ଶୁଣନ୍ତୁ viral କଲ୍ ! ୪ଜଣ ଛାତ୍ରୀ ରାଜିଅଛନ୍ତି ,ଦୁଇ ଚାରି ହଜାର ଅଧିକ ନେବେ କହୁଛନ୍ତି I

ତେବେ ବେଶ୍ କିଛି ଦିନ ହେବ ସୋସିଆଲ ମିଡ଼ିଆରେ ଆଜିକାଲି ଗୋଟିଏ ମାତ୍ର ଭିଡିଓ ଭାଇରାଲ ହେବାରେ ଲାଗିଛି ଯାହା ବିଷୟରେ ଆପଣ ବେଶ୍ ଭଲ ଭାବରେ ଜାଣିଥିବେ ତାହା ହେଉଛି ନିଜର କଳା ସାମ୍ରାଜ୍ୟ ବିସ୍ତାର କରିଥିବା ଅର୍ଚନା ନାଗ ଙ୍କ କଥା। ତେବେ ଏହି ଘଟଣା ଦିନକୁ ଦିନ ଯେତେ ବଢ଼ୁଛି ମାୟାବିନୀ ଅର୍ଚ୍ଚନାଙ୍କ ନୂଆ ଠିକଣା ସବୁ ସାମ୍ନାକୁ ଆସୁଛି।

ମାୟାବିନୀ ଅର୍ଚ୍ଚନା କେଉଁଠି କଣ କରୁଥିଲା, କାହା ସହିତ କଣ କଥା ହେଉଥିଲା, କାହାକୁ କେଉଁ କାମରେ ଲଗାଉଥିଲା ସବୁ ଗୋଟି ଗୋଟି କରି ତଥ୍ୟ ଏବେ ସାମ୍ନାକୁ ଆସିବାରେ ଲାଗିଛି। ଯେମିତି ଭାନୁମତୀ ର ପେଡ଼ି ଖୋଲୁଛି। ତେବେ ଆଜି ଆମେ ଆପଣଙ୍କୁ ଅର୍ଚ୍ଚନାଙ୍କ ବିଷୟରେ ଆଉ ଏକ ନୂଆ ତଥ୍ୟ ଦେବାକୁ ଯାଉଛୁ। କଥାଟି ହେଉଛି ଅର୍ଚ୍ଚନା ର ଦେହ ଦଲାଲ ସାଜିଥିଲା ବିକି।

ତେବେ କିଏ ସେ ବିକି, ବିକି କଣ କରୁଛି? କାହିଁକି ବିକି ଅର୍ଚ୍ଚନା ସହିତ ଫୋନ୍ ରେ କଥା ହେଉଥିଲା। ଯାହା ବର୍ତ୍ତମାନ ପୋଲିସ୍ ହାତରେ ଠୋସ୍ ପ୍ରମାଣ ଲାଗିଛି। ବିକି କୁଆଡ଼େ ଅର୍ଚ୍ଚନା ଙ୍କୁ କହୁଥିଲା ୪ ଷ୍ଟୁଡେଣ୍ଟ ରାଜି ଅଛନ୍ତି, ଆଉ ଦୁଇ ଚାରି ହଜାର ଅଧିକ ନେବେ ବୋଲି କହୁଛନ୍ତି। ଆଜ୍ଞା ହଁ ପଟିଆ ଅଞ୍ଚଳରେ କଲେଜରେ ଚାକିରି କରିଛି ବିକି। ବିକି ଏବଂ ଅର୍ଚ୍ଚନା ର ଚାଟିଂ ଏବେ ପୋଲିସ୍ ହାତରେ ଲାଗିଛି।

ଯାହା ବର୍ତ୍ତମାନ ସମସ୍ତଙ୍କ ମୁଣ୍ଡ ବିନ୍ଧା ର କାରଣ ପାଲଟିଛି। ଅର୍ଥାତ୍ ବିକି କଲେଜରେ ଚାକିରି କରିଥିଲା , ଆଉ କଲେଜର ଝିଅ ମାନଙ୍କୁ ଅର୍ଚ୍ଚନା ଙ୍କୁ ଦେଉଥିଲା। ଆଉ ଅର୍ଚ୍ଚନା ସେହି ଝିଅ ମାନଙ୍କୁ ନେଇ ମଡେଲ୍ ବୋଲି କହି ରାତାରାତି କୋଟି କୋଟି ଟଙ୍କା ହାସଲ କରୁଥିଲେ। ତେବେ ପୋଲିସ୍ ହାତରେ ଲାଗିଥିବା ବିକି ଓ ଅର୍ଚ୍ଚନା ର ଚାଟିଂ ରେ ବିକି ଅର୍ଚ୍ଚନା କୁ କହୁଛି ଏଥର ଚାରି ଜଣ ଷ୍ଟୁଡେଣ୍ଟ ରାଜି ହୋଇଛନ୍ତି।

ପୁରା ଫ୍ରେସ୍ ଆଉ ପୁରା ନୁଆ। ଆଉ ସେଥିପାଇଁ ଦୁଇ ଚାରି ହଜାର ଅଧିକ ଦେବା ପାଇଁ କହୁଛି। ଏମାନଙ୍କୁ ଅଧିକ ଦେବା ପାଇଁ ହିଁ ପଡ଼ିବ। କାରଣ ସେମାନେ ସେମିତି ହିଁ। ଏ କ୍ଲାସ୍ ଷ୍ଟୁଡେଣ୍ଟ ଦୁଇ ଚାରି ହଜାର ଟଙ୍କା ଅଧିକ ନଦେଲେ ହେବ ନାହିଁ। ଦେବା ପାଇଁ ନିଶ୍ଚୟ ପଡ଼ିବ, କିନ୍ତୁ ରାଜି ହୋଇଛନ୍ତି। ଆଉ ଏପଟେ ଅର୍ଚ୍ଚନା ତାଙ୍କୁ ଲେଖୁଛନ୍ତି ଓକେ ବସ୍।

 

ତେବେ ପୋଲିସ ହାତରେ ଲାଗିଥିବା ଏହି ଚାଟ୍ ରୁ ସ୍ପଷ୍ଟ ଜଣା ପଡ଼ୁଛି ଅର୍ଚ୍ଚନା ଓ ବିକିଙ୍କ ମଧ୍ୟରେ କିଭଳି ଥିଲା ସମ୍ପର୍କ। ଅର୍ଚ୍ଚନା ଙ୍କୁ କଳା ସାମ୍ରାଜ୍ୟ ବିସ୍ତାର କରିବାରେ ବିକିର ସହଯୋଗ କେତେ ଗୁରୁତ୍ବପୂର୍ଣ୍ଣ। ଆଉ ଏଥିରୁ ସ୍ପଷ୍ଟ ଜଣା ପଡ଼ୁଛି ନୂଆ ନୂଆ ଝିଅ ଯୋଗାଡ଼ କରୁଥିଲା ବିକି ଆଉ ବଡ଼ ବଡ଼ିଆ ଗ୍ରାହାକ ଯୋଗାଡ଼ କରୁଥିଲା ମାୟାବିନୀ ଅର୍ଚ୍ଚନା।

Leave a Comment