ଭାଉଜ ପ୍ରେମ ମିଠା ନୁହେଁ ଭାରି ଭୟଙ୍କର। ଭାଉଜର ଭୋକିଲା ଆଖି କାଟି ନେଲେ ଯୁବକଙ୍କ ଯୌନାଙ୍ଗ। ଘରକୁ ଡାକି କରିଦେଲେ କରିଦେଲେ ଖେଳ। ତେବେ ସାବଧାନ ଟୋକାମାନେ, ଟିକିଏ ସାବଧାନ ହୋଇ କାରବାର କରନ୍ତୁ। ଦିନରାତି ଭାଉଜ ପ୍ରେମ ବୋଲି ଝୁରି ହେଉଥିବା ଟୋକା ମାନଙ୍କ ଆସିଛି ଏକ ବଡ଼ ଖରାପ ଖବର। ଭାଉଜ ପ୍ରେମ ସବୁବେଳେ ଯେ ମିଠା ତାର ଆଉ କିଛି ଗ୍ୟାରେଣ୍ଟି ଦେଇ ହବନି ଆଜ୍ଞା।
ବିବାହିତ ମହିଳା ଙ୍କ ଉପରେ ନଜର ପକାଇଲେ ବା ପ୍ରେମ କରୁଥିଲେ ଏବେ ସତର୍କ ହୋଇ ଯାଆନ୍ତୁ। ବିବାହିତ ମହିଳାଙ୍କୁ ପ୍ରେମ କରିବା ଆପଣଙ୍କ ପାଇଁ ପଡ଼ିପାରେ ମହଙ୍ଗା। କେତେବେଳେ ବି ଆପଣଙ୍କ ବିବାହିତା ପ୍ରେମିକା ଜଣକ କିମ୍ବା ଭାଉଜ ଆପଣଙ୍କ ସହ କିଛି ବି କରି ପାରନ୍ତି।
ଯିଏ ନିଜ ସ୍ୱାମୀ ଆଖିରେ ଆଙ୍ଗୁଠି ଗୁଞ୍ଜି ପ୍ରେମ କରୁଛି ସେମିତିକା ନାରୀ ଆପଣଙ୍କ ସହ କିଛି ବି କରି ପାରନ୍ତି। ତେଣୁ ଭାଉଜ ପ୍ରେମରେ ଦେଖି ଚାହିଁ ପାଦ ପକାନ୍ତୁ। କାହିଁକିନା ଏବେ ଏମିତି ଏକ ଘଟଣା ସାମ୍ନାକୁ ଆସିଛି। ଯାହା ଶୁଣିଲେ ଆପଣ ଥରି ଉଠିବେ।
ଜଣେ ମହିଳା ଜଣେ ଯୁବକଙ୍କୁ ନିଜ ଘରକୁ ଡାକି ମଦ ପିଇଲେ। ଆଉ ତାପରେ ଯାହା କଲେ ପୁଅଟିଏ ସବୁଦିନ ପାଇଁ ବାପା ହେବାର କ୍ଷମତା ହରାଇ ବସିଲେ। ଏ ଖବର ଶୁଣିଲେ ଆପଣ ବି ବିବାହିତ ମହିଳାଙ୍କୁ ପ୍ରେମ କରିବାକୁ ଭୟ କରିବେ। ଏମାନେ କେତେବେଳେ ଯେ ଆପଣଙ୍କ ସହ କଣ କରି ବସିବେ ତାହାର ମଧ୍ୟ କୌଣସି ଠିକ୍ ଠିକଣା ନାହିଁ।
କାରଣ କଥାରେ କୁହାଯାଇଛି ଆଜ୍ଞା ବଢ଼ିଲା ଭାରିଜା ଉଛୁଳା ନଈ।ଏମାନଙ୍କୁ କେବେ ବିଶ୍ୱାସ ନାହିଁ। ଯେଉଁ ମହିଳା ନିଜ ସ୍ୱାମୀ ଠାରୁ ମିଳୁଥିବା ସୁଖରେ ସନ୍ତୁଷ୍ଟ ନହୋଇ ଆପଣଙ୍କ ସହ ସମ୍ପର୍କ ରଖି ପାରୁଛନ୍ତି ସେମିତି ମହିଳାଙ୍କୁ କଣ ବା ବିଶ୍ୱାସ। ଏମାନଙ୍କ ମନରେ କଣ ଥାଏ ତାହା ସ୍ୱୟଂ ଭଗବାନ ବି କହି ପାରିବେ ନାହିଁ।
ସେଥିପାଇଁ ତ କୁହାଯାଏ ନାରୀ ମାୟା ନାରାୟଣଙ୍କୁ ବି ଅବଚର। ନିଜ ଖୁସି ଉପରେ ଆଞ୍ଚ ଆସିଲେ ବା କିଛି ହେଇଗଲେ ଏମାନେ କେତେ ଯେ ହିଂସ୍ର ହୋଇ ପାରନ୍ତି ତାହା ଶୁଣିଲେ ଆପଣ ଥରି ଉଠିବେ। ଜଣେ ୨୪ ବର୍ଷୀୟା ଯୁବକଙ୍କୁ ମହିଳା ଜଣକ ନିଜ ଘରକୁ ଡାକି ପ୍ରଚୁର ମଦ ପିଆଇଲେ। ମଦ ନିଶାରେ ଯୁବକ ଜଣକ ବେହୋସ୍ ହୋଇ ଯାଇଥିଲେ।
ଅତ୍ୟଧିକ ମଦ ପିଇବା ଫଳରେ ଯୁବକ ଜଣକୁ ଅଧିକ ନିଶା ଚଢ଼ି ଯାଇଥିଲା। କିନ୍ତୁ ମହିଳାଙ୍କ ମନରେ କଣ ଚାଲିଥିଲା ଜଣାନାହିଁ। ନିଶାରେ ଯେତେବେଳେ ଯୁବକ ଜଣକ ଶୋଇ ପଡ଼ିଲେ ସେତେବେଳେ ମହିଳା ଜଣକ ଏକ ଧାରୁଆ ବ୍ଲେଡ଼୍ ଆଣି ଯୁବକଙ୍କ ଯୌନାଙ୍ଗକୁ କାଟି ପକାଇଲେ। କିଛି ବୁଝିବା ଆଗରୁ ଯୁବକ ଜଣକ ରକ୍ତାକ୍ତ ହୋଇ ସାରିଥିଲା। ସେହି ରକ୍ତାକ୍ତ ଅବସ୍ଥାରେ ନିଜକୁ ଆୟତ୍ତ କରି ସେ ଘରୁ ପଳାଇ ଆସିଲେ। ବାହାରକୁ ଆସି ଚିତ୍କାର କରି ପାଖ ଲୋକଙ୍କୁ ଡାକିଥିଲେ। ସ୍ଥାନୀୟ ଲୋକେ ଆସି ତାଙ୍କୁ ଉଦ୍ଧାର କରି ଚନ୍ଦ୍ରପୁର ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଇଥିଲେ।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।