ହୁମା ମନ୍ଦିର ( Huma Temple ) ମାଛ କାଟି ପଥର ହେବା ଘଟଣା ବଡ ରହସ୍ୟ ଦେଖନ୍ତୁ…

ତେବେ ଆମ ଭାରତ ଦେଶ ରେ ଅନେକ ପ୍ରକାର ର ସ୍ଥାନ ରହିଛି ଆଉ ଭିନ୍ନ ଭିନ୍ନ ରାଜ୍ୟ ରେ ଭିନ୍ନ ଭିନ୍ନ ପରମ୍ପରା ସଂସ୍କୃତି କୁ ନେଇ ଭିନ୍ନ ଭିନ୍ନ ସେହିଭଳି ସ୍ଥାନ ମଧ୍ୟ ରହିଛି | ଓଡ଼ିଶା ରେ ମଧ୍ୟ ଏଭଳି ଅନେକ ମନ୍ଦିର ରହିଛି ଯାହାକି ଦେଖିବା ପାଇଁ ଖୁବ ସୁନ୍ଦର ଅଟେ ଏବଂ ଅନେକ ପର୍ଯ୍ୟଟକ ମାନେ ମଧ୍ୟ ଏହି ସ୍ଥାନକୁ ଅର୍ଥାତ ମନ୍ଦିର କୁ ଦର୍ଶନ ପାଇଁ ଯାଇ ଥାଆନ୍ତି | ଓଡ଼ିଶା ର କିଛି କିଛି ପ୍ରସିଦ୍ଧ ମନ୍ଦିର ରେ କେବଳ ଯେ ଓଡ଼ିଶା ବାସୀ ଯାଇ ଥାଆନ୍ତି ତାହା ନୁହେଁ ବରଂ ଓଡ଼ିଶା ବାହାର ଲୋକ ଏମିତି କି ଦେଶ ବାହାରୁ ମଧ୍ୟ ଏହି ମନ୍ଦିର କୁ ଆସି ଥାଆନ୍ତି |

ତେବେ ଏଭଳି ଅନେକ ତୀର୍ଥ ସ୍ଥାନ ଓ ଦର୍ଶନୀୟ ସ୍ଥାନ ରହିଛି ଆଉ ଆପଣ ମାନେ ଏହା ମଧ୍ୟ ଜାଣିଛନ୍ତି କି ପ୍ରତେକ ମନ୍ଦିର ରେ ଗୋଟିଏ ଗୋଟିଏ ବିଶେଷତ୍ୱ ମଧ୍ୟ ରହିଛି | ସେହି ମନ୍ଦିର ଗୁଡ଼ିକ ରେ ଅନେକ ପ୍ରକାର ର ରହସ୍ୟ ମଧ୍ୟ ରହି ଥାଏ ଯାହାକୁ ସାଧାରଣ ଲୋକ ମାନେ ଜାଣି ନଥାନ୍ତି | ତେବେ ସେହି ସବୁ ମନ୍ଦିର ରୁ ହୁମା ମନ୍ଦିର ହେଉଛି ଅନ୍ୟତମ ଯାହାକି ଏହି ହୁମା ମନ୍ଦିର ରେ ମଧ୍ୟ କିଛି ବିଶେଷତ୍ୱ ରହିଛି | ତେବେ ଆସନ୍ତୁ ଏହି ରହସ୍ୟ ଗୁଡ଼ିକ କଣ ଆଜି ସେହି ସମ୍ପର୍କ ରେ ଆଲୋଚନା କରିବା |

ସୂଚନା ଅନୁଯାଇ କୁହାଯାଉଛି କି ହୁମା ମନ୍ଦିର ପ୍ରସ୍ତୁତ ହେବା ପୂର୍ବରୁ ଗୋଟିଏ ରହସ୍ୟ ଥିଲା | ତେବେ ଏକ ଗାଈ ଜଗୁଆଳି ଗାଈ କୁ ଚୋରାଇବା ପାଇଁ ଜଙ୍ଗଲକୁ ନେଇ ଯାଉଥିଲା ଆଉ ସେହିଠାରେ ଗାଈଟି ଚୋରିବା ପରେ ଘରକୁ ଫେରି ଆସୁଥିଲା | ତେବେ ଘରକୁ ଫେରିବା ପରେ ଗାଈଟି ଯେତେ ପରିମାଣ ରେ କ୍ଷୀର ଦେଉ ଥିଲା ତାହା ଦିନକୁ ଦିନ କମିବାରେ ଲାଗିଥିଲା | ଆଉ ଯାହା ଦ୍ୱାରା ଗାଈ ର କ୍ଷୀର କେଉଁଠି କି ଯାଉଛି ତାହା ଜାଣିବା ପାଇଁ ଥରେ ମାଲିକ ଗାଈ ର ପଛେ ପଛେ ଯାଇ ଥିଲା | ଆଉ ଦେଖି ଥିଲା କି ତା ଗାଈ ଟି ମହାଦେବଙ୍କ ଲିଙ୍ଗ ନିକଟରେ ଛିଡା ହୋଇ ତାରି କ୍ଷୀର ରେ ମହାଦେବ ଙ୍କୁ ଅଭିଷେକ କରାଉଛି |

ଏହାପରେ ପରେ ସମ୍ବଲପୁର ର ମହାରାଜା ଙ୍କୁ ସ୍ୱପ୍ନ ଦେବା ପରେ ବଳଦେବ ଏହି ମନ୍ଦିର ଟିକୁ ଗଢ଼ିଥିଲେ ବୋଲି କୁହାଯାଉଛି | ଏହା ସହିତ ଆହୁରି ମଧ୍ୟ କୁହାଯାଉଛି କି ମହାନଦୀ କୂଳରେ ମନ୍ଦିର ଟିଏ ଥିବାରୁ ଓ ବନ୍ୟା ଆସିବା ଯୋଗୁ ମନ୍ଦିରଟି କୁ ବକ୍ର ଆକୃତି ର କରାଯାଇଛି | ଆହୁରି ମଧ୍ୟ ଏହି ମନ୍ଦିର ଟି ବାତ୍ୟା ଆସିବା ଫଳରେ ବକ୍ର ହୋଇ ଯାଇଛି ବୋଲି ମଧ୍ୟ କୁହାଯାଉଛି | ତେବେ ଏହା ମଧ୍ୟ କୁହାଯାଏ କି ଗାଈ ବାଛୁରୀ ମାନେ ପାଟି କଲା ବେଳେ ତାଙ୍କ ପାଟିରୁ ହୁମା ଶୁଭେ ବୋଲି ମନ୍ଦିର ଟିର ନାଁ ହୁମା ବୋଲି କୁହାଯାଉଛି | ତେବେ ଏଭଳି ଅନେକ ମନ୍ଦିର ରହିଛି ଯେଉଁଥିରେ କିଛି ନା କିଛି ବିଶେଷତ୍ୱ ରହିଛି |

Leave a Comment