ମୁଁ ମୋଦୀଙ୍କୁ ବାହା ହେବି… କିଏ ଏହି ମହିଳା… କହିଲେ, ମୋଦୀଙ୍କୁ ବାହା ହେବି… ଦେଖନ୍ତୁ Video

ଆମ ଭାରତ ହେଉଛି ଏକ ଗଣତାନ୍ତ୍ରିକ ଦେଶ। ସେଥିରେ ସମସ୍ତଙ୍କର ସମାନ ଅଧିକାର ରହିଥାଏ। ଯେମିତି ଘର ଚଲେଇବା ପାଇଁ ଘରେ ମୁରବି ରହି ଥାଆନ୍ତି, ସେମିତି ଭାବରେ ଆମ ଦେଶ ବା ରାଜ୍ୟ ଚଳେଇବା ପାଇଁ ଜନସାଧାରଣ ମାନେ ଜଣେ ଦକ୍ଷ ଲୋକଙ୍କୁ ନେତା ଭାବରେ ବାଛି ଥାଆନ୍ତି। କିନ୍ତୁ ଅନେକ କ୍ଷେତ୍ରରେ ଦେଖା ଯାଉଛି ଯେ, ଆମେ ଯାହାକୁ ନେତା ଭାବରେ ବାଛୁଚୁ ସେମାନେ ଲୋକ ମାନଙ୍କ ସେବା କରିବା ପରିବର୍ତ୍ତେ ନିଜର ସ୍ୱାର୍ଥ ଉପରେ ଅଧିକ ଗୁରୁତ୍ୱ ଦେଉଛନ୍ତି। କିନ୍ତୁ ସବୁ ନେତାଙ୍କୁ ଆମେ ସମାନ କହି ପାରିବା ନାହିଁ, ଯେଉଁମାନେ କି ନିଜ ସ୍ୱାର୍ଥ ଅପେକ୍ଷା ଜନସଧାରଣ ମାନଙ୍କ ସେବା କରି ଥାଆନ୍ତି।

ସବୁ ନେତା ମାନଙ୍କ ମଧ୍ୟରୁ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜଣେ ଦକ୍ଷ ନେତା ଭାବରେ ପରିଚିତ। ତେବେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବିଶ୍ୱର ସବୁଠାରୁ ଏକ ନମ୍ବରରେ ରହିଛନ୍ତି। କିନ୍ତୁ ବର୍ତ୍ତମାନ ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ନେଇ ଏକ ବଡ ଖବର ସାମ୍ନାକୁ ଆସିଛି। ଯେଉଁ ଘଟଣା ବିଷୟରେ ଆପଣା ମାନେ ଜାଣିଲେ ପୂରା ଆଶ୍ଚର୍ୟ୍ଯ ଚକିତ ହୋଇଯିବେ।


ଓଡ଼ିଶାର ରାଜଧାନୀ ଭୁବନେଶ୍ବର ରେ ଦିନ କୁ ଦିନ ଭିନ୍ନ ଭିନ୍ନ ଡ୍ରାମା ଦେଖିବାକୁ ମିଳୁଛି। ତେବେ ବର୍ତ୍ତମାନ ସୋସିଆଲ ମିଡ଼ିଆ ରେ ଭୁବନେଶ୍ୱର ର ଏହିପରି ଏକ ମହିଳା ଙ୍କ ର ଭିଡ଼ିଓ ଟି ଭାଇରାଲ ହେଉଛି ଯାହାକୁ ଦେଖିଲେ ଆପଣ ମୁଣ୍ଡ ରେ ହାତ ଦେବେ। ଆଉ ତାଙ୍କର କଥା ଶୁଣିଲେ ଆପଣ ବେହୋସ ହୋଇଯିବେ କାରଣ ସେ ଏମିତି ସେମିତି କଥା କହୁ ନାହାନ୍ତି ବରଂ ସେ କହିଛନ୍ତି ସିଧା ଦେଶ ର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଙ୍କୁ ବିବାହ କରିବେ ବୋଲି। ନବୀନ ସରକାର ଙ୍କ ବିରୋଧ ରେ କହୁଛନ୍ତି ଆଉ ବିବାହ କରିବାକୁ ଚଂହୁଛନ୍ତି ବୋଲି ଯାହାକୁ ନେଇ ଚାରିଆଡେ ଚର୍ଚ୍ଚା ଚାଲିଛି।


ତେବେ ମହିଳା ଜଣଙ୍କ ଦୁଇ ମହିଳା ପୋଲିସ ଅଧିକାରୀ ଙ୍କ ପାଖରେ ପହଁଚିଛନ୍ତି ଆଉ ତାଙ୍କୁ କହିଛନ୍ତି କି ମୋତେ ନବୀନ ନିବାସ କୁ ଛାଡିବା ପାଇଁ ମୁଁ ସିଧା ଯାଇ ମୋଦି ଙ୍କ ସହ କଥା ହେବି। “ମୁଁ ମୋଦି ବାବୁ ଙ୍କ ପାଇଁ ଦିନ ରାତି ଚିନ୍ତା କରେ , ମୁଁ ମୋଦି ଙ୍କୁ ବାହା ହେବି। ୟେ ନବୀନ ସରକାର ଆମକୁ କିଛି ଦେଲାନି ଆମ ଗରିବ ଲୋକ ଆଜ୍ଞା ଆମ କଥା କିଏ ପଚାରେ।

ମୁଁ କେବଳ ମୋଦି ଙ୍କୁ ଥରେ ଦେଖା କରିବା କୁ ଚାଂହୁଛି , ମୋତେ ଟିକେ ଯିବାକୁ ଦିଅ। ଏ ପୋଲିସ ପୋଷାକ ମୋତେ ଘୃଣା ଲାଗେ ,ଏମାନେ ସବୁ କୁକୁର ଗୁଡା। ତମେ କଣ କହୁଚ ମୋତେ ,ବେସି କଣ କହିବି ମୁଁ ଗୋଟେ ଥାର୍ଡ ଗ୍ରେଡ ପାଗଳ ଆଉ କିଛି କହିବ କି”। ସ୍ଵାଧିନତା ଦିବସ ରେ ରାଜଧାନୀ ରାସ୍ତାରେ ପୋଲିସ ଙ୍କୁ ଏହିପରି ସବୁ କଥା କହିଛନ୍ତି ଜଣେ ମହିଳା। ତାଙ୍କର ଡ୍ରାମା ଦେଖିଲେ ଆପଣ ମଧ୍ୟ ଚକିତ ହୋଇ ରହିଯିବେ । ତେବେ ତାଙ୍କର ଏହି ଭିଡିଓ ଟି ବର୍ତ୍ତମାନ ସୋସିଆଲ ମିଡ଼ିଆ ନିଆଁ ପରି ଭାଇରାଲ ହେବାରେ ଲାଗିଛି।

Leave a Comment