ହଟାତ live ଆସି ରାଣୀ ପଣ୍ଡା ( rani panda ) କହିଲେ ,ଯାହାକୁ ମୁଁ ହୃଦୟ ଦେଇ ଭଲ ପାଏ ତାକୁ ତ ମୁଁ ରାତିରେ ମୋର ସବୁ ..ଦେଖନ୍ତୁ ଏହି viral ଭିଡ଼ିଓ…

ତେବେ ପୁଣି ରାଣୀ ପଣ୍ଡା ଙ୍କର ଏକ ଭିଡ଼ିଓ ଏବେ ଖୁବ ମାତ୍ରାରେ ଭାଇରାଲ ହେବାରେ ଲାଗିଛି ଯାହାକୁ ଶୁଣିଲେ ଆପଣ ମଧ୍ୟ ଦୁଃଖ ପ୍ରକାଶ କରିବେ | ସେ ଏକ ଭିଡ଼ିଓ ମାଧ୍ୟମ ରେ କହିଛନ୍ତି କି ଛୁଆ ବେଳେ ମଟନ ଯଦି କାହା ଘରେ ହୋଇ ଥିବ ତେବେ ମୁଁ ଦିନ ସାରା ଯାଇକି ତାଙ୍କ ଦୁଆରେ ଯାଇଁ ବସୁ ଥିଲି କି ମଟନ କେତେ ବେଳେ ହେବ | ପୁଣି ମୋ ଲାଇଫ ରେ ମୁଁ ଦୋସା କଣ ଜାଣି ନଥିଲି, ବରା ସମସ୍ତେ କୁହନ୍ତି ଢେଙ୍କାନାଳ ବରା କୁଆଡେ ଭାରି ପ୍ରସିଦ୍ଧ ଆଉ ମୁଁ ପିଲା ବେଳେ ଭାବେ କି ଢେଙ୍କାନାଳ ବରା କଣ ଗୋଟେ ଅଲଗା ପ୍ରକାର ର ବରା ହେଇ ଥିବ | ଆଉ ମୁଁ ସବୁବେଳେ ମୋ ନନା ଙ୍କୁ କୁହେ କି ନନା ମୁଁ ଢେଙ୍କାନାଳ ବରା ଖାଇବି ତାପରେ ରହିଲା ପୁଣି ଡ୍ରେସ, ସୁନା ଗହଣା |

ମୋ ଲାଇଫ ରେ ଏମିତି ବି ହେଇଛି କି ମୁଁ ଜଣଙ୍କ ବାହାଘର ଭୋଜି ରେ ଯାଇ ଥିଲି ଆଉ ସେଠି କନ୍ୟା ଙ୍କର କାନର ସୁନା ଝୁମୁକା ଖସି ପଡିଥିଲା | ଆଉ ମୁଁ ତାକୁ ଉଠେଇକି ରଖି ଦେଇ ଥିଲି ଆଉ ସେମାନେ ସେହି ଝୁମୁକା କୁ ବହୁତ ଖୋଜିଲେ ଆଉ ପରେ ପରେ ମୋ ପ୍ୟାଣ୍ଟ ସାର୍ଟ ଖୋଲିକି ସେମାନେ ଦେଖିଲେ | ଆଉ ମୁଁ ବହୁତ ମାଡ଼ ଖାଇ ଥିଲି ମୋ ବୋଉ କୁ ବି ସେଠି ବହୁତ ଅପମାନ ଶୁଣିବା ପାଇଁ ପଡିଥିଲା ଆଉ ସେଥିପାଇଁ ସେହି ଦିନ ଠାରୁ ମୋର ଗୋଟେ ଜିଦ ହେଲା କି ମୁଁ ବଡ଼ ହେଲେ ରୋଜଗାର କଲେ ସୁନା ପକେଇକି ବୁଲିବି | ସେମିତି ଅନେକ କଥା ରାଣୀ ପଣ୍ଡା ଜୀବନରେ ଅଛି, ଆଜି ମୁଁ ଭଲ ଖାଉଛି ଭଲ ପିନ୍ଧୁଛି ଭଲ ଲଗାଉଛି |

ଝାଟି ମାଟି କୁଡ଼ିଆ ଘରେ ମୋର ଜୀବନ ବତୁ ଥିଲା ମୁଁ ଏବେ ଘରେ ରହୁଛି ଯେତେ ଟଙ୍କା ବି ହେଉ ପର ଘରକୁ ଗଲେ କାହା ଘରେ ଯଦି କାଚ ଗ୍ଲାସ ଥିବ କାହା ଘରେ ଯଦି ଭଲ ଡାଇନିଂ ଟେବୁଲ ଥିବ ମୁଁ ତାକୁ ଦେଖେ ଆଉ ମତେ ଭାରି ଲୋଭ ଲାଗେ | ମୁଁ ଭାବେ ଆମ ଘରେ ଏମିତି ଥାଆନ୍ତା କି ମୁଁ ସେସବୁ ୟୁଜ କରନ୍ତି କି ମୋ ଲାଇଫ ରେ ଯାହା ବି ଏମିତି ସବୁ ଥିଲା ମୁଁ ଧୀରେ ଧୀରେ ସେସବୁକୁ ପୂରଣ କରୁଛି | ଜୀବନରେ ଶେଷ ଇଛା ଅଛିକି ବଲିଓଡ଼ ରେ ପହଞ୍ଚିବା ପାଇଁ ସଲମାନ ଖାନ ଙ୍କୁ ଭେଟ କରିବା ପାଇଁ ଏହା ପୂରଣ ହେଇ ଗଲେ ମୁଁ ଜାଣିବି ଯେ ମୋ ଜୀବନରେ ସବୁକିଛି ପୂରଣ ହୋଇ ଗଲା ବୋଲି |

ଆଉ ମତେ କିଛି ଦରକାର ହିଁ ନାହିଁ ଆଉ ଯାହା ବି ଦରକାର ତାହା ମୁଁ କେବେ ପାଇ ପାରିବି ନାହିଁ ବୋଲି ମୁଁ ଜାଣିଛି | ମୋ ଜୀବନରେ ମୁଁ ତାକୁ କେବେ ଭୁଲି ପାରିବି ନାହିଁ ଯାହାକୁ ମୁଁ ଜୀବନ ଦେଇ ଭଲ ପାଏ, ଯାହାକୁ ମୁଁ ଜୀବନର ସାଥି କରିବା ପାଇଁ ଚାହୁଁଛି ତାକୁ ତ ମୁଁ କେବେ ପାଇ ପାରିବି ନାହିଁ | କିନ୍ତୁ ଭଗବାନ ଙ୍କୁ ଡାକିବି ଯେ ସେ ଯାହାର ବି ହେଉ ବାହା ହେଇକି ଯୋଉଠି ବି ରହୁ ସେ ଖୁସିରେ ରହୁ | ମୁଁ କେବେ ଟା ଲାଇଫ ରେ ଦୁଃଖ ଆଣିବି ନାହିଁ ତା ଦାମ୍ପତ୍ୟ ଜୀବନ ଖୁସିମୟ ହେଉ ତା ସ୍ତ୍ରୀ ସହିତ ସେ ଭଲରେ ରହୁ | ଆଉ ରୋଜଗାର କଲେ ମୁଁ ଗରିବ ଲୋକ ଙ୍କୁ ସାହାଯ୍ୟ କରିବି ମୋର ଆଉ କିଛି ବି ଦରକାର ନାହିଁ ବୋଲି ରାଣୀ ପଣ୍ଡା କହିଛନ୍ତି |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave a Comment