ସୋସିଆଲ ମିଡ଼ିଆରେ ଭାଇରାଲ ହେଉଥିବା ଅନେକ ପ୍ରକାରର ଭିଡ଼ିଓ ମାନ ଆପଣ ମାନେ ଦେଖିବାକୁ ପାଉଥିବେ ଭାଇରାଲ ହେଉଥିବାର । ତେବେ ବେଳେ ବେଳେ କିଛି ଏଭଳି ଘଟଣା ଗୁଡିକ ଆମ ମାନଙ୍କ ସାମ୍ନା କୁ ଆସିଥାଏ ଯାହାକୁ ଦେଖିଲେ ଆମେ ମାନେ ସହଜରେ ବିଶ୍ୱାସ କରି ପାରି ନ ଥାଉ ବୋଲି କୁହାଯାଏ ।
ଆଉ ବର୍ତ୍ତମାନ ସେହି ଭଳି ଏକ ଆଶ୍ଚର୍ଯ୍ୟ ଜନକ ଘଟଣା ଟି ଭାଇରାଲ ହେବାରେ ଲାଗିଛି । ଆଉ ଯେଉଁ ଭିଡ଼ିଓ ରେ ଦେଖିବାକୁ ମିଳିଛି କେଉଁ ଭଳି କାଉ ଟି ନିଜର ଉପସ୍ଥିତ ବୁଦ୍ଧି କୁ ଖଟାଇ ପାଣି ପିଉଛି । ତାହେଲେ ଭାଇରାଲ ହେଉଥିବା ସମ୍ପୂର୍ଣ୍ଣ ଭିଡ଼ିଓ ଉପରେ ନଜର ପକାଇବା ।
ଆପଣ ମାନେ ବେଶ ଭଲ ଭାବରେ ଜାଣିଥିବେ କି ଅନେକ କିଛି କଥା ଏମିତି ରହିଛି ଯାହା ବିଷୟରେ ଆମେ ମାନେ ସୋସିଆଲ ମିଡ଼ିଆ ଜରିଆରେ ଜାଣିବାକୁ ପାଇଥାଉ । ତେବେ ଆଜି ଆମେ ଯାହା ବିଷୟରେ କହିବାକୁ ଯାଉଛି ସେ ହେଉଛି ଗୋଟିଏ କାଉ ର କଥା ।
ଆଉ ଯେଉଁଠି ଆପଣ ମାନେ ଜାଣିଥିବେ କି ଆଗରୁ ଆଈ ମା ଗପ ରେ ଆମେ ଶୁଣିଛୁ କି କାଉ ଟି କେଉଁ ଭଳି ଭାବରେ ଏକ ମାଠିଆ ରୁ ପାଣି ପିଇବା ପାଇଁ ଚେଷ୍ଟା କରୁଥିଲା ।ଆଉ ତାହାର ଥଣ୍ଟ ନ ପାଇବାରୁ କାଉଟି ମାଠିଆ ରେ ଗୋଡ଼ି କୁ ଉଠାଇ ସେହି ମାଠିଆ ରେ ପକାଇବାକୁ ଲାଗିଥିଲା, ଆଉ ଯାହା ଫଳରେ ପାଣି ଟି ଉପରକୁ ଉଠିଥିଲା ଆଉ କାଉ ଟି ଖୁସି ଖୁସି ରେ ପାଣି ପିଇବା କୁ ଲାଗିଥିଲା ।
ତେବେ ଏହି ଗପ ଟି ବହି ରେ ମଧ୍ୟ ରହିଛି ବୋଲି କୁହାଯାଉଛି । ଆଉ ବର୍ତ୍ତମାନ ସେହି ଗପ ବର୍ତ୍ତମାନ ସତ ହୋଇଛି ଆଉ ଭାଇରାଲ ହେଉଥିବା ଭିଡ଼ିଓ ଟିରେ ମଧ୍ୟ କାଉ ର ଉପସ୍ଥିତ ବୁଦ୍ଧି କୁ ଦେଖିବାକୁ ମିଳିଛି ।ଆଉ ଯେଉଁଠି ଦେଖିବାକୁ ମିଳିଛି କି ସେଠାରେ ମାଠିଆ ରେ କାଉ ଟି ଗୋଡ଼ି ପକାଉଥିଲା ଆଉ ଏଠାରେ କାଉ ଟି ଏକ ପ୍ଲାଷ୍ଟିକ ବୋତଲ ରେ ଗୁଡ଼ି ପକାଇବା କୁ ଲାଗିଥିଲା । ଆଉ ତାହା ସହିତ ପାଣି କୁ ପିଇ ଶୋଷ ରୁ ମୁକ୍ତି ପାଇବା ପାଇଁ ଚେଷ୍ଟା କରିବାରେ ଲାଗିଥିଲା । ଆଉ ଶେଷରେ କାଉଟି ମଧ୍ୟ ତାହାର ଚେଷ୍ଟା ରେ ସଫଳ ହୋଇଥିଲା ଆଉ ପାଣି ପିଇ ପାରିଥିଲା ।ତେବେ ଏହି ଭିଡ଼ିଓ ଟି ବର୍ତ୍ତମାନ ସୋସିଆଲ ମିଡ଼ିଆରେ ବେଶ ଭାଇରାଲ ହେବାରେ ଲାଗିଛି ।