ଆଜି 25.” NOVEMBRE “ଶୁକ୍ରବାର ସିଂହ ରାଶିର ମାସିକ ରାଶିଫଳ – Maa laxmi କୃପାରୁ ଆଜିଠୁ ବଦଳିବାକୁ ଜାଉଛି ଏହି ସବୁ ରାଶିଙ୍କ ଭାଗ୍ୟ

ଆପଣ ମାନେ ଜାଣିଥିବେ କି ପ୍ରତେକ ବ୍ୟକ୍ତି ଙ୍କର ରାଶି ଫଳ ସହିତ ବ୍ୟକ୍ତି ର ବ୍ୟକ୍ତିଗତ ସ୍ଵଭାଵ ଯୋଡ଼ି କି ରହିଥାଏ । ଆଉ ଗ୍ରହ ମାନଙ୍କର ଗତି ଵିଧି ଅନୁସାରେ ରାଶି ନିର୍ଣ୍ଣୟ ହୋଇଥାଏ ଆଉ ସ୍ଵଭାଵ ମଧ୍ୟ ଜଣା ପଡିଥାଏ ବୋଲି କୁହାଯାଉଛି । ତେବେ ଆଜି ମୁଁ ଆପଣ ମାନଙ୍କୁ ଯେଉଁ ରାଶି ବିଷୟରେ କହିବାକୁ ଯାଉଛି ତାହା ହେଉଛି ସିଂହ ରାଶି ବିଷୟରେ। ଆଉ ଯାହା କୁହାଯାଉଛି କି ସିଂହ ରାଶିର ବ୍ୟକ୍ତି ମାନେ କେଉଁ ସ୍ଵଭାବ ର ହୋଇଥାନ୍ତି ସେମାନେ କଣ କଣ କରିବା ଆବଶ୍ୟକ । ସେମାନଙ୍କର ମାନେ କଣ ଶୁଭ ହୋଇଥାଏ ଓ କେଉଁ ସବୁ କାର୍ଯ୍ୟ ସେମାନଙ୍କ ପାଇଁ ଅଶୁଭ ଆଉ ଅମଙ୍ଗଳ ହୋଇଥାଏ ଦେଖନ୍ତୁ ତାହେଲେ ସେ ବିଷୟରେ ।

ସିଂହ ରାଶିର ବ୍ୟକ୍ତି ମାନଙ୍କର ସ୍ଵଭାଵ କେମିତି ହୋଇଥାଏ ସିଂହ ରାଶିର ବ୍ୟକ୍ତି ମାନେ ବହୁତ ଭଲ ଆଉ ଶାନ୍ତ ଆଉ ସରଳ ସ୍ୱାଭବ ର ହୋଇଥାନ୍ତି । ସେମାନଙ୍କର ମନ ଭିତରେ କୌଣସି ଛନ୍ଦ ଆଉ କପଟ ନ ଥାଏ । ସେମାନେ ଯେଉଁ କାର୍ଯ୍ୟ କୁ କରିଥାନ୍ତି ମନ ଆଉ ଧ୍ୟାନ ର ସହିତ କରିଥାନ୍ତି ଯେପରି ସେମାନଙ୍କର କୌଣସି ଅସୁବିଧା ହେବ ନାହିଁ । ଏହା ସହିତ ସିଂହ ରାଶିର ବ୍ୟକ୍ତି ମାନେ ସେମାନଙ୍କ ପାଠ ଉପରେ ଅଧିକ ଧ୍ୟାନ ଦେଇଥାନ୍ତି । ଆଉ ତାହା ସହିତ ବହୁତ ଚତୁର ସ୍ଵଭାବର ହୋଇଥାନ୍ତି, ସେମାନେ ଲୋକଙ୍କୁ ପଟେଇ କାମ ହାସଲ ବେଶ ଭଲ ଭାବରେ କରି ପାରିଥାନ୍ତି ବୋଲି କୁହାଯାଉଛି ।

 

ରାଜନୀତିରେ ଥିବା ବ୍ୟକ୍ତିଙ୍କୁ ମାନସମ୍ମାନ ମିଳିବ ନାହିଁ ଏବଂ କର୍ମକ୍ଷେତ୍ରରେ କିଛି ଅଘଟଣ ଦେଖାଯିବ। ପ୍ରେମପ୍ରଣୟ ଦିଗରୁ ଦିନଟି ଶୁଭ ରହିବ, ଅଟକି ଥିବା କାର୍ଯ୍ୟ ପୂରା ହେବ । ଘର ପାଇଁ ନୂତନ ଦ୍ରବ୍ୟ କ୍ରୟ କରିବେ ଓ ବାକି ପଡିଥିବା ଅର୍ଥ ଆଦାୟ ହେବ ।

ସିଂହ ରାଶି ପାଇଁ କଣ ଶୁଭ ହୋଇଥାଏ ଆଉ କଣ ଅଶୁଭ ହୋଇଥାଏ ସିଂହ ରାଶିର ବ୍ୟକ୍ତି ମାନେ ତାଙ୍କର ମାଙ୍କୁ ଭଲ ପାଇବା ସହିତ ମାଙ୍କୁ କିଛି ନାଁ କିଛି ଗିଫ୍ଟ ଦିଅନ୍ତୁ । ଆଉ ଯଦି ଆପଣ ବିବାହିତ ହୋଇଥିବେ ତାହେଲେ ସ୍ୱାମୀ ଓ ସ୍ତ୍ରୀ ଭିତରେ ଉତ୍ତମ ବୁଝାମଣା ରହିବାର ଆବଶ୍ୟକତା ରହିଛି ଯାହା ଆପଣଙ୍କୁ ସବୁ ପ୍ରକାରର ଅସୁବିଧାରୁ ରକ୍ଷା କରି ପାରିବ ବୋଲି କୁହାଯାଉଛି । ତାହା ସହିତ ଆପଣ ମାନଙ୍କର ଘାତ ବାର ହେଉଛି ଶନିବାର ସେହିବାର ରେ କୌଣସି ଶୁଭ କାର୍ଯ୍ୟ କରନ୍ତୁ ନାହିଁ ଶୁଭ ବାର ହେଉଛି ରବିବାର, ସୋମବାର, ବୁଧବାର ଓ ରବିବାର । ଏହା ସହିତ ଆପଣ ମାନଙ୍କର ଶୁଭ ସଂଖ୍ୟା ହେଉଛି 1 ବୋଲି କୁହାଯାଉଛି ।

 

ସିଂହ ରାଶି ର ବ୍ୟକ୍ତିଙ୍କ ପାଇଁ ଧଳା, କମାଳା ଓ ହଳଦିଆ ରଙ୍ଗର ପୋଷାକ ପିନ୍ଧିବା ପାଇଁ ଚେଷ୍ଟା କରିବେ । ଆଉ କେବେବି ନୀଳ ଓ କଳା ରଙ୍ଗର ପୋଷାକ ପିନ୍ଧିବେ ନାହିଁ ଯାହା ଆପଣଙ୍କ ପାଇଁ ଖରାପ ହୋଇଥାଏ ବୋଲି କୁହାଯାଉଛି । ଏହା ସହିତ ଆପଣ ପ୍ରତେକ ଶନିବାର ହନୁମାନ ଙ୍କ ମନ୍ଦିରକୁ ଯିବେ ଓ ତାହାନହେଲେ ପାଖରେ ଥିବା ମନ୍ଦିରକୁ ଯାଇ ପୂଜା ଅର୍ଚନା କରିବେ ବୋଲି କୁହାଯାଉଛି । ତେବେ ସିଂହ ରାଶିର ବ୍ୟକ୍ତି ମାନେ ଗରିବକୁ ସବୁବେଳେ କିଛି ନା କିଛି ଦାନ କରିବେ ଯାହା ଶୁଭ ହୋଇଥାଏ ।

Leave a Comment