ଲଜ୍ୟା ଲାଗୁନି, ପୁତୁରାକୁ ପ୍ରେମକରି ଖୁଡି ବାହାହେବା ! ମା ପୁଅ ସମ୍ପର୍କକୁ ସମାଜ କଣ କହିବ ?

ଆପଣ ତ ବେସ ଭଲ ଭାବରେ ଜାଣିଛନ୍ତି ଆଜିକାଲି ସମାଜ ଏତେ ମାତ୍ରା ରେ କଳୁଷିତ ହେବାକୁ ଲାଗିଲାଣି ଯେ ଅନେକ ସ୍ୱାମୀ ସ୍ତ୍ରୀ କେବଳ ତୃତୀୟ ବ୍ୟକ୍ତି ସହ ଖରାପ ସମ୍ପର୍କ ସ୍ଥାପନ କରୁଛନ୍ତି | ଏମିତି କି ନିଜ ଶାରୀରିକ ସୁଖ ପାଇଁ ଏବଂ ନିଜ ଖୁସି ପାଇଁ ବ୍ୟକ୍ତି ସମ୍ପର୍କ ମଧ୍ୟ ଦେଖୁ ନାହାଁନ୍ତି ଆଉ ଯାହା ସହିତ ଇଚ୍ଛା କରୁଛନ୍ତି ତାହା ସହିତ ଖରାପ ସମ୍ପର୍କ ରେ ଲୀନ ରହୁଛନ୍ତି | ତେବେ ସେଭଳି ଏକ ଘଟଣା ପୁଣି ଆଖି ସାମ୍ନା କୁ ଆସିଛି ଯେଉଁଠି ଏକ ଖୁଡି ହିଁ ପୁତୁରା କୁ ବାହା ହେବ ବୋଲି ତା ଘର ସାମ୍ନାରେ ବସିଛି ଯାହାକି ଖୁବ ଲଜ୍ୟା ଜନକ କଥା ଅଟେ |

ତେବେ ଏହାକୁ ନେଇ ଏକ ମହିଳା ଗଣ ମଧ୍ୟଣ ସାମ୍ନାରେ କହିଛନ୍ତି କି, ସେ ଲେଡି ଜଣଙ୍କୁ ଟିକେ ଲଜ୍ୟା ଆସୁନି କହୁଛି ନା କଣ ବାପ ପାଖରେ ପିଲା ରହିବେ ଆଉ ମୁଁ ପୁତୁରା ପାଖରେ ରହିବି | ପୁତୁରା ବୟସ ହେଉଛି 32 ଆଉ ମହିଳା ର ବୟସ ହେଉଛି 42 ତା ମାନେ ଜଣେ ମା ପୁଅ ସମ୍ପର୍କ ରେ ସେ ଦୁହେଁ କଳଙ୍କ ଲଗେଇ ଦେଉଛନ୍ତି |

 

ସେ ମା ସମାନ ଖୁଡି କିନ୍ତୁ ସେ କହୁଛି ନା କଣ ମୁଁ ଅଲବତ ମୋ ପୁତୁରା କୁ ବାହା ହେବି, ଏହି ଜାଗାରେ ସେ ମହିଳା ଜଣଙ୍କ ବିଷ ଖାଇକି ମରିଯିବା କଥା | କାରଣ ସେ ମହିଳା ଜଣଙ୍କ ଦୁଇଟା ଛୁଆ ର ମା ଆଉ ତୁ ପୁତୁରା ସହ ଲୁଚି ଲୁଚି ପ୍ରେମ କରୁଛି କହୁଛି ନା କଣ ସେ ମୋ ମଥାରେ ସିନ୍ଦୁର ଦେଇଛି | ତୋ ମଥାରେ ସିନ୍ଦୂର ଲଗାଇବା ପାଇଁ କଥା ଗଲା କେମିତି ତାହେଲେ ବହୁତ ଦିନ ହେଲା ତୋର ଚୋରା ପୀରତି ଚାଲିଛି ଆଉ ସେ ତୋର ଗୋଟେ ପୁଅ ତୋର କେମିତି ତା ପ୍ରତି ଆଗ୍ରହ ଆସିଲା |

ଯଦି ପୁତୁରା ର କିଛି ଝିଆରୀ ର ବାପା ମା ଚାଲି ଗଲେ ତେବେ ଖୁଡି ମାନେ ପୁତୁରା କୁ ଏକ ମା ର ସ୍ନେହ ଦେଇ ତାଙ୍କୁ ଆପଣେଇ ନିଅନ୍ତି କିନ୍ତୁ ଏଠାରେ ଏଭଳି ଏକ ଚିତ୍ର କି ଖୁଡି ପୁତୁରା ର ଘର ସାମ୍ନାରେ ବସିଛି କି କଣ ନା ମୁଁ ପୁତୁରା କୁ ବାହା ହେବି ଯାହାକି ଖୁବ ଲଜ୍ୟା ଜନକ ଘଟଣା ଅଟେ |

ତେବେ ଏଭଳି ମହିଳା ଙ୍କୁ ଗାଁ ରେ ଏକ ସଭା କରିକି ସେହି ମହିଳା ଙ୍କୁ କଡ଼ା ଶାସନ କରିବା ଉଚିତ ନଚେତ ଏଭଳି ଘଟଣା ବାରମ୍ବାର ଘଟିବ ଆଉ ସମାଜ କଳୁଷିତ ହୋଇ ଯିବ ବୋଲି ମହିଳା ଜଣଙ୍କ କହିଛନ୍ତି | ତେବେ ତାଙ୍କର ଏଭଳି କଥା ସୋସିଆଲ ମିଡ଼ିଆ ରେ ଅନେକ ସମର୍ଥନ କରିଛନ୍ତି ଆଉ ଏଭଳି ଘଟଣା କୁ ନେଇ ଅନେକ ଲଜ୍ୟା ମଧ୍ୟ ଅନୁଭବ କରିଛନ୍ତି |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave a Comment