ଆପଣ ମାନେ ତ ସମସ୍ତେ ଜାଣିଥିବେ ସ୍ୱାସ୍ଥ୍ୟ ହିଁ ମନୁଷ୍ୟ ର ଏକ ଗୁରୁତ୍ୱ ପୂର୍ଣ୍ଣ ସମ୍ପତି ଅଟେ | ଆଉ ସେହି ସ୍ୱାସ୍ଥ୍ୟ କୁ ଠିକ ରଖିବା ପାଇଁ ହେଲେ ଆମକୁ ଅନେକ ପ୍ରକାରର ଉପାୟ ଗୁଡିକୁ ଆପଣାଇବା ପାଇଁ ପଡିଥାଏ | ତେବେ ମୋଟା ପଣ ସହିତ ଅନେକ ପ୍ରକାରର ସମସ୍ୟା କୁ ଦୂର କରିବା ପାଇଁ ବିଭିନ୍ନ ପ୍ରକାରର ଉପାୟ ଗୁଡିକ ରହିଛି |
ଆଉ ସେଥିରୁ ମୁକ୍ତି ପାଇବା ପାଇଁ ଆମେ ଅନେକ ସମୟରେ ଡାକ୍ତର ଙ୍କର ପରାମର୍ଶ ନେଇଥାଉ | ତେବେ ବିଭିନ୍ନ ପ୍ରକାରର ସମସ୍ୟା ରୁ ମୁକ୍ତି ପାଇବା ପାଇଁ ଆସନ୍ତୁ କେତେକ ସହଜ ଘରେଇ ଉପଚାର ବିଷୟରେ ନଜର ପକାଇବା | ଯାହା ଦ୍ୱାରା ଆମେ ସେହି ସମସ୍ତ ସମସ୍ୟା ରୁ ସବୁଦିନ ପାଇଁକି ମୁକ୍ତି ପାଇପାରିବା |
ତେବେ ସେହି ଭଳି ଗୋଟିଏ ବିଭିନ୍ନ ପ୍ରକାରର ଔଷଧୀୟ ଗୁଣରେ ପରିପୂର୍ଣ୍ଣ ଔଷଧ ଟି ହେଉଛି ବରକୁଳି ପତ୍ର ତେବେ ବରକୁଳି ପତ୍ର ରେ ଏଭଳି କିଛି ଔଷଧୀୟ ଗୁଣ ରହିଛି ଯାହାକୁ ଆମେ ବ୍ୟବହାର କରିକି ବିଭିନ୍ନ ପ୍ରକାରର ସମସ୍ୟା ରୁ ମୁକ୍ତି ପାଇଁ ପାରିବା ଓ ଜୀବନକୁ ସୁନ୍ଦର ବନେଇ ପରିବା | ତେବେ ସେଥିପାଇଁ ଆପଣ ମାନଙ୍କୁ କେବଳ କେତୋଟି ବରକୋଳି ପତ୍ର କୁ ଆଣିକି ତାହାକୁ ଭଲ ଭାବରେ ଧୋଇକି ଛେଞ୍ଚି ଦେବେ ଆଉ ତାହାର ରସ କୁ ଗଢିକି ବ୍ୟବହାର କରିଲେ ଆମେ ବିଭିନ୍ନ ପ୍ରକାରର ସମସ୍ୟା ରୁ ମୁକ୍ତି ପାଇପାରିବା ଆସନ୍ତୁ ଜାଣିବା |
ବରକୁଳି ପତ୍ର କୁ କେଉଁ କେଉଁ ରୋଗ ର ଉପସମ ପାଇଁ ବ୍ୟବହାର କରିବା ଆସନ୍ତୁ ଜାଣିବା :-
ତେବେ ବରକୋଳି ପତ୍ରର ରସ କୁ ଆମେ ମାନେ ଆମ ଶରୀରରେ କୌଣସି ସ୍ଥାନରେ ଯଦି ଘା ହୋଇଥିବ ତାହେଲେ ସେଥିପାଇଁ ଆମେ ମାନେ ବ୍ୟବହାର କରିପାରିବା | ଏହା ବ୍ୟତୀତ ଆମର ଆଖିରେ ଅନେକ ସମୟରେ ଆଲୁଅ ବାହାରି ଥାଏ, ତେଣୁ ସେହିଭଳି ସମସ୍ୟା ରୁ ମୁକ୍ତି ପାଇବା ପାଇଁ ମଧ୍ୟ ଆମେ ବରକୋଳି ପତ୍ର କୁ ବ୍ୟବହାର କରିପାରିବା | ତେବେ ଏହା ବ୍ୟତୀତ ଏନେକ ସମୟରେ ବୃଦ୍ଧ ମାନଙ୍କର ଗୋଡ଼ ହାତ ଝିମ ଝିମ ହୋଇଯାଇଥାଏ ବହୁତ ସମୟ ବସି ରହିଲେ | ତେବେ ସେହିଭଳି ସମସ୍ୟା ରୁ ମୁକ୍ତି ପାଇବା ପାଇଁକି ମଧ୍ୟ ଆମେ ବରକୋଳି ପତ୍ର ର ରସ କୁ ବ୍ୟବହାର କରିଥାଉ |
ଏହା ବ୍ୟତୀତ ଆପଣଙ୍କର ବାୟମୂଳି ଭଳି ଯଦି ସମସ୍ୟା ଥାଏ ସେଥିରୁ ମଧ୍ୟ ମୁକ୍ତି ପାଇପାରିବା, ତାହା ବ୍ୟତୀତ ଆପଣଙ୍କର ମୂତ୍ର ପରେ ଯଦି ଜଳା ପୁଡା ହେଉଥିବ ତାହେଲେ ସେଥିରୁ ମଧ୍ୟ ମୁକ୍ତି ପାଇପାରିବା |ତେବେ ଆପଣ ମାନେ ଏହି ପତ୍ର କୁ ଫୁଟାଇ ଜଳରେ ବ୍ୟବହାର କରିଲେ ଗୋଲ ମାରିଚ ମିଶାଇ, ତେବେ ଦାନ୍ତ ଓ ଗଳା ଜନିତ ସମସ୍ୟା ରୁ ମଧ୍ୟ ଅନେକ ସମୟରେ ମୁକ୍ତି ପାଇପାରିବା |ଆପଣ ଙ୍କର ଶରୀରରେ ମୋଟପଣ କୁ କମାଇବା ପାଇଁ ଆପଣ ବରକୋଳି ପତ୍ର ନେଇକି ଛେଞ୍ଚି କି ତାହାକୁ ପାଣିରେ ରାତିସାରା ପକାଇ ସକାଳେ ପତ୍ର ର ରସ କୁ ପିଇଲେ ଆମେ ସମସ୍ତ ପ୍ରକାରର ରୋଗ ରୁ ମୁକ୍ତି ପାଇପାରିବା |