ଦେଖନ୍ତୁ ollywood ଭିଡିଓ ! ଆକାଶ ଭଳି ଭଲ husband ପାଇଛି ଆଉ ମୋର କଣ ଦରକାର ? ସେ ମୋ ଠୁ ବି ଭଲ, ଶାଶୁ ଘରେ ମୁଁ ଅଏସ କରିବି

ଓଲିଓଡ଼ ଇଣ୍ଡଷ୍ଟ୍ରି ର ଅଭିନେତ୍ରୀ ଲିପ୍ସା ମିଶ୍ର ଙ୍କୁ ତ ଆପଣ ମାନେ ଭଲ ଭାବରେ ଜାଣିଛନ୍ତି ଯିଏ କି ଅନେକ ଫିଲ୍ମ ରେ ଅଭିନୟ କରି ଦର୍ଶକ ମାନଙ୍କର ମନକୁ କିଣି ପାରିଛନ୍ତି | ପ୍ରଥମେ ସେ ଏକ ରିୟାଲିଟି ସୋ ରେ ଅଡିସନ ଦେବା ପାଇଁ ଆସି ଥିଲେ ସୁ ସେଠାରେ ଉତୀର୍ଣ୍ଣ ହୋଇ ସିରିଏଲ ରେ କାମ କରି ଥିଲେ | ଏହାପରେ ଧୀରେ ଧୀରେ ସେ ବଡ଼ ପରଦା ରେ କାମ କରି ସଫଳତା ସିଡ଼ି କୁ ଚଢି ଥିଲେ |

ସେ ଦେଖିବା ପାଇଁ ଯେମିତି ସୁନ୍ଦର ଓ ଚୁଲବୁଲି ଅଟନ୍ତି ସେଭଳି ଭାବେ ତାଙ୍କର ଅଭିନୟ ମଧ୍ୟ ଖୁବ ଚୁଲବୁଲି ଅଟେ | ବର୍ତ୍ତମାନ ସମୟରେ ଲିପ୍ସା ବିବାହ ବନ୍ଧନ ରେ ବାନ୍ଧି ହୋଇଛନ୍ତି ଯାହାର ଭିଡ଼ିଓ ଏବେ ସୋସିଆଲ ମିଡ଼ିଆ ରେ ଖୁବ ଭାଇରାଲ ହେଉଛି ଆଉ ସେ ଆକାଶ ଙ୍କୁ ବିବାହ କରିଛନ୍ତି |

ତେବେ ଲିପ୍ସା ତାଙ୍କ ବିବାହ ରେ ବୋହୂ ବେଶ ହୋଇ କହିଛନ୍ତି କି ମୁଁ ଯାହାଙ୍କୁ ବାହା ହେଉଛି ସେ ମୋ ଠୁ ବି ବେଶୀ ଭଲ ଆଉ ମୁଁ ଲକି ଫିଲ କରୁଛି କି ସେ ମୋ ଲାଇଫ ରେ ଆସିଲେ | ଆଜି ଆମର ବାହାଘର ମୁଁ ରିଲ ଲାଇଫ ରେ ବହୁତ ବାହାଘର ସିନ କରିଛି କିନ୍ତୁ ରିୟଲ ଲାଇଫ ରେ ବାହା ହେବା ସେଇଟା ଗୋଟେ ପୁରା ଅଲଗା କଥା | ମୁଁ ମୋ ଘର ପରିବାର କୁ ଛାଡିକି ଯାଉଛି ସେଥିପାଇଁ ମତେ ବହୁତ ଦୁଃଖ ଲାଗୁଛି କିନ୍ତୁ ଯେହେତୁ ଏତେ ଭଲ ପରିବାର ଟେ ମୁଁ ପାଇଛି ମତେ ବହୁତ ଖୁସି ଲାଗୁଛି | ମୋ ଶଶୁର ଘର ଲୋକ ବହୁତ ଭଲ ଆଉ ମୁଁ ଜାଣିଛି ସେମାନେ ମତେ ବହୁତ ଖୁସି ରେ ରଖିବେ ବହୁତ ଭଲ ପାଇବା ଦେବେ ଆଉ ଆପଣ ମାନଙ୍କୁ ବି ଧନ୍ୟବାଦ ମତେ ଏତେ ସାରା ଭଲ ପାଇବା ଦେଇ ଥିବାରୁ |

ଆଉ ମତେ ଭଲ ମଣିଷ ଟିଏ ମିଳିଛି ବୋଲି ମୁଁ ଆଜି ବାହା ହେଉଛି, ଆଉ ମୋ ସ୍ୱାମୀ ଯିଏ ହେବାକୁ ଯାଉଛନ୍ତି ଆକାଶ ସିଏ ବହୁତ ଯତ୍ନ ନିଅନ୍ତି କିନ୍ତୁ ମୁଁ ତାହା ନୁହେଁ କିନ୍ତୁ ସେ ବହୁତ କ୍ୟାରିଙ୍ଗ ଅଛନ୍ତି | ଆଉ ହଳଦୀ ଡେକରେଟ ରିସେପ୍ସନ ଡେ଼କ୍ରେଟ ପାଇଁ ଆମ ପରିବାର ସହିତ ଆକାଶ ମଧ୍ୟ ମିଶିକି ସବୁ ବହୁତ ପରିଶ୍ରମ କରିଛୁ | ଆଉ ଆମର ୱେଡିଙ୍ଗ ଭିଡ଼ିଓ ବି ଏହି ଓଡ଼ିଶା କୋରାପୁଟ ରେ ହୋଇ ଥିଲା ବୋଲି ଲିପ୍ସା କହିଛନ୍ତି | ତେବେ ତାଙ୍କର ବିବାହ କୁ ନେଇ ଏବେ ସୋସିଆଲ ମିଡ଼ିଆ ରେ ଖୁବ ଚର୍ଚ୍ଚା ଧରିଛି |

Leave a Comment