ତେବେ ବନ୍ଧୁଗଣ ସେସିଆଲ ମିଡ଼ିଆରେ ଅନେକ ପ୍ରକାରର ଭିଡ଼ିଓ ମାନ ଭାଇରାଲ ହେଉଥିବାର ଆପଣ ମାନେ ଦେଖୁଥିବେ ଆଉ ଜାଣୁଥିବେ ମଧ୍ୟ | କିନ୍ତୁ ସୋସିଆଲ ମିଡ଼ିଆରେ ବେଳେ ବେଳେ ଏମିତି କିଛି ଭିଡ଼ିଓ ଭାଇରାଲ ହେଇଥାଏ ଯାହା କୁ ଦେଖିଲେ ଆପଣଙ୍କୁ ବହୁତ ଖୁସି ଲାଗିଥାଏ , ଆଉ ହସ ବି ଲାଗିଥାଏ | ତେବେ ସେହି ଭଳି ଏକ ଭିଡ଼ିଓ ରେକଡ଼ିଂ ଭାଇରାଲ ହେବାରେ ଲାଗିଛି, ଆଉ ଯେଉଁଠି ଯୁବକ ଜଣଙ୍କ କହିବାକୁ ଲାଗିଛନ୍ତି ହିନ୍ଦୀ ଆଉ ଓଡ଼ିଆ କୁ ମିଶେଇକି ଭାଷା | ଆଉ ଯାହାକୁ ଆପଣ ମାନେ ମଧ୍ୟ ଶୁଣିଲେ ବିଶ୍ୱାସ କରି ପାରିବେ ନାହିଁ | ତାହେଲେ ଆସନ୍ତୁ ଦର୍ଶକ ବନ୍ଧୁ ଭାଇରାଲ ହେଉଥିବା ସେହି ଅଡିଓ ଟି ଉପରେ ଟିକିଏ ନଜର ପକାଇବା |
ତେବେ ଯାହା ଭାଇରାଲ ହେଉଥିବା ରେକଡ଼ିଂ ରୁ ଜଣା ପଡୁଛି କି ଯୁବକ ଜଣଙ୍କ ହେଉଛନ୍ତି ଓଡ଼ିଆ |ଯିଏକି ଓଡ଼ିଆ ଭାଷା ଜାଣିଛି କିନ୍ତୁ ହିନ୍ଦୀ ବୁଝିପାରୁଛି କିନ୍ତୁ କହିପାରୁନି | ଆଉ ହିନ୍ଦୀ ଆଉ ଓଡ଼ିଆ କୁ ମିଶେଇକି ଏମିତି ଭାବରେ କଥା ଟି ପରିପ୍ରକାଶ କରୁଛି ଯାହା କୁ ଶୁଣିଲେ ଆପଣ ମାନେ ମଧ୍ୟ ନ ହସିକି ରହି ପାରିବେନି | ଆଉ ଆପଣ ଙ୍କର ଜୀବନ କାଳ ମଧ୍ୟରେ କାନ ଉଠିଲା ଦିନ ପାଖରୁ ଏଭଳି କଥା କେବେବି ଶୁଣି ନ ଥିବେ |
ତେବେ ଭାଇରାଲ ହେଉଥିବା ଭିଡ଼ିଓ ରେ ଦେଖା ଯାଉଛି କି କାଷ୍ଟମାର ଭାବରେ କହୁଥିବା ଝିଅ ଜଣଙ୍କ ଯୁବକ ଜଣଙ୍କୁ ପ୍ରଶ୍ନ ପଚାରୁଛନ୍ତି ତାହା ପୁଣି ହିନ୍ଦୀ ରେ | ଆଉ ଯାହାର ଉତ୍ତର ଦେବାକୁ ଯାଇକି ଯୁବକ ଜଣଙ୍କ ଚେଷ୍ଟା କରୁଛନ୍ତି ଝିଅଟି ସହିତ ହିନ୍ଦୀ ରେ କଥା ହେବା ପାଇଁ | କିନ୍ତୁ ତାଙ୍କର ଚେଷ୍ଟା ବିଫଳ ହେଉଛି | ଆଉ ଓଡ଼ିଆ ଭିତରେ ହିନ୍ଦୀ କଥା ପ୍ରକାଶ ହେଇଯାଉଛି | ଆଉ ଯାହାକୁ ଆପଣ ମାନେ ଶୁଣିଲେ ଆପଣ ଙ୍କୁ ମଧ୍ୟ ହସ ଲାଗିବ | ଆଉ କଥା ଟି ବେଶ ମଜାଳିଆ ମଧ୍ୟ ହୋଇଛି |
ତେବେ କଥା ହେଉଥିବା ଝିଅ ଜଣଙ୍କ ମଧ୍ୟ ଯୁବକ ଜଣଙ୍କର କଥା ଶୁଣିକି ହସିବାକୁ ଲାଗିଛନ୍ତି | ଆଉ ସେ ଯୁବକ ଟି ମଧ୍ୟ ନିଜେ କହୁଛି କି ଧେତ ଓଡ଼ିଆ ବାହାରି ପଡୁଛି ବୋଲି | ତେବେ ଏହି ସବୁ କହୁଥିବା ବେଳେ ଝିଅ ଟି ସବୁ କିଛି କୁ ରେକଡ଼ିଂ କରିକି ରଖିଥିଲା | ଆଉ ପରେ ସେ ସବୁ କୁ ସୋସିଆଲ ମିଡ଼ିଆରେ ମଧ୍ୟ ଭାଇରାଲ କରାଉଛି | ଆଉ ଏହି ରେକଡ଼ିଂ ଅଡ଼ିଓ କୁ ଯିଏ ବି ଶୁଣୁଛି ଯୁବକ ଜଣଙ୍କର ଅଧା ମିଶା ହିନ୍ଦୀ ଆଉ ଓଡ଼ିଆ ର କଥା କୁ ଶୁଣିକି ନ ହସିକି ରହି ପାରୁନି | ବର୍ତ୍ତମାନ ଏହି ଅଡିଓ ଟି ସୋସିଆଲ ମିଡ଼ିଆରେ ବେଶ ଭାଇରାଲ ମଧ୍ୟ ହେବାକୁ ଲାଗୁଛି, ଆଉ ଯାହାକୁ ଶୁଣିଲା ପରେ ଲୋକ ମାନଙ୍କର ଭିନ୍ନ ଭିନ୍ନ କମେଣ୍ଟ ମଧ୍ୟ ଶୁଣିବାକୁ ମିଳୁଛି |
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।