ଆଜି ଆମେ ଏକ ବିଶେଷ କଥା ଉପରେ ଆଲୋଚନା କରିବା। ଯାହା ମାଳିକା ର ବିଚାର ଅଟେ। ଯେଉଁ ବିଷୟରେ ପୂର୍ବରୁ ମାଳିକା ରେ ବର୍ଣ୍ଣିତ ରହିଛି। ପୁଣି ଆଜି ସେହି ମାଳିକା ଶାସ୍ତ୍ର ବିଷୟରେ ଆଲୋଚନା କରିବା।ମାଳିକା ରେ ଅନେକ ଏମିତି ବିଶେଷ ପ୍ରସଙ୍ଗ ଗୁଡିକ ରହିଛି ଏବଂ ବର୍ଣ୍ଣିତ ରହିଛି ଯାହା ସଂସ୍ପର୍ଶରେ ଆମେ ଏବେ ଆସୁଛୁ। ମାଳିକା ରେ ଆଗତ ଭବିଷ୍ୟତ ଏବଂ ମାଳିକା ର ସେହି ଠାର ଗାର ଏବଂ ବର୍ଣ୍ଣନା କୁ ଆମେ ପୁଣି ଆପଣଙ୍କ ସମ୍ମୁଖରେ ରଖିବାକୁ ଯାଉଛୁ ଯାହାକୁ ମାଳିକା ଗବେଷକ ଏବଂ ବିଚାରକ ମାନେ ସମସ୍ତଙ୍କ ସାମ୍ନାକୁ ଆଣିବାର ପ୍ରୟାସ ଜାରି ରଖିଛି।
ମହାପୁରୁଷ କିପରି ଠାର ଗାର ରେ ପ୍ରକାଶ କରିଛନ୍ତି ଆଗତ ଭବିଷ୍ୟତ ଏବଂ ଆମକୁ ସତର୍କ କରାଇଛନ୍ତି ସେ ବିଷୟରେ ମଧ୍ୟ ଆମେ ଜାଣିବା ଅବଗତ ହେବା। ତେବେ ଯୁଗ ଜନ୍ମା, ଦିବ୍ୟ ଚେତନା ର ଅଧିକାରୀ ଅନେକ ମହାପୁରୁଷ ମାନଙ୍କର ଅନେକ ବର୍ଷ ତଳର ଦିବ୍ୟ କଥା କୁ ଦିବ୍ୟ ରଚନା କୁ ଏବେ ଆମେ ଜାଣିବାକୁ ପାଉଛୁ ମାଳିକା ବିଶାରଦ ମାନଙ୍କ ବର୍ଣ୍ଣନା ଯୋଗୁଁ। ଯାହାର ବର୍ଣ୍ଣନା ଦୀର୍ଘବର୍ଷ ପୂର୍ବେ ହୋଇଛି।ଯାହା ବର୍ତ୍ତମାନ ଏବଂ ଆଗାମୀ ଭବିଷ୍ୟତ ମାନଙ୍କରେ ସତ ଘଟିବା ପାଇଁ ଯାଉଛି ଏବଂ ଘଟୁଛି ମଧ୍ୟ। ସେହିପରି ଏକ ବିଶେଷ, ମହତ୍ କଥା ବିଷୟରେ ଆମେ ଆଜି ଆଲୋଚନା କରିବା।
ଏଠାରେ ଜଣେ ମାଳିକା ବିଶେଷଜ୍ଞ, ବିଚାରକ ଯାହାଙ୍କ ନାମ ହେଉଛି ଶାରଦା ପ୍ରସାଦ ଏକ ବିଶେଷ କଥା ଉପରେ ବର୍ଣ୍ଣନା କରିଛନ୍ତି। ଯେଉଁ ବିଷୟରେ ମାଳିକା ରେ ପୂର୍ବରୁ ବର୍ଣ୍ଣିତ ରହିଛି।ସେ କହିଛନ୍ତି ଏମିତି ସମୟ ଆସିବ ସମସ୍ତଙ୍କ ଘରେ 4 ଟି ରୋଗ ହେବ।ଏହି ରୋଗ ଗୁଡିକ ହେଉଛି, ରକ୍ତଚାପ, ଦ୍ବିତୀୟ ରୋଗ ଯାହା ଘରେ ଘରେ ହେବ, ତାହା ହେଉଛି ଡାଇବେଟିସ ବା ମଧୁମେହ ରୋଗ। ଏବେ ଛୋଟ ପିଲାଙ୍କୁ ବି ଏହି ରୋଗ ହେଉଥିବା ଆପଣ ଦେଖିବାକୁ ପାଉଥିବେ। ତୃତୀୟଟି ହେଉଛି ହୃଦଘାତବା ହାର୍ଟଆଟାକ ଜନିତ ରୋଗ,ଅନ୍ଯଟି ଗ୍ୟାସ୍ ସମସ୍ୟା।
ତେଣୁ ମହାପୁରୁଷ କହି ଯାଇଛନ୍ତି ଏହି 4ଟି ରୋଗ ଘରେ ଘରେ ହେବ ଏବଂ ମଣିଷ କେତେବେଳେ ଏହି କାରଣରୁ ମୃତ୍ୟୁ ବରଣ କରିବ ତାହା କହିହେବ ନାହିଁ। ମହାପୁରୁଷ ଆହୁରି ମଧ୍ଯ କଲମ କରିଯାଇଛନ୍ତି ଯେ ଏହି ସବୁ ରୋଗ ପାଇଁ ଔଷଧ ତିଆରି ହୋଇପାରିବନି ଆଉ ଯେଉଁ ଔଷଧ ତିଆରି ହେବ ତାହା କେବଳ କିଛି ସମୟ ପାଇଁ ସେ ରୋଗକୁ ନିୟନ୍ତ୍ରଣ କରିବ କିନ୍ତୁ ତାକୁ ମୂଳକୁ ଭଲ କରିପାରିବ ନାହିଁ। 2089ମସିହା ଠାରୁ ମଧୁମେହ ରୋଗଟି ପ୍ରବଳ ମାତ୍ରାରେ ବ୍ଯାପିବ ଆଉ ସେତେବେଳେ ଜାଣିବ ଆଉ ଅଳ୍ପ ଦିନ ରହିଲା ପୁ-ଥିବୀ ଧ୍ବଂସ ହେବାକୁ।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।