ତେବେ ସୋସିଆଲ ମିଡ଼ିଆ ଏପରି ଏକ ପ୍ଲାଟଫର୍ମ ଯାହା ସାଧାରଣ ଲୋକ ଙ୍କୁ ମଧ୍ୟ ସେଲିବ୍ରେଟି ବନେଇ ଦେଇ ଥାଏ | ଆଜି କାଲି ଟେକନୋଲୋଜି ଦୁନିଆଁ ରେ ମଧ୍ୟ ବୃଦ୍ଧ ରୁ ଆରମ୍ଭ କରି ଛୋଟ ଛୁଆ ପର୍ଯ୍ୟନ୍ତ ସମସ୍ତେ ସୋସିଆଲ ମିଡ଼ିଆ ସହିତ ଜଡ଼ିତ | ନିଜର କିଛି ପ୍ରତିଭା ହେଉ କି ଛୋଟ ଭିଡ଼ିଓ କରି ହେଉ ସମସ୍ତେ ଏହାକୁ ସୋସିଆଲ ମିଡ଼ିଆ ରେ ଉପଲୋଡ କରି ଲୋକ ମାନଙ୍କର ଭଲ ପାଇବାକୁ ହାସଲ କରି ପାରି ଥାଆନ୍ତି | କିଏ ଗୀତ ମାଧ୍ୟମ ରେ ତ ଆଉ କିଏ ନାଚ ମାଧ୍ୟମ ରେ ତ ଆଉ କିଏ ନିଜ ଜୀବନ ଶୈଳୀ କୁ ଭିଡ଼ିଓ କରି ସୋସିଆଲ ମିଡ଼ିଆ ଜଗତ ରେ ପ୍ରିୟ ର ପାତ୍ର ହୋଇ ପାରିଥାନ୍ତି |
ସମସ୍ତେ ପ୍ରାୟ ଇନଷ୍ଟା ରେ ଛୋଟ ଛୋଟ ରିଲ୍ସ ଭିଡ଼ିଓ କରି ଉପଲୋଡ କରି ଥାଆନ୍ତି ଆଉ ଲୋକ ମାନେ ମଧ୍ୟ ଏହାକୁ ଦେଖି ଖୁବ ପସନ୍ଦ କରିଥାନ୍ତି | ଆପଣ ତ ବେସ ଭଲ ଭାବରେ ଜାଣିଛନ୍ତି ଆଜିକାଲି ଏହି ଡିଜିଟାଲ ଯୁଗରେ କିଭଳି ଭାବେ ମ୍ୟୁଜିକ ଭିଡ଼ିଓ କରି ଲୋକ ମାନଙ୍କର ଭଲ ପାଇବାକୁ ହାସଲ କରୁଛନ୍ତି | କାରଣ ଆଜିକାଲି ଆଲବମ ଗୀତ ର ମଧ୍ୟ ଅନେକ ଚାହିଦା ରହିଛି ଆଉ ଯାହାକୁ ନେଇ ଏକ ଷ୍ଟୋରି କରି ଲୋକେ ନିଜ ୟୁଟ୍ୟୁବ ଚ୍ୟାନେଲ ରେ ପୋଷ୍ଟ କରୁଛନ୍ତି |
ସେଭଳି ଭାବେ ଆଜି କାଲି ର ଯୁବ ପିଢ଼ି ଏକ ସୁନ୍ଦର ଆଲବମ ନେଇ ଆସିଛନ୍ତି ଯାହାକୁ ଦେଖିଲେ ଆପଣ ଙ୍କୁ ମଧ୍ୟ ଖୁବ ପସନ୍ଦ ଆସିବ | ଏଥିରେ ଏକ ସୁନ୍ଦର ପ୍ରେମ କାହାଣୀ ରହିଛି ଯାହାକୁ ଦେଖିଲେ ଆପଣ ବୁଝି ପାରିବେ ଯେ ପ୍ରେମ କେତେ ସୁନ୍ଦର ଓ କେତେ ମଧୁର ହୋଇ ଥାଏ | ଆପଣ ତ ବେସ ଭଲ ଭାବରେ ଜାଣିଛନ୍ତି ଏହି ପ୍ରେମ ଗୋଟେ ମଣିଷ କୁ କେତେ ବେଳେ ବି କୋଉ ମୁହୂର୍ତ୍ତ ରେ ବି ହୋଇ ପାରେ, ପ୍ରେମ ସ୍ଥାନ କାଳ ପାତ୍ର କିଛି ନଥାଏ |
ପ୍ରେମ ରେ ସ୍ୱାର୍ଥ ନଥାଏ, କି ଛଳନା ମଧ୍ୟ ନଥାଏ ଏବଂ ଏହି ପ୍ରେମ କେତେ ବେଳେ କାହାକୁ ଅନେକ ଖୁସି ଦେଇ ଥାଏ ତ ଆଉ କେତେ ବେଳେ କାହାକୁ ବହୁତ କଷ୍ଟ ମଧ୍ୟ ଦେଇ ଥାଏ | ତେବେ ଏହି ଆଲବମ ମ୍ୟୁଜିକ ରେ ସେଭଳି ଏକ କାହାଣୀ ଦେଖିବାକୁ ମିଳିଛି ଯେଉଁ ଭିଡ଼ିଓ ଟିର ସଂଯୋଜନା ଓଁ ନିର୍ଦେଶନା ବହୁତ ସୁନ୍ଦର ରହିଛି | ଏହି ଭିଡ଼ିଓ ଟିକୁ ଏତେ ସୁନ୍ଦର ଭାବେ ସଜ୍ଜା ଯାଇଛି ଯାହାକୁ ଦେଖିଲେ ଆପଣ ବେସ ଖୁସି ଅନୁଭବ କରିବେ | ଏହି ସୁନ୍ଦର ଆଲବମ ଗୀତ ଟିକୁ 70 ଲକ୍ଷ ରୁ ଅଧିକ ଲୋକ ଦେଖି ସାରିଲେଣି ଏବଂ ଅନେକ ସୁନ୍ଦର ସୁନ୍ଦର ପ୍ରତିକ୍ରିୟା ମଧ୍ୟ ରଖିଛନ୍ତି |