1 Days Challenge – ଆଜି ହିଁ କରନ୍ତୁ ଏହି ଛୋଟିଆ ଉପାୟ ମୁହଁ ( Skin ) ଦୁଧ ପରି ଗୋରା ତାଙ୍କ ତାଙ୍କ ଦେଖାଯିବ.. ସମସ୍ତେ ଦେଖି ଆଶ୍ଚର୍ଯ୍ୟ ହେବେ

ଏକ ମଣିଷ ସବୁବେଳେ ଚାହିଁ ଥାଏ କି ତା ଶରୀର ସୁସ୍ଥ ରହିବା ସହିତ ସେ ସୁନ୍ଦର ମଧ୍ୟ ଦେଖା ଯାଉ ଯାହା ଦ୍ୱାରା ସେ ସାମ୍ନା ଲୋକ ଙ୍କୁ ଆକର୍ଷିତ କରି ପାରିବ ଏବଂ ଭଲ ପାଇବା ପାଇ ପାରିବ | ସେଥିପାଇଁ ପ୍ରତେକ ବ୍ୟକ୍ତି ନିଜକୁ ଅଧିକ ସୁନ୍ଦର କରିବା ପାଇଁ ମାର୍କେଟ ରୁ ଅନେକ କ୍ରିମ ଫେସୱାସ ଆଦି ଲଗାଇ ଥାଆନ୍ତି | କିନ୍ତୁ କିଛି କିଛି ଏମିତି କେମିକାଲ କ୍ରିମ ସାବୁନ ଆଦି ଅଛି ଯାହାକୁ ଲଗାଇବା ଦ୍ୱାରା ମୁହଁ କିଛି ଦିନ ଚିକଚିକ କରିବା ପରେ ମୁହଁ କଳା ପଡ଼ି ମୁହଁରେ କେତେ ପ୍ରକାରର କଣ କଣ ସବୁ ବାହାରି ପଡେ | ଏମିତି କି କିଛି କିଛି କ୍ରିମ ରେ ମୁହଁରେ ଇମଫେକସନ ହୋଇ ଲାଲ ଲାଲ ଘା ମଧ୍ୟ ହୋଇ ଯାଇ ଥାଏ | ତେବେ ଆଜି ଏଭଳି 3ଟି ଉପଚାର ସମ୍ପର୍କରେ ଜାଣିବା ଯାହାଦ୍ୱାରା ଆପଣ ଘରେ ହିଁ ଫେସ ପ୍ୟାକ ପ୍ରସ୍ତୁତ କରି ପାରିବା |

1. ଟମାଟୋ ଇଂସ୍ଟଣ୍ଟ ସ୍କିନ ବ୍ରାଇଟେନିଙ୍ଗ ଫେସ ପେକ :-


ପ୍ରଥମେ ଆପଣ ଏକ ପାତ୍ର ନିଅନ୍ତୁ ଏବଂ ସେଥିରେ ଏକ ଚାମଚ ବେସନ ଓ ଏକ ଚାମଚ ମଇଦା ନିଅନ୍ତୁ ଏବଂ ସେଥିରେ ତିନି ବୁନ୍ଦା ଲେମ୍ବୁ ରସ ପକାନ୍ତୁ | ଏହାପରେ ସେଥିରେ ଦୁଇ ଚାମଚ କ୍ଷୀର ଏବଂ ଦୁଇ ଚାମଚ ଟମାଟୋ ରସ ନିଅନ୍ତୁ | ଏହାପରେ ଏହି ସବୁ ସାମଗ୍ରୀ କୁ ଭଲ ଭାବରେ ମିକ୍ସ କରି ଦିଅନ୍ତୁ ଏବଂ ମିକ୍ସ ହୋଇ ଗଲା ପରେ ଏହାର ମିଶ୍ରଣ କୁ ଆପଣଙ୍କ ଫେସ ର ଚାରି ଆଡେ ଭଲ ଭାବରେ ଲେପନ କରନ୍ତୁ | ଏହାପରେ ଏହି ଲେପନ ଆପଣଙ୍କ ସ୍କିନ ରେ କୁ 20 ମିନିଟ ପର୍ଯ୍ୟନ୍ତ ରଖନ୍ତୁ ଏବଂ ପରେ ଥଣ୍ଡା ପାଣିରେ ଭଲ ଭାବରେ ଧୋଇ ଦିଅନ୍ତୁ | ଦେଖିବେ ଆପଣଙ୍କ ମୁହଁର ସମସ୍ତ ସମସ୍ୟା ଦୂର ହୋଇ ଯିବ ଏବଂ ଆପଣଙ୍କ ଫେସ ଗ୍ଲୋ କରିବ |

2. ଇଂସ୍ଟଣ୍ଟ ହଳଦୀ ସ୍କିନ ବ୍ରାଇଟେନିଙ୍ଗ ଫେସ ପେକ :-

 


ଏକ ପାତ୍ର ରେ ପ୍ରଥମେ ଦୁଇ ଚାମଚ ବେସନ, ଏକ ଚାମଚ ହଳଦୀ ଗୁଣ୍ଡ, ଏକ ଚାମଚ ଲେମ୍ବୁ ରସ, ଏକ ଚାମଚ ମହୁ ଏବଂ ଶେଷରେ ଦୁଇ କି ତିନି ଚାମଚ ଦହି ନିଅନ୍ତୁ | ଏହି ସାମଗ୍ରୀ କୁ ଭଲ ଭାବରେ ମିକ୍ସ କରି ଦିଅନ୍ତୁ ଏବଂ ଏହାକୁ ନିଜ ମୁହଁରେ ଲଗାନ୍ତୁ | ନିଜ ମୁହଁରେ ଏହାକୁ 20 ମିନିଟ ରଖିବା ପରେ ଥଣ୍ଡା ପାଣିରେ ଭଲ ଭାବରେ ଧୋଇ ଦିଅନ୍ତୁ | ଏହାକୁ ସପ୍ତାହରେ 3 କି 4 ଥର ବ୍ୟବହାର କରନ୍ତୁ ଦେଖିବେ ଆପଣଙ୍କ ଫେସ ଗ୍ଲୋ କରିବ |

3. ଇଂସ୍ଟଣ୍ଟ କଫି ସ୍କିନ ବ୍ରାଇଟେନିଙ୍ଗ ଫେସ ପେକ:-

 

ପ୍ରଥମେ ଏକ ପାତ୍ରରେ ଦୁଇ ଚାମଚ କଫି, ଏକ ଚାମଚ ବେସନ, ଦୁଇ ରୁ ତିନି ଚାମଚ ଦହି ଏବଂ ଶେଷରେ ଦୁଇ ରୁ ତିନି ବୁନ୍ଦା ଲେମ୍ବୁ ରସ ପକାନ୍ତୁ ଏବଂ ତାକୁ ଭଲ ଭାବରେ ମିକ୍ସ କରି ଦିଅନ୍ତୁ | ଏହାକୁ ଫେସରେ ଲଗାଇ 20 ମିନିଟ ପର୍ଯ୍ୟନ୍ତ ରଖନ୍ତୁ ଏବଂ ପରେ ଥଣ୍ଡା ପାଣିରେ ଭଲ ଭାବରେ ଧୋଇ ଦିଅନ୍ତୁ | କଫି ଆମ ସ୍କିନ ପାଇଁ ବହୁତ ଉପକାରିତା ହୋଇଥାଏ ଏବଂ ଏହା ଆମ ଫେସକୁ ଗ୍ଲୋ କରିଥାଏ |

Leave a Comment