ମାଳିସାହିରେ ବିକ୍ରି ହେଲେ ରାଣୀପଣ୍ଡା, ଏହି ବ୍ୟକ୍ତି ବିକିଥିଲେ ରାଣୀପଣ୍ଡାଙ୍କୁ…..

ଓଲିଓଡ଼ ଜଗତ ର ଅଭିନେତ୍ରୀ ତଥା ଯାତ୍ରା ଜଗତ ର କୁଇନ ରାଣୀ ପଣ୍ଡା ଙ୍କୁ ତ ଆପଣ ବେସ ଭଲ ଭାବରେ ଜାଣି ଥିବେ | ନିଜର ଭଲ କାମ ପାଇଁ ମଧ୍ଯ ସେ ଅନେକ ସମୟରେ ଲୋକ ଲୋଚନକୁ ଆସିଛନ୍ତି ଏବଂ ପ୍ରଶଂସିତ ବି ହେଇଛନ୍ତି | ତାଙ୍କର ଲୋକଙ୍କ ପ୍ରତି ସାହାଯ୍ୟ ମନୋଭାବ ବା ପରୋପକାରିତା ଅନେକଙ୍କୁ ବେଶ୍ ପସନ୍ଦ ଆସିଛି |

ସେ ଲାଇଭ ଭିଡିଓ ଆସି ମଧ୍ୟ ତାଙ୍କର ଫ୍ୟାନ ମାନଙ୍କ ସହିତ ବେଳେବେଳେ ସମୟ ଅତିବାହିତ କରିଥାନ୍ତି ଏବଂ ତାଙ୍କର ଅନେକ ସୁନ୍ଦର ସୁନ୍ଦର ମୁହୂର୍ତ୍ତ ସବୁକୁ ପ୍ରଶଂସକ ମାନଙ୍କ ପାଇଁ ସୋସିଆଲ ମିଡିଆରେ ପୋଷ୍ଟ କରନ୍ତି | ତେବେ ପ୍ରାୟ ସମୟରେ ତାଙ୍କ ହଟ ଡ୍ୟାନ୍ସ ଓ ଅନ୍ଦାଜ ସୋସିଆଲ ମିଡ଼ିଆ ରେ ଦେଖିବା ପାଇଁ ମିଳେ | ତେବେ ବର୍ତ୍ତମାନ ସମୟରେ ରାନୀ ପଣ୍ଡା ଙ୍କର ଏକ ଯାତ୍ରା ଲୋକଲୋଚନ କୁ ଆସିଛି ଯାହାକି ଖୁବ ଲୋକ ପ୍ରିୟତା ହାସଲ କରିଛି |


ଯେତେ ବେଳେ ଯାତ୍ରା କଥା ଆସେ ସେତେ ବେଳେ କମେଡିଆନ ଙ୍କ ଭୂମିକା ଅଧିକ ଗୁରୁତ୍ୱପୂର୍ଣ୍ଣ ରହି ଥାଏ କାରଣ ସେମାନେ ନିଜର ଛୋଟ ଛୋଟ ଡାଇଲଗ ରେ ମଧ୍ୟ ଦର୍ଶକ ମାନଙ୍କୁ ବାନ୍ଧି ରଖି ଥାଆନ୍ତି | ତେବେ ରାନୀ ପଣ୍ଡା ଏବେ ପୁଣି ଯାତ୍ରା ଇଣ୍ଡଷ୍ଟ୍ରି ରେ ଦେଖିବା ପାଇଁ ମିଳିଛନ୍ତି ଆଉ ସେ ଯାତ୍ରା କରୁଥିବା ଅଭିନୟ ରେ ଏକ କମେଡିଆନ ମିଡ଼ିଆ ସାମ୍ନା କୁ ଆସି କିଛି ଯାତ୍ରା ସମ୍ପର୍କ ରେ କହିଛନ୍ତି | ଯାତ୍ରା କମେଡିଆନ ଜଣଙ୍କ ପ୍ରଥମେ ଯାତ୍ରା ର ଏକ କମେଡି ଅଭିନୟ କରି ଦେଖାଇ ଥିଲେ ଯାହାକୁ ଦେଖୀଲେ ଆପଣ ମଧ୍ୟ ଖୁବ ପସନ୍ଦ କରିବେ |

ତେବେ ତାଙ୍କୁ ପଚରା ହୋଇ ଥିଲା କି ଏହି ଯେଉଁ ଯାତ୍ରା ଟି ରହିଛି ସେଥିରେ କେଉଁ ମୁମେଣ୍ଟ ଟି ଆପଣ ଙ୍କୁ ବେଶୀ ପସନ୍ଦ ଆସୁଛି | ତେବେ ସେ କହିଛନ୍ତି କି ଯାତ୍ରା ଟି ତ ଖୁବ ସୁନ୍ଦର ହୋଇଛି ଆଉ ଏହା ରାନୀ ପଣ୍ଡା ଙ୍କ ଜୀବନ କାହାଣୀ ଉପରେ ଆଧାରିତ ନାଟକ ଟି | ନାଟକ ନାଁ ଟି ହେଉଛି ‘ଘୋଡ଼ା ହାତୀ ଘଣ୍ଟା କୁ ଘଣ୍ଟା ଏକା ଲଢ଼ିବ ରାନୀ ପଣ୍ଡା’ ଯାହାକୁ ନେଇ ମୁଁ ପ୍ରଥମେ ଏହି ଯାତ୍ରା ର ପ୍ରଯୋଜକ ମୁକ୍ତିକାନ୍ତ ସାମଲ ଙ୍କୁ ଧନ୍ୟବାଦ ଦେବି କାରଣ ସେ ଏକ ଭଲ ପ୍ରୟାସ କରିଛନ୍ତି |

ଏହି ନାଟକ ଟି ଖୁବ ସୁନ୍ଦର ଭାବରେ ହୋଇଛି ତେଣୁ ଦର୍ଶକ ମାନଙ୍କୁ ମୁଁ ଅନୁରୋଧ କରୁଛି ଆସିକି ଏହି ନାଟକ ଟିକୁ ଦେଖନ୍ତୁ | ଆଉ ଏଥିରେ ମୋ ଅଭିନୟ ରହିଛି କି ମୁଁ ରାନୀ ପଣ୍ଡା ଙ୍କୁ ଆଣି ମାଳିସାହି ରେ ବିକି ଦେଇଛି କାରଣ ମୁଁ ଏହି ଯାତ୍ରା ରେ ଖେଳ ଆରମ୍ଭ କରିଛି ଆଉ ନାଟକ ର ସୂତ୍ରଧର ମୁଁ | ତାଙ୍କ ଗାଁ ରୁ ତାଙ୍କୁ ହିରୋଇନ କରିବି କହି ନେଇ ଆସିଛି ଆଉ ଭୁବନେଶ୍ୱର ମାଳିସାହି ରେ ବିକି ଦେଇଛି ବୋଲି କମେଡିଆନ ଜଣଙ୍କ କହିଛନ୍ତି | ତେବେ ନାଟକ ଟି ମଧ୍ୟ ଏତେ ସୁନ୍ଦର ହୋଇଛି କି ଯାତ୍ରା ଦେଖିବା ପାଇଁ ଦର୍ଶକ ଙ୍କର ଖୁବ ଗହଳି ଲାଗି ଥିଲା |

Leave a Comment