ବର୍ତ୍ତମାନ ର ଏହି ଅତ୍ୟାଧୁନିକ ଦୁନିଆ ରେ ସୋସିଆଲ ମିଡ଼ିଆ ସହ ଆମେ ସମସ୍ତେ ଉତପ୍ରତ ଭାବରେ ଯୋଡ଼ିତ ।ଆଉ ସକାଳ ଠାରୁ ସନ୍ଧ୍ୟା ପର୍ଯ୍ୟନ୍ତ ର ସମସ୍ତ ଘଟଣା ଆମେ ଏହି ସୋସିଆଲ ମିଡ଼ିଆ ଦ୍ୱାରା ହିଁ ଜାଣିପାରି ଥାଉ।ଆଉ ଏହି ସୋସିଆଲ ମିଡ଼ିଆ ବର୍ତ୍ତମାନ ଆମ ସମସ୍ତ ଙ୍କ ପାଇଁ ଏହିପରି ଏକ ପ୍ଲାଟଫାର୍ମ ସାଜିଛି ।ଯାହା ଦ୍ୱାରା ଲୋକମାନେ ତାଙ୍କର ନିଜ ଗୁଣ କୁ ସମସ୍ତ ଙ୍କ ଆଗରେ ପରିପ୍ରକାଶ କରିପାରୁଛନ୍ତି ଏବଂ ସେମାନେ ଙ୍କୁ ଲୋକପ୍ରିୟତା ମିଳିବା ସହ ରୋଜଗାର ର ଏକ ରାସ୍ତା ମଧ୍ୟ ମିଳିଯାଉଛି। ଆପଣ ମାନେ ସମସ୍ତେ ଓଡ଼ିଶା ରେ ଅତି ପରିଚିତ ଓଡ଼ିଆ ୟୁ ଟ୍ୟୁବ ଚ୍ୟାନାଲ “ରୁପା ପିଣ୍ଟୁ ଖୁସି ଏକ୍ସପ୍ରେସ” ବିଷୟ ରେ ଜାଣିଥିବେ ନିଶ୍ଚିତ।
ଏହି ୟୁ ଟ୍ୟୁବ ଚ୍ୟାନେଲ ଟି ମାତ୍ର କେତେ ଦିନ ମଧ୍ୟରେ ଅନେକ ଲୋକ ପ୍ରିୟତା ହାସଲ କରିପାରିଛି। ତେବେ କିନ୍ତୁ ଓଡ଼ିଶାର ଏକ ଯୋଡି ସୋସିଆଲ ମିଡ଼ିଆ କୁ ନିଜର ଆୟ କରିବାର ପନ୍ଥା ଭାବରେ ବାଛିଥାନ୍ତି ଏବଂ ନିଜର ଅନ୍ତର୍ନିହିତ ଗୁଣ କୁ ଲୋକ ମାନଙ୍କ ସାମ୍ନା ରେ ଦେଖାଇ ଲୋକପ୍ରିୟତା ହାସଲ କରିଛନ୍ତି।
ତେବେ ବର୍ତ୍ତମାନ ଏହି ରୁପା ପିଣ୍ଟୁ ଏକ୍ସପ୍ରେସ ର ଏକ ନୂଆ ଭିଡ଼ିଓ ସୋସିଆଲ ମିଡ଼ିଆ ରେ ଆସିଛି, ଯାହାକୁ ନେଇ ଖୁବ ଚର୍ଚ୍ଚା ଚାଲିଛି।ତେବେ ଏହି ଦୁଇ ଯୋଡ଼ି ରୁପା ଓ ପିଣ୍ଟୁ ଓଡ଼ିଶାର ଘରେ ଘରେ ପରିଚିତ ଅଟନ୍ତି ।ସେମାନେ ତାଙ୍କର ସୁନ୍ଦରୀ ଅଭିନୟ ତଥା ଆଲବମ ମାଧ୍ୟମରେ ଲୋକମାନ ଙ୍କର ହୃଦୟ ଭିତରେ ଘର କରି ରହିଛନ୍ତି।
ତେବେ ଲୋକମାନେ ମଧ୍ୟ ଏହି ଯୋଡ଼ି ଙ୍କ ସହ ଉତପ୍ରୋତ ଭାବରେ ଯୋଡ଼ିତ ।ତେଣୁ ତାଙ୍କ ବିଷୟରେ ସବୁକିଛି ଜାଣିବା କୁ ପସନ୍ଦ କରନ୍ତି। ତେବେ ବର୍ତ୍ତମାନ ଏହି ଲୋକପ୍ରିୟ ଯୋଡି ଙ୍କ ର ଏକ ନୂଆ ଭିଡ଼ିଓ ସୋସିଆଲ ମିଡ଼ିଆ ରେ ଭାଇରାଲ ହେଉଛି ଯେଉଁ ଭିଡ଼ିଓ ଟିକୁ ଦେଖି ସମସ୍ତେ ଚକିତ ହୋଇ ଯାଇଛନ୍ତି।କାରଣ ଏହି ଭିଡ଼ିଓ ଟିରେ ଆପଣ ଦେଖିବା କୁ ପାଇବେ କି ପିଣ୍ଟୁ ଭାଇ ଙ୍କ ଘରେ ଗୋଟିଏ ବଡ଼ ଢ଼ମଣା ସାପ ମୂଷା ଖାଇବାକୁ ପଶି ଆସିଛି। ଆଉ ସେହି ଢ଼ମଣା କୁ ଦେଖି ଆମ ଖୁସି ପୁରା ଡରିଯାଇଛନ୍ତି କିନ୍ତୁ ତାକୁ ଦେଖିବାକୁ ଛାଡୁ ନାହାନ୍ତି।
ତା ପରେ ଆପଣ ଦେଖିବା କୁ ପାଇବେ କି ଖୁସି ମା ଓ ରୁପା ଭାଉଜ ଏକାଠି ମିଶି ପାର୍ଲର ଯାଇଛନ୍ତି କେଶ କାଟିବା ପାଇଁ। ଆଉ ପାର୍ଲର ରେ ପହଁଚିବା ପରେ ସେଠାରେ ଖୁସି ମା ଙ୍କ ର ଚୁଟି କଟା ଯାଉଛି। କିନ୍ତୁ ଖୁସି ମା ଜମାରୁ ରାଜି ନାହାନ୍ତି ଆଉ ସେ ଚୁଟି କାଟିବା ଭାଇ ଙ୍କୁ ରାଗୁଛନ୍ତି। ତେଣୁ ବାଧ୍ୟ ହୋଇ ରୁପା ମଧ୍ୟ ସେହି ଗେଟଅପ୍ ନେଇ ବସିଛନ୍ତି କିନ୍ତୁ ସେ କେଶ କାଟି ନାହାନ୍ତି। ତେବେ ଏହି ଭିଡ଼ିଓ ଟି ବର୍ତ୍ତମାନ ସୋସିଆଲ ମିଡ଼ିଆ ରେ ଖୁବ ଚର୍ଚ୍ଚା ରେ ରହିଛି।