ଭଲପାଇ ବାହା ହୋଇ ବର୍ବାଦ ହୋଇଗଲି ଆପଣ ମାନେ ସେମିତି କରନ୍ତୁ ନାହିଁ, ଏ ନେଇ କଣ କହୁଛନ୍ତି ଯାତ୍ରା ଅଭିନେତ୍ରୀ ପୂଜା ପଣ୍ଡା… ଦେଖନ୍ତୁ Video

ସିନେମା ଜଗତ ଭଳି ଯାତ୍ରା ଜଗତର ଅନେକ କଳାକାର ମାନେ ସେମାନଙ୍କ ଅଭିନୟ ର ଯାଦୁରେ ଲୋକଙ୍କୁ କିମିଆ କରି ରଖିଛନ୍ତି। ଅନେକ ସମୟରେ ସେମାନେ ତାଙ୍କର ଅଭିନୟ ସାଙ୍ଗକୁ ସୁନ୍ଦରତା ଏବଂ ଆକର୍ଷଣୀୟ ଲୁକ୍ସ ପାଇଁ ଦର୍ଶକଙ୍କୁ ଆକର୍ଷିତ କରିଥାନ୍ତି। ତେବେ ସେମାନଙ୍କ ବିଷୟରେ ଅନେକ ପ୍ରସଂଶକ ଜାଣିବାକୁ ଆଗ୍ରହ କରିଥାନ୍ତି ଏବଂ ସେମାନଙ୍କ ପ୍ରତି ଦର୍ଶକ ମାନଙ୍କର ଏକ ଭିନ୍ନ ଧରଣର ଭଲପାଇବା ବି ରହିଥାଏ। ଯାତ୍ରା ଜଗତର କଳାକାର ମାନଙ୍କ ପ୍ରତି ସମସ୍ତଙ୍କ ମନରେ ଏକ ଭିନ୍ନ ଆଗ୍ରହ ରହିଥାଏ।

ତେବେ ସେ ଯାହାବି ହେଉ ଅଭିନୟ ଜଗତର କଳାକାର ମାନେ ଅନେକ ସମୟରେ ସେମାନଙ୍କ ର କିଛି ଭିନ୍ନ ଅନ୍ଦାଜ, ଲାଇଫ ଷ୍ଟାଇଲ କୁ ଦେଖାଇ ସେମାନେ ତାଙ୍କର ଦର୍ଶକ ମାନଙ୍କ ର ନିକଟତର ହୋଇଥାନ୍ତି।ଏହାଛଡା ସୋସିଆଲ୍ ମିଡ଼ିଆ ମାଧ୍ଯମରେ ଦର୍ଶକ, ପ୍ରସଂଶକ ମାନଙ୍କ ସହିତ ସେମାନେ ତାଙ୍କର ଅନେକ ସୁନ୍ଦର୍ ମୁହୂର୍ତ୍ତ ସବୁକୁ ସେୟାର କରିଥାନ୍ତି।


ତେଣୁ ଅଭିନୟ ଜଗତର କଳାକାର ବା ସେଲିବ୍ରେଟି ମାନଙ୍କର ଜୀବନଶୈଳୀ ସାଧାରଣତଃ ଟିକେ ଭିନ୍ନ ଏବଂ ଆକର୍ଷିତ କଲା ଭଳି ହୋଇଥାଏ। ଲୋକେ ସେମାନଂକୁ ବହୁତ୍ ଭଲ ପାଆନ୍ତି ଏବଂ ସେମାନଂକୁ ଅନୁସରଣ ବି କରନ୍ତି। ସେହିପରି ଯାତ୍ରା ଦୁନିଆର କିଛି ଏମିତି କଳାକାର ଅଛନ୍ତି ଯେଉଁମାନେ ଲୋକ ମାନଙ୍କ ଭିତରେ ସେମାନଙ୍କର ମନରେ ଏକ ସ୍ବତନ୍ତ୍ର ସ୍ଥାନ ଅଧିକାର କରି ପାରିଛନ୍ତି ଏବଂ ବେଶ୍ ଲୋକପ୍ରିୟ ମଧ୍ଯ ହୋଇ ପାରିଛନ୍ତି। ସେମାନଙ୍କ ମଧ୍ୟରୁ ଯାତ୍ରା ଅଭିନେତ୍ରୀ ପୂଜା ପଣ୍ଡା ଅନ୍ୟତମ। ସେ ଅନେକ ଯାତ୍ରାରେ ତାଙ୍କର ଚମତ୍କାର ଅଭିନୟ ପାଇଁ ବେଶ୍ ପରିଚିତ।


ପ୍ରଥମେ ସେ ଜଣେ ଡ୍ୟାନ୍ସର ଭାବରେ ପରେ ଆଙ୍କର ଭାବରେ ଯାତ୍ରାରେ କାମ କରୁଥିଲେ। ଆଉ ପରେ ସେ ଦର୍ଶକ ଏବଂ ପ୍ରସଂଶକ ମାନଙ୍କ ଉପରେ ତାଙ୍କର ଅଭିନୟର ଏକ ସ୍ବତନ୍ତ୍ର ଛାପ ଛାଡ଼ିବାରେ ଲାଗିଛନ୍ତି। ଅନେକ କାହାଣୀ ରେ ସୁନ୍ଦର୍ ଚରିତ୍ରରେ ମଧ୍ୟ ଆପଣ ତାଙ୍କୁ ଦେଖିବାକୁ ପାଇଥିବେ।ତେବେ ତାଙ୍କର ଅଭିନୟ ଯେମିତି ବାସ୍ତବ ସେମିତି ଜୀବନ୍ତ ଓ ଆକର୍ଷଣୀୟ ଅଟେ। ଏବେ ତାଙ୍କ ସହ ସାକ୍ଷାତକାର ର ଏକ ଭିଡିଓ ସାମ୍ନାକୁ ଆସିଛି ଯେଉଁଠି ସେ ତାଙ୍କ ବିଷୟରେ ଏବଂ ଯାତ୍ରା ଜଗତରେ ତାଙ୍କର ଯାତ୍ରାକୁ ନେଇ କିଛି କଥା କହିଛନ୍ତି।


କୋରନା ସମୟରେ ଯାତ୍ରା ଜଗତର ସ୍ଥିତି ଏବଂ କଳାକାର ଙ୍କ ଅବସ୍ଥା କିପରି ଥିଲା ସେ ବିଷୟରେ ପୂଜା ପଣ୍ଡା କହିଛନ୍ତି। ତାଙ୍କ ବ୍ୟକ୍ତିଗତ ଜୀବନ, ବୈବାହିକ ଜୀବନ ବିଷୟରେ ସେ କହିଛନ୍ତି। ଭଲ ପାଇ କିପରି ସେ ହଇରାଣ ହେଇଛନ୍ତି ବର୍ବାଦ ହେଇଛନ୍ତି ସେ ବିଷୟରେ କହିଛନ୍ତି। ସମସ୍ତଙ୍କୁ ଏଥିପ୍ରତି ସଚେତନ ରହିବାକୁ ସେ କହିଛନ୍ତି। ଏବେ ତାଙ୍କର ସ୍ଵାମୀଙ୍କ ସହ ତାଙ୍କର ଛାଡ଼ପତ୍ର ହୋଇ ଯାଇଛି ଏବଂ ତାଙ୍କର ଏକ ଝିଅଟେ ଅଛି ଯାହାକୁ ନେଇ ସେ ବହୁତ୍ ଖୁସିରେ ଅଛନ୍ତି ବୋଲି କହିଛନ୍ତି। ଶେଷରେ ସେ ଏକ ଯାତ୍ରା ଆଙ୍କରିଂ ର ଡ଼ାଏଲଗ ଶୁଣାଇଛନ୍ତି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave a Comment