ମୁଁ ଝିଅର ଡ୍ରେସ ଖୋଲିବି ପୋଲିସ ମୋର ଡ୍ୟାସ କରିବ,ଝିଅ କୁ ବଞ୍ଚେଇବାକୁ ଆସିଲେ ଓଡ଼ିଆ ପୁଅ ବାସୁଦେବ |

ବୁଲିବା ପାଇଁ ଯାଉ ଥିଲେ ସାବଧାନ ମହିଳା ଙ୍କୁ ନେଇ କୁଆଡେ ବୁଲିବା ପାଇଁ ଯାଉ ଥିଲେ ସତର୍କ ହୋଇ ଯାଆନ୍ତୁ | ନିଛାଟିଆ ସ୍ଥାନକୁ ଲଭର ମାନଙ୍କୁ ଯିବା ମନା କାରଣ କୌଣସି ନିଛାଟିଆ ଜାଗାକୁ ଗଲେ ଆପଣ ଭଲ କରି ନାମ ନେଇ ପାରନ୍ତି | କାରଣ ଏବେ ଏବେ ନାରୀ ମାଂସ ଲୋଭୀ ବୁଲୁଛନ୍ତି ଆଉ ଆପଣ ବି ତାର ଶିକାର ହୋଇ ପାରନ୍ତି |

ଏମାନଙ୍କର କଣ ବାପା ମା ଠିକ ନାହାଁନ୍ତି ନା ଏମାନଙ୍କର ଜାତି ଗୋତ୍ର ପରିଚୟ ନାହିଁ ଯାହା ଲାଗୁଛି କି ଏମିତି ଲୋକ ଗୋଟେ ବାପା ର ଔର୍ସ ରୁ ଜନ୍ମ ନୁହେଁ ଆଉ ସୁଦ୍ଧ ଓଡ଼ିଆ ରେଏମାନଙ୍କୁ ବାର ଜାତିଆ ପିଲା କୁହାଯାଏ କାରଣ ଏଭଳି ଲୋକ ନିଜ ମା ଭଉଣୀ କୁ ବି ଖରାପ ନଜର ପକାଇ ଥାଆନ୍ତି ଆଉ ଦରକାର ପଡିଲେ ନିଜ ମା ଭଉଣୀ ଙ୍କୁ ବି ବଳାତ୍କାର କରିବା ପାଇଁ ପଛେଇବେ ନାହିଁ |

ଏହି ଲୋକ ମାନେ ହେଉଛନ୍ତି ସେହି ପ୍ରକାର ର ଏମାନଙ୍କ ବାପା ଜଣେ ନୁହେଁ କେତେ ଜଣ ହୋଇ ଥାଆନ୍ତି ଏମାନଙ୍କର ଇଜ୍ଜତ ବୋଲି କିଛି ନଥାଏ | ନହେଲେ ଏମାନେ 5 କି 6 ଜଣ ମିଶି ଗୋଟେ ଝିଅ କୁ ଅତି ନୃଶଂସ ଭାବରେ ନିର୍ଯାତନା ଦେଇ ନଥାନ୍ତେ କି ଗୋଟେ ଝିଅ କୁ 5 କି 6 ଜଣ ମିଶି ଖରାପ କାମ କରିବା ପାଇଁ ଆଗେଇ ଆସି ନଥାନ୍ତେ |


ତା ଡ୍ରେସ ଚିରି ତାକୁ ଏମିତି ଉଲଗ୍ନ କରି ନଥାନ୍ତେ ଗୋଟେ ରାକ୍ଷସ ମଧ୍ୟ ଏଭଳି ଦୃଶ୍ୟ ଦେଖିଲେ କାନ୍ଦି ପକେଇବ ନିହାତି | ତାହେଲେ ଆପଣ ଥରେ ନିଜେ ଭାବନ୍ତୁ ସେ ଝିଅ ଟି କେତେ ଯେ କଷ୍ଟ ପାଉଥିବ | ଛଅ ଛଅ ଜଣ ମିଶି ଯେତେ ବେଳେ ସେହି ଝିଅ ଟିକୁ ଏମିତି ହଇରାଣ କଲେ ଟିକେ ଭାବନ୍ତୁ ସେ ଝିଅ ଟିର ଅବସ୍ଥା କଣ ହେଉ ଥିବ | ଏମାନଙ୍କର ଏମିତି ନୃଶଂସ କାମ ଦେଖିଲେ ଆପଣ ମଧ୍ୟ ଭାବିବେ ଯେ ଭଗବାନ ଏମାନଙ୍କୁ ମଣିଷ ଜନ୍ମ ଦେଇ ହୁଏତ ଭୁଲ ରେ ଦେଇଛନ୍ତି | ସେମାନେ ଦେହ ସିନା ମଣିଷ କିନ୍ତୁ ମନରେ ପୁରା ରାକ୍ଷସ ଅଟନ୍ତି ଆଉ ହୃଦୟ ଟା ପୁରା ସୈତାନ ର |

ନିଜ ଲଭର ସହ ବୁଲିବା ପାଇଁ କିମ୍ବା ନିଜ ପରିବାର ସହ ବୁଲିବା ପାଇଁ ହୁଏତ ଏହି ଝିଅ ଟି ବାହାରକୁ ଯାଇଥିଲା ଆଉ ପରେ ପରେ ଯୁବତୀ ଜଣଙ୍କ ଛଅ ଛଅ ଟି ନୃଶଂସ ସୈତାନ ହାତରେ ପଡିଗଲା | ତା ଡ୍ରେସ ଚିରି ତାକୁ ଟଣା ଓଟରା କରିବା ସହିତ ତାକୁ ମାଡ଼ ମଧ୍ୟ ମାରିଲେ, ଝିଅଟିଏ ଯେତେ ନେହୁରା ହେଉ ଥିଲେ ମଧ୍ୟ ଏହି ପଶୁ ଗୁଡାକ ତାକୁ ଛାଡିଲେ ନାହିଁ |

ସେଲ୍ଫି ଉଠାଉ ଥିବା ବେଳେ ସେହି 6ଜଣ ଯୁବକ ମିଶି ପୁଅ ବାଇକ ର ପ୍ଲଗ ଖୋଲି ଦେଲେ ପୁଅ କୁ ମାଡ଼ କରି ସେହି ଝିଅକୁ ବଳାତ୍କାର କରିବା ପାଇଁ ଆଗେଇ ଆସିଲେ ଆଉ ଝିଅ ଟି ବିରୋଧ କାରିବାରୁ ତାକୁ ମାରି ଦେବାକୁ ବସି ଥିଲେ | ସତରେ ଘଟଣା ଟି କେତେ ଯେ ଲଜ୍ୟା ଜନକ ଅଟେ ଯାହା ଏବେ ଖୁବ ମାତ୍ରା ରେ ଭାଇରାଲ ହେବାରେ ଲାଗିଛି |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave a Comment