ଆଜି ଆମେ ଏକ ବିଶେଷ କଥା ଉପରେ ଆଲୋଚନା କରିବା। ଯାହା ମାଳିକା ର ବିଚାର ଅଟେ। ଯେଉଁ ବିଷୟରେ ପୂର୍ବରୁ ମାଳିକା ରେ ବର୍ଣ୍ଣିତ ରହିଛି। ପୁଣି ଆଜି ସେହି ମାଳିକା ଶାସ୍ତ୍ର ବିଷୟରେ ଆଲୋଚନା କରିବା।ମାଳିକା ରେ ଅନେକ ଏମିତି ବିଶେଷ ପ୍ରସଙ୍ଗ ଗୁଡିକ ରହିଛି ଏବଂ ବର୍ଣ୍ଣିତ ରହିଛି ଯାହା ସଂସ୍ପର୍ଶରେ ଆମେ ଏବେ ଆସୁଛୁ। ମାଳିକା ରେ ଆଗତ ଭବିଷ୍ୟତ ଏବଂ ମାଳିକା ର ସେହି ଠାର ଗାର ଏବଂ ବର୍ଣ୍ଣନା କୁ ଆମେ ପୁଣି ଆପଣଙ୍କ ସମ୍ମୁଖରେ ରଖିବାକୁ ଯାଉଛୁ ଯାହାକୁ ମାଳିକା ଗବେଷକ ଏବଂ ବିଚାରକ ମାନେ ସମସ୍ତଙ୍କ ସାମ୍ନାକୁ ଆଣିବାର ପ୍ରୟାସ ଜାରି ରଖିଛି।
ମହାପୁରୁଷ କିପରି ଠାର ଗାର ରେ ପ୍ରକାଶ କରିଛନ୍ତି ଆଗତ ଭବିଷ୍ୟତ ଏବଂ ଆମକୁ ସତର୍କ କରାଇଛନ୍ତି ସେ ବିଷୟରେ ମଧ୍ୟ ଆମେ ଜାଣିବା ଅବଗତ ହେବା। ତେବେ ଯୁଗ ଜନ୍ମା, ଦିବ୍ୟ ଚେତନା ର ଅଧିକାରୀ ଅନେକ ମହାପୁରୁଷ ମାନଙ୍କର ଅନେକ ବର୍ଷ ତଳର ଦିବ୍ୟ କଥା କୁ ଦିବ୍ୟ ରଚନା କୁ ଏବେ ଆମେ ଜାଣିବାକୁ ପାଉଛୁ ମାଳିକା ବିଶାରଦ ମାନଙ୍କ ବର୍ଣ୍ଣନା ଯୋଗୁଁ। ଯାହାର ବର୍ଣ୍ଣନା ଦୀର୍ଘବର୍ଷ ପୂର୍ବେ ହୋଇଛି।ଯାହା ବର୍ତ୍ତମାନ ଏବଂ ଆଗାମୀ ଭବିଷ୍ୟତ ମାନଙ୍କରେ ସତ ଘଟିବା ପାଇଁ ଯାଉଛି ଏବଂ ଘଟୁଛି ମଧ୍ୟ। ସେହିପରି ଏକ ବିଶେଷ, ମହତ୍ କଥା ବିଷୟରେ ଆମେ ଆଜି ଆଲୋଚନା କରିବା।
ମାଳିକା ରେ ଆଗତ ଭବିଷ୍ୟତ ଏବଂ ମାଳିକା ର ସେହି ଠାର ଗାର ଏବଂ ବର୍ଣ୍ଣନା କୁ ଆମେ ପୁଣି ଆପଣଙ୍କ ସମ୍ମୁଖରେ ରଖିବାକୁ ଯାଉଛୁ ଯାହାକୁ ସତ୍ୟ ଭଞ୍ଜ ୟୁ ଟ୍ୟୁବ୍ ଚ୍ୟାନେଲ ସମସ୍ତଙ୍କ ସାମ୍ନାକୁ ଆଣିବାର ପ୍ରୟାସ ଜାରି ରଖିଛି। ସେହି କ୍ରମରେ ଆଜି ପୁଣି ସତ୍ୟ ଭଞ୍ଜ ୟୁ ଟ୍ୟୁବ୍ ଚ୍ୟାନେଲ ଯାଇ ପହଞ୍ଚିଛି ଦଳେଇଘାଇ ନିକଟରେ ମାଳିକା ଭକ୍ତ, ମାଳିକା ରିସର୍ଚ୍ଚର ତଥା ଜ୍ଯୋତିର୍ବିଦ ବାଦଲନନାଙ୍କ ପାଖରେ। ତେବେ କଣ କହୁଛନ୍ତି ଦଳେଇଘାଇ ବିଷୟ ରେ ବାବା ଚାଲନ୍ତୁ ଜାଣିବା।
ତେବେ ବାବାଙ୍କ କହିବା କଥା ମାଳିକାରେ ମହାପୁରୁଷମାନେ ଛଅଶହ ବର୍ଷ ପୂର୍ବରୁ କଲମ କରି ଯାଇଛନ୍ତି ଯେ କେନ୍ଦ୍ରାପଡ଼ାର ଶାଗୁଣାଘାଇ ଭାଙ୍ଗିବ ବୁଡିବ କେନ୍ଦ୍ରାପଡ଼ା ଏବଂ ଦଳେଇଘାଇ ଭାଙ୍ଗିବ ବୁଡିବ ଜଗତସିଂହପୁର । ତେବେ 1955,1982 ମସିହାରେ ଭାଙ୍ଗି ସାରିଛି ଦଳେଇଘାଇ, ଏହାପୂର୍ବରୁ ମଧ୍ଯ ବ୍ରିଟିଶ ଶାସନ ସମୟରେ ଭାଙ୍ଗିଥିବା ମାଳିକାରେ ପ୍ରମାଣ ରହିଛି କିନ୍ତୁ ବର୍ତ୍ତମାନ ପୁଣି ଦଳେଇଘାଇ ଭାଙ୍ଗିବା କଥା ବାବା କହିଛନ୍ତି। ଆଉ ଦଳେଇଘାଇ ଭାଙ୍ଗିଲେ ପୁରୀର ବାଇଶି ପାହାଚେ ମୀନ ଖେଳିବ । ତେବେ ବୈଶାଖ ମାସ ଶୁକ୍ଲ ପକ୍ଷ ଦଶମୀଗତ ଏକାଦଶୀ ତିଥି ଦିବା ତେର ଦଣ୍ଡବାଉଲୀତା ଗୁରୁବାର ଦିନ ଦଳେଇଘାଇ ଭାଙ୍ଗିବ। ଆଉ ସେହି ଦିନ ସୁଦଶାବ୍ରତ ମଧ୍ଯ ହୋଇଥିବ ଏବଂ ଦିନ 12 ଟା ଭିତରେ ଭାଙ୍ଗିବ ।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।