ମୁଁ ତାଙ୍କୁ ମନା କରିଲି ମୋ ସାଙ୍ଗରେ ସଂପର୍କ ରଖିବାକୁ, କିନ୍ତୁ ସେ ମୋ ସାଙ୍ଗରେ ଜବରଦସ୍ତ ସଂପର୍କ ରଖିଲେ….

ଦିନକୁ ଦିନ ସମାଜରେ ବଢ଼ିବାରେ ଲାଗିଛି ଅସାଧୁ ଏବଂ ମନ୍ଦ କାର୍ଯ୍ୟ। ଆଜିର ଏହି ସଭ୍ୟ ଶିକ୍ଷିତ ସମାଜରେ ବେଳେବେଳେ ଏମିତି ଲଜ୍ୟାଜନକ ଘଟଣା ମାନ ଘଟୁଛି ଯାହା ବାସ୍ତବରେ ନିନ୍ଦନୀୟ ଏବଂ ପରିତାପ ର ବିଷୟ। ବର୍ତ୍ତମାନର ଆଇନ୍ ଗତ କାର୍ଯ୍ୟାନୁଷ୍ଠାନ ଏବଂ ନିୟମରେ କଡ଼ା କଡ଼ି ହେବା ପରେ ମଧ୍ୟ କମୁନାହିଁ କିଛି ଅସଭ୍ୟ,ଅଭଦ୍ର ବ୍ୟକ୍ତି ମାନଙ୍କର ମନ୍ଦ ବୃତ୍ତି ଏବଂ ହୀନ କାର୍ଯ୍ୟ। ଯେତେ ଆଇନ୍ ର ଡର ଦେଖାଇଲେ କଣ ହେବ ଯଦି ମଣିଷ ଏଥିପାଇଁ ସଚେତନ ନହୁଏ କିମ୍ବା ନିଜର ନୈତିକତା କୁ ବଦଳାଇବା କୁ ଚେଷ୍ଟା ନକରେ ତେବେ ଲାଭ କଣ। କଣସଭ୍ୟ ଶିକ୍ଷିତ ସମାଜର ଏହା ହେଉଛି ବାସ୍ତବ ରୂପ ରେଖ?

ସତରେ କଣ ଆଜିବି ବଦଳିନି ମଣିଷର ନିମ୍ନ ମାନସିକତା?ବେଳେବେଳେ ଆମେ ଆମ ସମାଜର ଏମିତି କିଛି ଘଟଣା ସମ୍ପର୍କରେ ଆସିଥାଉ ଯାହା ଆମକୁ ଲଜ୍ୟା ବୋଧ କରାଇଥାଏ।ସମ୍ପର୍କର ମୂଲ୍ୟ କଣ ଏଠାରେ କିଛି ନାହିଁ? ନିଜର କାମ ବାସନା କୁ ଚରିତାର୍ଥ କରିବା ପାଇଁ ମଣିଷ ନିଜର ସଂଯମତା ହରାଇ କିଛି ବି କରିବାକୁ ପଛାଉ ନାହିଁ। ଆଉ ଏହାରି ଭିତରେ ବାପ ଝିଅ ର ସମ୍ପର୍କ ସହିତ ସାମଞ୍ଜସ୍ୟ ରଖୁଥିବା ଶ୍ବଶୁର ବୋହୂ ସମ୍ପର୍କ ରେ ଏହି ଭଳି ଭାବରେ ତିକ୍ତତା ଏବଂ ମନ୍ଦ ସମ୍ପର୍କ ସମାଜକୁ ଏକ ଭିନ୍ନ ଦିଗକୁ ନେଇ ଯାଉଛି।

ଯାହା ସମସ୍ତଙ୍କୁ ବାଧ୍ୟ କରୁଛି ସମ୍ପର୍କ କୁ ପରଖି ବିଶ୍ୱାସ କରିବା ପାଇଁ।ତେବେ ଆଜିର ସମାଜ ରେ କାହାର ପ୍ରବୃତ୍ତି ଜାଣିବା ପ୍ରକୃତ ପକ୍ଷେ ଏତେ ସହଜ କିମ୍ବା ସମ୍ଭବ ନୁହଁ।କାରଣ କାହା ମନରେ କଣ ଅଛି ଏହା ଜାଣିବା ବହୁତ୍ କଷ୍ଟକର।କିନ୍ତୁ ଶ୍ଵଶୁର- ବୋହୂ ଭଳି ସମ୍ପର୍କ ରେ କଳଙ୍କ ର ଟିପା ଲାଗିବା ପ୍ରକୃତରେ ଲଜ୍ୟା ଜନକ ଘଟଣା।ଯାହା ଏହି ସଭ୍ୟ ଶିକ୍ଷିତ ସମାଜ ପାଇଁ ଏକ କୁଠାରାଘାତ ସଦୃଶ ଅଟେ। ନିକଟରେ କିଛି ଏହି ଭଳି ନିନ୍ଦନୀୟ ଘଟଣା ଘଟିଛି ଯାହା ସୋସିଆଲ ମିଡିଆରେ ବେଶ୍ ଭାଇରାଲ ହେଉଛି।

ତେବେ ଘଟଣା ଅନୁସାରେ ଜଣେ ମହିଳାଙ୍କ ସ୍ବାମୀର ସାଙ୍ଗ ତାଙ୍କୁ ସ୍ବାମୀ ଘରେ ନଥିବା ବେଳେ ଦୁଷ୍କର୍ମ କରିଥିଲା। ଆଉ ଧମକ ମଧ୍ଯ ଦେଇଥିଲେ ଯେ ଯଦି ଏକଥା ସ୍ବାମୀକୁ କହିବୁ ତାହେଲେ ତୋ ସ୍ବାମୀ ଏବଂ ପୁଅକୁ ଜୀବନରୁ ମାରିଦେବି। ଯେଉଁ ଭୟରେ ସ୍ତ୍ରୀ ଜଣକ ସ୍ବାମୀକୁ କିଛି କହିନଥିଲେ କିନ୍ତୁ ସ୍ବାମୀ କୌଣସି ସୂତ୍ରରୁ ଏସବୁ କଥା ଜାଣିବା ପରେ ସ୍ତ୍ରୀ ସହିତ ଆଉ ସଂପର୍କ ରଖିବା ପାଇଁ ଚାହୁଁନାହାନ୍ତି ଏବଂ ତାଙ୍କୁ ଘରୁ ବାହାର କରିଦେଇଛନ୍ତି, ଅନ୍ଯପଟେ ମହିଳାଙ୍କ ବାପଘର ଲୋକ ମଧ୍ଯ ତାଙ୍କୁ ଘରେ ରହିବାକୁ ଦେଉନାହାନ୍ତି । ତେଣୁ ଶେଷରେ ବାଧ୍ଯ ହୋଇ ମହିଳା ଥାନାର ଦ୍ବାରସ୍ଥ ହେବା ସହିତ ମିଡିଆ ସାମ୍ନାରେ ସବୁ କଥା କହି ନ୍ଯାୟ ଦାବି କରିଛନ୍ତି। ଯାହା ଏବେ ସୋସିଆଲ ମିଡିଆରେ ନିଆଁ ଭଳି ଭାଇରାଲ ହେଉଛି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave a Comment