ଆଜି କାଲି ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡ଼ିଓ ମାନ ଭାଇରାଲ ହେବାରେ ଲାଗୁଛି । ତେବେ ବେଳେବେଳେ ଏଭଳି କିଛି ଭିଡ଼ିଓ ଆମ ସାମ୍ନା କୁ ଆସିଥାଏ ଯାହାକୁ ଦେଖିଲେ ଆମକୁ ବେଶ ଖୁସି ଲାଗିଥାଏ ଆଉ ବାରମ୍ବାର ଦେଖିବା ପାଇଁ ମଧ୍ୟ ଇଚ୍ଛା ହୋଇଥାଏ । ଆଉ ବର୍ତ୍ତମାନ ଯେଉଁ ଭିଡ଼ିଓ ଟି ଭାଇରାଲ ହେବାରେ ଲାଗିଛି ତାହା ହେଉଛି ଅଙ୍ଗନବାଡି ଦିଦି ଜଣଙ୍କର ପିଲାମାନଙ୍କୁ ସୁନ୍ଦର ଭାବରେ ପଢାଇବାର ଶୌଳି ଏହି ଭାଇରାଲ ହେଉଥିବା ଭିଡ଼ିଓ ଟିରେ ଦେଖିବାକୁ ମିଳିଛି । ଆଉ କେଉଁ ଭଳି ଭାବରେ ଗୀତ ଆଉ ନାଚ ମାଧ୍ୟମରେ ପିଲା ମାନଙ୍କ ପାଠ ପ୍ରତି ଆଗ୍ରହ କୁ ବଢ଼ାଇଛନ୍ତି ତାହା ଏହି ଭାଇରାଲ ଭିଡ଼ିଓ ମାଧ୍ୟମରେ ସାମ୍ନା କୁ ଆସିଛି ।ତାହେଲେ ଭାଇରାଲ ହେଉଥିବା ସମ୍ପୂର୍ଣ୍ଣ ଭିଡ଼ିଓ ଉପରେ ନଜର ପକାଇବା ।
ଆପଣ ମାନେ ଜାଣିଥିବେ କି ଆଜି କାଲି ସୋସିଆଲ ମିଡ଼ିଆ ଜରିଆରେ ଅନେକ ସମୟରେ ଅନେକ କଥା ଜାଣିବାକୁ ପାଉଛନ୍ତି ଲୋକ ମାନେ । ତେବେ ବିଶେଷ କରିକି ଯେତେବେଳେ ଛୋଟ ଛୋଟ ପିଲାମାନଙ୍କର କଥା ଉଠେ ସେତେବେଳେ ଆମେ ଜାଣିଥାଉ ଯେ ଛୋଟ ପିଲାମାନେ ଗୀତ ଆଉ ନାଚ ମାଧ୍ୟମରେ ଅନେକ ବିଷୟରେ ଜ୍ଞାନ ସହଜ ରେ ପାଇଁ ପାରିଥାନ୍ତି ।ଆଉ ପାଠ କୁ ଯଦି ଆମେ ସେମାନଙ୍କୁ ନାଚ ମାଧ୍ୟମରେ ଶିଖାଇବା ତାହେଲେ ତାହାକୁ ପିଲାମାନେ ଶୀଘ୍ର ଗ୍ରହଣ କରିଥାନ୍ତି । ତାହା ବ୍ୟତୀତ ଆଜି କାଲି ସରକାର ଙ୍କ ତରଫରୁ ପିଲାମାନଙ୍କର ପାଠ ପଢା ର ବିକାଶ ପାଇଁ ବିଭିନ୍ନ ପ୍ରକାରର ବ୍ୟବସ୍ତା କରାଯାଉଛି ।
ତେବେ ସୋସିଆଲ ମିଡିଆରେ ଯେଉଁ ଭିଡିଓଟି ଭାଇରାଲ ହେବାରେ ଲାଗିଛି ସେଥିରେ ଦେଖିବାକୁ ମିଳିଛି ଯେ ଅଙ୍ଗନବାଡି ପିଲାମାନଙ୍କୁ ଗୀତ ସହିତ ନାଚ ତାଙ୍କର ଦିଦି ଶିଖାଉଛନ୍ତି ।ଏହି ସୁନ୍ଦର ଗୀତରେ ନାଚିବା ପାଇଁ ସମସ୍ତେ ବହୁତ ଖୁସି ମଧ୍ୟ ଅଛନ୍ତି।ଅଙ୍ଗନବାଡି ର ଦିଦି ଯେମିତି ପାଠ ପଢ଼ାଇବା ପାଇଁ ନାଚୁ ଥିଲେ ତାହାକୁ ଦେଖିଲେ ଆପଣ ମଧ୍ୟ ସହଜ ରେ ଆଖି ଫେରାଇ ନେଇ ପାରିବେ ନାହିଁ ।ଏହି ଭିଡ଼ିଓ ଟିରେ ଦେଖିବା କୁ ମିଳିଛି କି ଅଙ୍ଗନବାଡି ପିଲାମାନଙ୍କୁ ଗୀତ ସହିତ ନାଚ ତାଙ୍କର ଦିଦି ଶିଖାଉଛନ୍ତି।
ଏହି ସୁନ୍ଦର ଗୀତରେ ନାଚିବା ପାଇଁ ସମସ୍ତେ ବହୁତ ଖୁସି ମଧ୍ୟ ଅଛନ୍ତି ଏହି ସୁନ୍ଦର ଗୀତଟି ହେଉଛି ବର୍ଷା ରାଣୀ ଆ ଆ ।ଏହି ସୁନ୍ଦର ଗୀତ ରେ ଏମାନଙ୍କ ନାଚ ର ଢଙ୍ଗ ମଧ୍ୟ ଖୁବ ସୁନ୍ଦର ଥିଲା ତାଙ୍କର ଦିଦି ଯେ ପରି ସୁନ୍ଦର ଭାବରେ ନାଚୁ ଥିଲେ ପିଲା ମାନେ ତାଙ୍କୁ ଦେଖି ସେହି ପରି ନାଚିବା ପାଇଁ ଚେଷ୍ଟା ମଧ୍ୟ କରୁଥିଲେ । ତେବେ ବର୍ତ୍ତମାନ ସମୟ ରେ ଏ ଭଳି ଏକ ସୁନ୍ଦର ଭିଡ଼ିଓ ଖୁବ ଭାଇରାଲ ହେବା ରେ ଲାଗିଛି କାରଣ ଏଭଳି ସୁନ୍ଦର ଦୃଶ୍ୟ ଦେଖିଲେ ମନ କୁ ମଧ୍ୟ ଖୁବ ଖୁସି ମିଳି ଥାଏ ଆଉ ଖୁବ ଆକର୍ଷଣୀୟ ମଧ୍ୟ ହୋଇ ଥାଏ ।