ଏବେ ମାଇଁ ଫେରି ଆସି ବସିଛି ସ୍ୱାମୀର ଦାଣ୍ଡରେ।

 

ହଁ ଆଜ୍ଞା ଏହି କାହାଣୀ ଆଜିର ସମାଜ ପାଇଁ ନିଶ୍ଚିତ ଭାବରେ କଳଙ୍କିତ ଅଧ୍ୟାୟ। ତଥାପି ସ୍ଥାନୀୟ ଅଧିବାସୀ ଅଭିଯୋଗ ଆଣିଛନ୍ତି ସୁଜାତା ଯଦି ଗ୍ରାମ କୁ ଫେରନ୍ତି ତାହେଲେ ସମାଜ ପାଇଁ ଏକ ନିନ୍ଦନୀୟ ସନ୍ଦେଶ ଦେବ। ତେବେ ଦେଖିବାକୁ ଗଲେ ବର୍ତ୍ତମାନ ସମୟରେ ବିବାହିତା ପୁରୁଷ ଓ ମହିଳା ବିଷୟରେ ଏଭଳି ଖବର ପ୍ରତିଦିନ ସାମ୍ନାକୁ ଆସୁଛି।

Leave a Comment