ଓଡ଼ିଶାର ଲୋକପ୍ରିୟ ଗାୟିକା ଅସୀମା ପଣ୍ଡା ଙ୍କୁ ତ ଆପଣ ମାନେ ନିଶ୍ଚିତ ଜାଣିଥିବେ। ତାଙ୍କ କଣ୍ଠରୁ ଅନେକ ଗୁଡ଼ିଏ ସଙ୍ଗୀତ ତ ଆପଣ ଶୁଣିବାକୁ ପାଇଥିବେ। ତାଙ୍କ ସ୍ଵରରେ ସତେ ଯେମିତି ଏକ ଯାଦୁ ରହିଛି। ଯଦି ସଙ୍ଗୀତ ଶୁଣିବାକୁ ଆପଣ ଭଲ ପାଉଥିବେ ତେବେ ଏହା ଜାଣିଥିବେ ଯେ ଅନେକ ଏମିତି ଓଡ଼ିଆ ସଂଗୀତ ରହିଛି ଯାହାକୁ ଶୁଣିଲେ ମନ ଶାନ୍ତି ହୋଇଯାଏ। ନବେ ଦଶକର ଅନେକ ଏମିତି ସଙ୍ଗୀତ ରହିଛି ଯାହା ସମସ୍ତଙ୍କ ମନକୁ ଛୁଇଁଲା ଭଳି ଅଟେ। ସେହିପରି ଏକ ସୁନ୍ଦର୍ ଏବଂ ଭିନ୍ନ ସ୍ୱାଦର ଓଡ଼ିଆ ସଙ୍ଗୀତ ଅସୀମା ପଣ୍ଡା ଙ୍କର ଆସିବାକୁ ଯାଉଛି ଯାହାକୁ ଶୁଣିଲେ ଆପଣ ବି ଖୁସି ହୋଇଯିବେ।କିନ୍ତୁ ଗୀତଟି ରିଲିଜ୍ ହୋଇ ନାହିଁ।
ତେବେ ଆପଣ ମାନଙ୍କର ସମସ୍ତଙ୍କ ପ୍ରିୟ ଗାୟିକା ଓଡ଼ିଶାର ଲୋକପ୍ରିୟ ସିଙ୍ଗର ଅସୀମା ପଣ୍ଡା ବିଭିନ୍ନ ପ୍ରକାରର ଗୀତ ଗାଇ ଏବେ ବହୁତ ଚର୍ଚ୍ଚା ରେ ଅଛନ୍ତି। ଏହାପରେ ତାଙ୍କ ଲୋକପ୍ରିୟତା ଅଧିକ ବଢ଼ି ଯାଇଥିଲା। ତେବେ ତାଙ୍କ କଣ୍ଠରୁ ଅନେକ ଗୀତ ତ ଆପଣ ଶୁଣିଥିବେ। ତାଙ୍କ ସ୍ୱରର ସବୁଗୀତ ବେଶ୍ ଆକର୍ଷଣୀୟ ହୋଇଥାଏ ଶୁଣିବାକୁ, ଯାହାକୁ ଦର୍ଶକ, ଶ୍ରୋତା ମାନେ ବହୁତ୍ ପସନ୍ଦ କରନ୍ତି।ତାଙ୍କର ଅନେକ ଗୀତ ଏବେ ବେଶ୍ ଲୋକପ୍ରିୟତା ର ସହିତ ଆଗେଇ ଚାଲିଛି। ଗୋଟିଏ ପରେ ଗୋଟିଏ ହିଟ୍ ଗୀତକୁ ଭେଟି ଦେଉଛନ୍ତି ଅସୀମା ପଣ୍ଡା। ଆଉ ଲୋକଙ୍କ ହୃଦୟକୁ ବେଶ୍ ଛୁଇଁଥାଏ ତାଙ୍କ ଗୀତ।
ତେବେ ଅଭିନେତା ହେଉ ବା ଅଭିନେତ୍ରୀ ବା ସିଙ୍ଗର ମାନଙ୍କ ଜୀବନରେ ଯାହା ବି କିଛି ଘଟିଥାଏ ତାହା ସେମାନେ ତାଙ୍କ ୟୁଟ୍ୟବ ଚ୍ୟାନେଲ, ଫେସବୁକ, ଇନଷ୍ଟାଗ୍ରାମ୍ ରେ ଅପଲୋଡ଼ କରିଥାନ୍ତି। ଆଉ ୟୁଜର୍ସ ମାନେ ମଧ୍ୟ ସେମାନଙ୍କ ପୋଷ୍ଟ କୁ ଦେଖି ବହୁତ ଖୁସି ହୋଇଥାନ୍ତି। ତେବେ ସେଲିବ୍ରେଟି ମାନେ ତାଙ୍କ ଜୀବନର କାର୍ଯ୍ୟକଳାପ କୁ ନେଇ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି।ଆଉ ବେଳେବେଳେ ଲାଇଭ୍ ଆସି ସେମାନେ ଦର୍ଶକଙ୍କ ସହ ସମୟ ବିତେଇଥାନ୍ତି। ଆଉ ବର୍ତ୍ତମାନ ସୁପରଷ୍ଟାର ସିଙ୍ଗର ଅସୀମା ପଣ୍ଡା ମଧ୍ୟ ଲାଇଭ୍ ଆସିଥିଲେ, ଆଉ ସେ ଦର୍ଶକ ମାନଙ୍କ ସହିତ ବେଶ୍ ମଜା ମସ୍ତି କରିଛନ୍ତି।
ତେବେ ସେ ତାଙ୍କର ଲାଇଭ୍ ଆସିବାର କାରଣ ଏହା ଥିଲା କି, ସେ ତାଙ୍କର ଭାଉଜ ଙ୍କ ଜନ୍ମ ଦିନ ପାଇଁ ତାଙ୍କ ଘରକୁ ଆସିଥିଲେ। ଆଉ ସେଠାରେ ସେମାନେ ସମସ୍ତେ ଏକାଠି ମିଶି ଲାଇଭ୍ ଆସି ଦର୍ଶକଙ୍କ ସହ ବେଶ୍ ମଜା ମସ୍ତି କରୁଥିବାର ଦେଖିବାକୁ ମିଳିଥିଲା। ଆଉ ଦର୍ଶକ ମାନେ ଲାଇଭ୍ ରେ ଅସୀମା ପଣ୍ଡା ଙ୍କୁ ପ୍ରଶ୍ନ କରିଥିଲେ। ଆଉ ଯାହାର ଉତ୍ତର ମଧ୍ୟ ଅସୀମା ପଣ୍ଡା ଦେଇଥିଲେ। ଦର୍ଶକଙ୍କ କହିବା ଅନୁସାରେ ସେ ଲାଇଭ୍ ରେ ତିନୋଟି ଗୀତ ମଧ୍ୟ ଗାଇଥିଲେ। ତେବେ ଅସୀମା ପଣ୍ଡା କହିଛନ୍ତି କି, ତାଙ୍କର ଏକ ନୂଆ ଗୀତ ଆସିବାକୁ ଯାଉଛି ଯାହା ବହୁତ ସୁନ୍ଦର ହୋଇଛି। ବର୍ତ୍ତମାନ ଅସୀମା ପଣ୍ଡା ଙ୍କ ଏହି ଭିଡିଓ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି