ଆଜି ଆମେ ଆପଣଙ୍କୁ କହିବୁ କି ଶରୀର ର ସେହି ଚିହ୍ନ ଗୁଡ଼ିକ ବିଷୟରେ ଯାହା ମହିଳା ମାନଙ୍କ ବହୁତ ଭାଗ୍ୟଶାଳୀ ହୋଇଥାଏ। ଏହି ସହ ଆମେ ଆପଣଙ୍କୁ କହିବୁ କି ଯେଉଁ ଝିଅ ମାନଙ୍କର ନିଶ ହୋଇଥାଏ ତ ତାର ଅର୍ଥ ସମୁଦ୍ର ଶାସ୍ତ୍ର ରେ କଣ ରହିଛି। ହିନ୍ଦୁ ଧର୍ମ ରେ ସ୍ତ୍ରୀ ଲୋକ ଙ୍କୁ ଘରର ଲକ୍ଷ୍ମୀ କୁହାଯାଇଥାଏ ଏବଂ ଏମାନଙ୍କର ପୂଜା ମଧ୍ୟ କରାଯାଇଥାଏ। ଏମିତି ରେ ବି ଯଦି ହିନ୍ଦୁ ପରିବାରରେ ଝିଅ ମାନଙ୍କର ଜନ୍ମ ହୋଇଥାଏ ତେବେ ଲୋକମାନେ କହିଥାନ୍ତି କି ଘରକୁ ଲକ୍ଷ୍ମୀ ଆସିଛନ୍ତି। ଏହାଛଡା ଯେତେବେଳେ ଝିଅ ବଡ଼ ହୁଏ ଏବଂ ତାରା ଯେତେବେଳେ ବିବାହ ହୁଏ ଓ ସେ ଯେତେବେଳେ ପ୍ରଥମ ଥର ତାର ଶାଶୂ ଘରକୁ ଆସେ ତ ତା ଶାଶୁ ଘରେ ବି ଲୋକମାନେ ବି କୁହନ୍ତି କି ଆମ ଘରକୁ ଲକ୍ଷ୍ମୀ ଆସିଛନ୍ତି।
ଅର୍ଥାତ୍ ସ୍ତ୍ରୀ କୁ ଦେବୀର ସଜ୍ଞା ଦିଆଯାଇଥାଏ। ଏମିତି ରେ ବି ସବୁ ଝିଅ ବାପାଙ୍କ ପାଇଁ ସୌଭାଗ୍ୟ ନେଇ ଆସିଥାନ୍ତି। କିନ୍ତୁ ସାମୁଦ୍ରିକ ଶାସ୍ତ୍ର ଅନୁସାରେ ସୌଭାଗ୍ୟଶାଳୀ ସ୍ତ୍ରୀ ମାନଙ୍କର କିଛି ବିଶେଷତା ବିଷୟରେ ବର୍ଣ୍ଣନା କରାଯାଇଛି। ଏହି ଦୁନିଆରେ ସ୍ତ୍ରୀ ମାନଙ୍କର ବହୁତ ବଡ଼ ଯୋଗଦାନ ଅଛି।
କାହିଁକି ନା ସ୍ତ୍ରୀ ଏକ ନୂଆ ଜୀବନର ମୂଳ ଆଧାର ଅଟେ। ମାତା ଲକ୍ଷ୍ମୀ ସେହି ଘରେ ପ୍ରବେଶ କରିଥାନ୍ତି ଯେଉଁ ଘରେ ସ୍ତ୍ରୀ ର ସମ୍ମାନ ହୋଇଥାଏ। ତେବେ ଆପଣ ଆଜି ଆମେ ଆପଣଙ୍କୁ ଏମିତି କିଛି ସଙ୍କେତ ବିଷୟରେ କହିବୁ ଯେଉଁଥିରେ ଆପଣ ଜାଣି ପାରିବେ କି ସ୍ତ୍ରୀ ନିଜ ସ୍ୱାମୀ, ଛୁଆ ଏବଂ ପରିବାର ପାଇଁ ବହୁତ ଭାଗ୍ୟଶାଳୀ ହୋଇଥାଏ। ଶାସ୍ତ୍ରରେ କୁହାଯାଇଅଛି କି ସ୍ତ୍ରୀ ର କିଛି ବଛା ବଛା ଅଙ୍ଗ ବଡ଼ ହୋଇଥାଏ। ତ ସେ ତା ନିଜ ପରିବାର ପାଇଁ ବହୁତ ଭାଗ୍ୟଶାଳୀ ହୋଇଥାନ୍ତି।
୧- ବହୁତ ମହିଳାଙ୍କର ନଖ ବହୁତ ଭଲ ଓ ଏବଂ ସୁନ୍ଦର ହୋଇଥାଏ। ଗୋଲାପି ରଙ୍ଗର ଚମକୁଥିବା ନଖ ମହିଳା ମାନଙ୍କର ଭଲ ଶରୀର ଏବଂ ଭଲ ଚରିତ୍ର କୁ ଦର୍ଶାଇଥାଏ। ଏମାନେ ନିଜ ପତି ଓ ପରିବାରର ଦୁଇ ଜଣଙ୍କର ସୁଖ ଓ ଦୁଃଖ ବହୁତ ଭଲ ଭାବରେ ଧ୍ୟାନ ରଖିଥାନ୍ତି।
୨- ଯେଉଁ ମହିଳାଙ୍କ ପାଦର ମଝି ଆଙ୍ଗୁଠି ବଡ଼ ହୋଇଥାଏ ସେ ବହୁତ ଦୁର୍ଭାଗ୍ୟଶାଳୀ ହୋଇଥାନ୍ତି। ଏମିତି ମହିଳା ମାନଙ୍କ ବିବାହ କରିବା ପୂର୍ବରୁ ଆପଣଙ୍କୁ କେତେଥର ଭାବି ଏ ବିଷୟରେ ଚିନ୍ତା କରିବା ଉଚିତ୍।
୩- ଯେଉଁ ମହିଳାଙ୍କ ବାମ ପଟ ଗାଲରେ କଳାଜାଇ ଥାଏ ସେମାନେ ଖାଇବା ପିଇବା ରେ ବହୁତ ପ୍ରିୟ ହୋଇଥାନ୍ତି ଏବଂ ସବୁ ପ୍ରକାରର ବ୍ୟଞ୍ଜନ ର ମଜା ଉଠାଇଥାନ୍ତି। ସେମାନେ ପରିବାରର ବହୁତ ଭଲ ଭାବରେ ଧ୍ୟାନ ରଖିଥାନ୍ତି। ଏମାନେ ବହୁତ ଭଲ ରୋଷେଇ ମଧ୍ୟ କରିଥାନ୍ତି।
୪- ଯେଉଁ ମହିଳାଙ୍କ ନାକ ଲମ୍ବା ହୋଇଥାଏ ସେମାନେ ସବୁ ସମସ୍ୟା କୁ ଶାନ୍ତିରେ ସମାଧାନ କରିବାର କ୍ଷମତା ରହିଥାଏ। ଏମାନଙ୍କୁ ବହୁତ ଖର୍ଚ୍ଚ କରିବାର ଅଭ୍ୟାସ ମଧ୍ୟ ଥାଏ। କିନ୍ତୁ ଏମାନଙ୍କ ଦ୍ୱାରା ହୋଇଥିବା ଖର୍ଚ୍ଚ କେବେବି ବେକାର ହୋଇନଥାଏ।