ଆପଣ ତଃ ଜାଣିଛନ୍ତି ଧାରାବାହିକ ଓ ସିନେମା ମଧ୍ୟରୁ ଯାତ୍ରା ହେଉଛି ଅନ୍ୟତମ ଯେଉଁଥିରେ କେବଳ ଜୀବନ୍ତ ଅଭିନୟ ଦେଖିବା ପାଇଁ ମିଳି ଥାଏ | ଅନେକ ଲୋକ ଅଛନ୍ତି ଯେଉଁ ମାନେ କି ଯାତ୍ରା ପ୍ରେମୀ ଅର୍ଥାତ ଯାତ୍ରା ଦେଖିବା ପାଇଁ ଖୁବ ଭଲ ପାଇ ଥାଆନ୍ତି | ଅନିଦ୍ରା ହୋଇ ଯାତ୍ରା ରେ ଦର୍ଶକ ମାନେ ଯେମିତି ହଜି ଯାଇ ଥାଆନ୍ତି ଏବଂ ଯାତ୍ରା ପେଣ୍ଡାଲ ରେ ମେଲୋଡି ନାଚ କୁ ଖୁବ ଉପଭୋଗ କରି ଥାଆନ୍ତି | ତେବେ ଯାତ୍ରା ରେ ଯେ କେବଳ ଅଭିନୟ ଦେଖିବା ପାଇଁ ମିଳେ ତାହା ନୁହେଁ ବରଂ ଯାତ୍ରା ପେଣ୍ଡାଲ ରେ ବହୁତ ଆକର୍ଷଣୀୟ ଆଙ୍କରିଂ ଏବଂ ସୁନ୍ଦର ହିଟ ଡ୍ୟାନ୍ସ ମଧ୍ୟ ଦେଖିବାକୁ ମିଳେ |
ଯାତ୍ରା ର ଆରମ୍ଭ ଆରମ୍ଭ ରେ ହିଁ ଲୋକ ମାନଙ୍କୁ ଉତ୍ସାହ କରିବା ପାଇଁ ଜବରଦସ୍ତ ମେଲୋଡି ଓ ରେକର୍ଡ ଡ୍ୟାନ୍ସ ଦେଖିବା ପାଇଁ ମିଳେ | ତେଣୁ ଯାତ୍ରା ର ପ୍ରତି ମାହାଲ ହିଁ ଖୁବ ଆନନ୍ଦ ପୂର୍ଣ୍ଣ ହୋଇ ଥାଏ, ଆଉ ବେଳେ ବେଳେ କିଛି ଏମିତି କମେଡି ମଧ୍ୟ ଦେଖିବାକୁ ମିଳେ ଯାହାକୁ ଦେଖିଲେ ଆପଣ ହସି ହସି ଗଡ଼ି ଯିବେ କାରଣ ଆର୍ଟିଷ୍ଟ ମାନେ ସେଭଳି କିଛି ଢଙ୍ଗରେ ଅଭିନୟ କରି ଦେଖାଇ ଥାଆନ୍ତି | ଯାତ୍ରା ମଝିରେ ମଝିରେ ମଧ୍ୟ ଅନେକ ହିରୋ ହିରୋଇନ ଙ୍କର ଡ୍ୟାନ୍ସ ଦେଖିବାକୁ ମିଳେ ଯାହାକୁ ସେଠାରେ ଗାୟକ ମାନେ ଗୀତ ପରିବେଷଣ କରି ଥାଆନ୍ତି |
ତେବେ ଯାତ୍ରା ଜଗତ ର ନମ୍ବର ୱାନ ନାୟିକା ଟିକି ଅପା ଙ୍କୁ ତଃ ଆପଣ ବେସ ଭଲ ଭାବରେ ଜାଣି ଥିବେ ଯିଏ କି ଯାତ୍ରା ଜଗତ ରେ ବେସ ଲୋକ ପ୍ରିୟତା ଚେହେରା ଅଟନ୍ତି | ଟିକି ଅପା ଯାତ୍ରା ପେଣ୍ଡାଲ ରେ ବେସ ଜୀବନ୍ତ ଓ ନିଖୁଣ ଭାବରେ ଅଭିନୟ କରି ଦେଖାଇ ଥାଆନ୍ତି | ତାଙ୍କ ଯାତ୍ରା ପଡ଼ିଛି ଶୁଣିଲେ ପ୍ରାୟ ଦର୍ଶକ ଦୌଡ଼ି ଯାଇ ଥାଆନ୍ତି ତାଙ୍କର ଯାତ୍ରା ଦେଖିବା ପାଇଁ | ସେହିଭଳି ଭାବରେ ତାଙ୍କର ଏକ ସୁନ୍ଦର ଚରିତ୍ର ରେ ଅଭିନୟ ଦୃଶ୍ୟ ଦେଖିବା ପାଇଁ ମିଳିଛି |
ଏହି ଅଭିନୟ ରେ ଟିକି ଅପା ଏକ ବେଶ୍ୟା ଚରିତ୍ର ରେ ଦେଖିବା ପାଇଁ ମିଳିଛନ୍ତି, ସେ ଦେହ ବିକ୍ରି କରି ନିଜ ବାପା ମା ଙ୍କୁ ଚଲାଉ ଥିବାର କଥା ସାମ୍ନା କୁ ଆସି ଯାଇଛି | ଏହାପରେ ପରେ ସେ ବାପା ଓ ଭାଇ ଙ୍କ ସାମ୍ନାରେ କିପରି ବିଚଳିତ ହୋଇ ପଡ଼ୁଛନ୍ତି ଏବଂ ଏହା ପରେ ନାଟକ ରେ କେଉଁଭଳି ମୋଡ଼ ନେଉଛି ତାହା ଏଠାରେ ଦେଖିବା ପାଇଁ ମିଳିଛି | ତେବେ ନିଜ ବାପା ଓ ଭାଇ ଙ୍କୁ ପୋଷିବା ପାଇଁ ଟିକି ଅପା ଏଠାରେ କିଭଳି ଭାବରେ ଅଭିନୟ କରି ଦେଖାଇଛନ୍ତି ତାହା ଖୁବ ଜୀବନ୍ତ ଅଟେ | ଏଭଳି ଅଭିନୟ ଦେଖି ଦର୍ଶକ ମଧ୍ୟ ଖୁବ ପ୍ରଶଂସା କରିଛନ୍ତି |