ସେ ମୋ ଇଜ୍ଜତ ସହ ଖେଳିଲା ଏବେ କହୁଛି 10 ହଜାର ନେଇ ପଳା..ରଖିବନି ବୋଲି ଧମକ ଦେଉଛି !”

ସୋସିଆଲ ମିଡିଆରେ ଏମିତି ଅନେକ କିଛି ଘଟଣା ପ୍ରତିଦିନ ଘଟି ଯାଉଥିବାର ଦେଖିବା କୁ ମିଳୁଛି ଯାହା ସାଧାରଣରେ ଚର୍ଚ୍ଚାର ବିଷୟ ପାଲଟିଥାଏ।ପରେ ଏପରି ଘଟଣା ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଥାଏ। ତେବେ ଦେଖିବାକୁ ମିଳୁଥିବା ଏପରି କିଛି ଘଟଣା ମାନଙ୍କ ମଧ୍ୟରୁ କିଛି ଘଟଣାକୁ ଆମେ ହେୟ ଜ୍ଞାନ କରି ଦେଇ ଥାଉ ତ ପୁଣି କିଛି ଘଟଣା ବିଷୟରେ ଆମେ ଆଲୋଚନା ଏବଂ ଚର୍ଚ୍ଚା କରିଥାଉ।ସୋସିଆଲ ମିଡିଆରେ ଏହିପରି ପ୍ରତିଦିନ ଅନେକ ଭାଇରାଲ ଭିଡିଓ ଆପଣ ଦେଖୁଥିବେ। ତେବେ ଆଜିର ଏହି ସମାଜରେ ଲୋକ ମାନଙ୍କ ଜୀବନରେ କେତେବେଳେ କଣ ଘଟଣା ଘଟୁଛି ବା ଆଗକୁ ଘଟିବ କେହି ବି ଜାଣି ପାରିବେ ନାହିଁ।

 

ଆଜିକାଲି ର ସମୟରେ କିଛି ଏମିତି ପ୍ରକାରର ଖରାପ କାର୍ଯ୍ଯ କଲାପର ଭିଡିଓ ସାମ୍ନାକୁ ଆସିଥାଏ ଯାହା ସାଧାରଣରେ ଅବିଶ୍ୱସନୀୟ ଯୋଗ୍ଯ ହୋଇଥାଏ। ଆମେ ଦେଖିବାକୁ ପାଉଥିବା ଅନେକ ଭାଇରାଲ ଭିଡିଓ ମାନଙ୍କ ମଧ୍ୟରୁ କିଛି ଘଟଣା ଏମିତି ରହିଥାଏ ଯାହା ଜାଣିବା ପରେ ସାଧାରଣରେ ଏହା ଚର୍ଚ୍ଚା ର ବିଷୟ ପାଲଟିଯାଏ।

ତେବେ ସମୟ କ୍ରମେ ଏମିତି କିଛି ଘଟଣା ସଂସ୍ପର୍ଶରେ ଆମେ ଆସିଥାଉ ଯାହା ସହଜରେ ବିଶ୍ୱାସ ଯୋଗ୍ୟ ହୋଇ ପାରି ନଥାଏ ଏବଂ ଏହା ଆମକୁ ଆଶ୍ଚର୍ଯ୍ୟ କରିଥାଏ।ଏହା ବାସ୍ତବିକ୍ ଭାବରେ ଏମିତି କିଛି ଦିଗକୁ ଇଙ୍ଗିତ କରିଥାଏ ଯେ ଆମେ ଏହାକୁ ସହଜରେ ଗ୍ରହଣ କରି ପାରି ନଥାଉ।


ତେବେ ବର୍ତ୍ତମାନ ସମୟରେ ପ୍ରେମ ଏମିତି ଏକ ଜିନିଷ ହୋଇ ଗଲାଣି ଯାହାକି କରିବା ଆଗରୁ ସେମାନେ ଆଗ ପଛ କିଛି ଭାବୁ ନାହାନ୍ତି। ଆଉ ବିବାହ ପରେ ମଧ୍ୟ କିଏ ସ୍ୱାମୀ କୁ ଛାଡି ତ ଆଉ କିଏ ସ୍ତ୍ରୀ କୁ ଛାଡ଼ି ଅନ୍ୟତ୍ର ପଳେଇ ଯିବା ଏବେ ଟ୍ରେଣ୍ଡ ହୋଇ ଗଲାଣି। ତେବେ ସେଭଳି ଏକ ଲଜ୍ଜାଜନକ ଘଟଣା ସାମ୍ନାକୁ ଆସିଛି। ଆଉ ଘଟଣାଟି ହେଉଛି ଜଣେ ଯୁବତୀ ଙ୍କ ନିର୍ବନ୍ଧ ସରିବା ପରେ ଶାରୀରିକ ସମ୍ପର୍କ ରଖିଲା ଆଉ ତାପରେ ବିବାହ ପାଇଁ ମନା କରୁଛନ୍ତି। ତେବେ ଘଟଣାଟି ହେଉଛି ରାୟଗଡ଼ା ଜିଲ୍ଲାର।

ତେବେ ସେହି ଯୁବତୀ ଙ୍କ କହିବା ଅନୁସାରେ, ଦୁଇ ପରିବାର ର ସମ୍ମତି ରେ ନିର୍ବନ୍ଧ ହୋଇଥିଲା। ତାପରେ ଯୁବକ ଜଣକ ସେହି ଯୁବତୀ ସହିତ ଶାରୀରିକ ସମ୍ପର୍କ ମଧ୍ୟ ରଖିଥିଲେ। କିନ୍ତୁ ବର୍ତ୍ତମାନ ଯୁବକ ଜଣକ କହିଛନ୍ତି ତାଙ୍କୁ ଯେ ସେ ସେହି ଯୁବତୀ ଜଣଙ୍କୁ ବିବାହ କରିବେ ନାହିଁ, ଆଉ ୧୦ ହଜାର ଟଙ୍କା ଦଉଛି ମୁଁ ତୋତେ ରଖିବିନି ଏମିତି କହିଥିଲା ଥୁବକ ଜଣକ। ଆଉ ଯଦି ଟଙ୍କା ନ ନେବ ତାହେଲେ ତାଙ୍କୁ ମାରିଦେବ ବୋଲି ଧମକ ଦେଇଛନ୍ତି। ଆଉ ଏହିସବୁ ଘଟଣା ଯୁବତୀ ଜଣକ ଥାନାର ଦ୍ଵାରସ୍ଥ ହୋଇଛନ୍ତି।

Leave a Comment