ଶ୍ମଶାନରୁ Live – ଏକାଠି ଜଳୁଛି ପରିବାର ଗୋଟିଏ ଦିନର – ସମାନ ସମୟର ର ୫ ଜଣଙ୍କ ର ଜୁଇ….ଭିଡିଓ ଦେଖିଲେ ଆଖିରୁ ଲୁହ ଆସିଯିବ

ଆପଣ ତ ବେସ ଭଲ ଭାବରେ ଜାଣିଛନ୍ତି ଯେତେ ବେଳେ ପ୍ରତେକ ଜୀବ ଜୀବନ ପାଇଛନ୍ତି ସେତେ ବେଳେ ତାଙ୍କର ମୃତ୍ୟୁ ମଧ୍ୟ ସୁନିଶ୍ଚିତ | କାରଣ ଜନ୍ମ ବିନା ମୃତ୍ୟୁ ଅସମ୍ଭବ ଆଉ ମୃତ୍ୟୁ ବିନା ଜନ୍ମ ଅସମ୍ଭବ | ଜଣେ ମନୁଷ୍ୟ କେତେ ବେଳେ ଜନ୍ମ ହେବ ତାହା ଜଣେ କହି ପାରିବ କିନ୍ତୁ ଜଣେ ମନୁଷ୍ୟ ର କେତେ ବେଳେ ଯେ ମୃତ୍ୟୁ ହେବ ତାହା କେହି ମଧ୍ୟ କହି ପାରିବେ ନାହିଁ | ତେବେ ଆମେ ସୋସିଆଲ ମିଡ଼ିଆ ଦ୍ୱାରା ଅନେକ ଘଟଣା ସମ୍ପର୍କ ରେ ଅବଗତ ହୋଇ ଥାଉ ଆଉ ପ୍ରତିଦିନ ର କଣ ଖବର ତାହା ଜାଣି ପାରି ଥାଉ |

ବେଳେ ବେଳେ କିଛି ଏମିତି ଦୁଖଃଦ ଖବର ଆସି ପହଞ୍ଚି ଥାଏ ଯାହାକୁ ବିଶ୍ୱାସ ମଧ୍ୟ କରି ହୁଏ ନାହିଁ ଏବଂ ଛାତି ଥରି ଉଠେ | ତେବେ ସେଭଳି ଏକ ହୃଦୟ ବିଦାରକ ଘଟଣା ସାମ୍ନା କୁ ଆସିଛି ଯାହାକୁ ଶୁଣିଲେ ଆପଣ ଙ୍କ ରୁମ ମଧ୍ୟ ଟାଙ୍କୁରୀ ଉଠିବ | ଗୋଟିଏ ପରିବାର ର ପାଞ୍ଚୋଟି ଜୁଇ ଏକା ସାଙ୍ଗରେ ଜଳୁଛି, ତେବେ ଆସନ୍ତୁ ପୁରା ଘଟଣା ଟି ଉପରେ ନଜର ପକାଇବା |

ଗୋଟିଏ ପରିବାର ରେ ବାପା ମା ଆଉ ଗୋଟିଏ ଝିଅ ସହିତ ଦୁଇ ପୁଅ ରହୁ ଥିଲେ ବେସ ଖୁସିବାସ ରେ ସୁନାର ସଂସାର ଚାଲି ଥିଲା କିନ୍ତୁ ଭାଗ୍ୟ ର ବିଡମ୍ବନା ଯୋଗୁଁ ଆଜି ପୁରା ପରିବାର ଟିକୁ କାଳ ନେଇ ଯାଇଛି | ଆଜିକାଲି ର ସମାଜ ମଧ୍ୟ ଏତେ କଳୁଷିତ ହୋଇ ଗଲାଣି ଯେ କେହି ଆଉ ନିଜ ସ୍ୱାର୍ଥ ପାଇଁ ସମ୍ପର୍କ ମଧ୍ୟ ଦେଖୁ ନାହାଁନ୍ତି ଯାହାକି ଜଣେ ଅନ୍ୟ ଜଣର ଜୀବନ ମଧ୍ୟ ନେଇ ଯାଉଛି | ଏଠାରେ ଘଟଣା ଟି ହେଉଛି ନିଜ ଭାଇ ହିଁ ତା ଭାଇ, ଭାଉଜ ଓ ପୁତୁରା ଝିଆରୀ କରି 5 ଜଣଙ୍କୁ ହତ୍ୟା କରିଛି |

ଏଭଳି ଏକ ଘଟଣା କଟକ ସହର ରେ ହିଁ ଦେଖିବା ପାଇଁ ମିଳିଛି, ଶିବ ନାମକ ଜଣେ ବୟସ୍କ ବ୍ୟକ୍ତି ତାଙ୍କ ନିଜ ସାନ ଭାଇର ସମ୍ପୂର୍ଣ୍ଣ ପରିବାର କୁ ରାତିରେ ଶୋଇ ଥିବା ସମୟରେ କଟୁରୀ ରେ ହାଣି ହତ୍ୟା କରିଛନ୍ତି ବୋଲି ସୂଚନା ମିଳିଛି | ସେ ତାଙ୍କର ଭାଇ, ଭାଉଜ ଓ ତିନି ଜଣ ପିଲା ଙ୍କୁ ଅତି ନିର୍ମମ ଭାବରେ ହତ୍ୟା କରିଛନ୍ତି, ଏମିତି କି ଶିବ ହତ୍ୟା କରି ସାରିବା ପରେ ପୋଲିସ ଆଗରେ ସରେଣ୍ଡର କରି ନେଇଛନ୍ତି |

ସୂଚନା ଅନୁସାରେ ଦୁଇ ଭାଇ ଙ୍କ ଭିତରେ ଅନେକ ସମୟ ରୁ ଧରି ଜମିବାଡ଼ି ପାଇଁ ଗଣ୍ଡଗୋଳ ଚାଲି ରହି ଥିଲା, ଯାହା ଫଳରେ କି ଶେଷରେ ଶିବ ଅତି ନିର୍ମମ ଭାବରେ ପୁରା ପରିବାର ଟିକୁ ହତ୍ୟା କରି ଦେଇଛି | ଏଭଳି ଏକ ଘଟଣା ଏବେ ସୋସିଆଲ ମିଡ଼ିଆ ରେ ଖୁବ ଚାଞ୍ଚଲ୍ୟ ସୃଷ୍ଟି କରିଛି |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave a Comment