ଦେଖନ୍ତୁ EXCLUSIVE :ଭିଡିଓ ମୋ ଆଗରେ ମାକୁ ନେଲୁ, ବାପାକୁ ନେଲୁ ..ଭାଇକୁ ବି ନେଲୁ I କି ସୁଖ ପାଇଲୁ ଜବାବ ଦେ ଭଗବାନ ,ମୁଁ ଅମ୍ଲାନ….ମୋତେ କଣ ପାଇଁ ବାକି ରଖିଛୁ..।ଏତେ ନିଷ୍ଠୁର ଆପଣ ….

ଓଲିଓଡ଼ ର ବରିଷ୍ଠ ଅଭିନେତା ମିହିର ଦାସ ଙ୍କ ସମସ୍ତ ଙ୍କ ହୃଦୟ ରେ ଆଜି ବି ବଞ୍ଚି ରହିଛନ୍ତି ସେ ସିନା ଛାଡ଼ି ଚାଲି ଯାଇଛନ୍ତି କିନ୍ତୁ ତାଙ୍କର ସ୍ମୃତି ଆଜି ବି ସବୁ ଦର୍ଶକ ଙ୍କ ହୃଦୟ ରେ ବଞ୍ଚି ରହିଛି | ତେବେ ପୁଣି ଥରେ ବରିଷ୍ଠ ଅଭିନେତା ମିହିର ଦାସ ଙ୍କ ପରିବାର ରେ ଉପରେ କଳା ବାଦଲ ଛିଡ଼ି ପଡ଼ିଲା, ମାଆ ଯାଇ ଥିଲା ବାପା ବି ଯାଇ ଥିଲା ଆଉ ଏଥର ସାନ ପୁଅ ଚାଲି ଗଲା | ହଁ ଓଡ଼ିଆ ସିନେ ଜଗତ ର ଜଣାଶୁଣା ଅଭିନେତା ମିହିର ଦାସ ଙ୍କ ପରଲୋକ ହୋଇ ଥିଲା ସାରା ସିନେ ଜଗତ ଭାଙ୍ଗି ପଡ଼ି ଥିଲା | ଆଉ ଠିକ ଏତିକି ବେଳେ ଆଜି ଆଉ ଏକ ଦୁଖଃଦ ଖବର ଆସୁଛି ଯାହାକି ମିହିର ଦାସ ଙ୍କ ସାନ ପୁଅ ଆଉ ନାହାଁନ୍ତି |

ସାତ ଦିନ ହେବ ଏମ୍ସ ରେ ସେ ଚିକିତ୍ସିତ ହେଉ ଥିଲେ ଆଉ ହଠାତ କାଲି ରାତିରେ ହିଁ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି | ମା ଙ୍କ ମୃତ୍ୟୁ ତାପରେ ବାପା ଙ୍କର ମୃତ୍ୟୁ ଆଉ ଏବେ ସାନ ଭାଇ ର ମୃତ୍ୟୁ ଯାହାକି ଅଭିନେତା ଅମ୍ଳାନ ଙ୍କ ମନବଳ କୁ ପୁରା ଭାଙ୍ଗି ଦେଇଛି | ବରିଷ୍ଠ ଅଭିନେତା ମିହିର ଦାସ ଙ୍କ ସାନ ପୁଅ ପରଲୋକ ହୋଇ ଯାଇଛି, ତେବେ ମିହିର ଦାସ ଙ୍କର ଦୁଇ ପୁଅ ଥିଲେ ବଡ଼ ପୁଅ ଅମ୍ଳାନ ଦାସ ଆଉ ସାନ ପୁଅ ଅକ୍ଲାନ୍ତ ଦାସ ଯାହାଙ୍କର ମୃତ୍ୟୁ ହୋଇ ଯାଇଛି | ଭୁବନେଶ୍ୱର ସ୍ଥିତ ଏମ୍ସ ହସ୍ପିଟାଲ ରେ କାଲି ରାତିରୁ ଅକ୍ଲାନ୍ତ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି ଆଉ କଟକ ସ୍ଥିତ ସତୀଚଉଁରା ମଶାଣି ରେ ତାଙ୍କର ଅନ୍ତିମ ସତ୍କାର କରାଯାଇଛି |

ତେବେ ଏଠାରେ କହି ରଖିବାକୁ ଚାହିଁବୁ କି ଏହି କିଛି ଦିନ ଭିତରେ ପ୍ରଥମେ ମାଆ ଚାଲି ଯାଇଥିଲେ ଆଉ ଏହି ବର୍ଷ ହେବ ମିହିର ଦାସ ମଧ୍ୟ ଚାଲି ଗଲେ ଆଉ ଏବେ ସାନ ଭାଇ ଚାଲି ଗଲେ | ଆଉ ଏହି ନିଷ୍ଠୁର ସତ କୁ ଅଭିନେତା ଅମ୍ଳାନ ଦାସ ସହଜ ରେ ଗ୍ରହଣ କରି ପାରୁ ନାହାଁନ୍ତି |

 

ବାପା ମା ଆଉ ଭାଇ ଚାଲି ଗଲା ପରେ ଅମ୍ଳାନ ଦାସ ଖୁବ ଭାଙ୍ଗି ପଡିଛନ୍ତି, ଭଗବାନ କଣ ସତରେ ଏତେ ଦୁଃଖ କାହାକୁ ଦିଅନ୍ତି ବାପା ମା ଭାଇ ସମସ୍ତ ଙ୍କୁ ନେଇ ଗଲା ପରେ ସେ କେମିତି ଜୀଵନ ଜିଇଁବେ ଏହା ହିଁ ଏବେ ଅମ୍ଳାନ ଭାବୁଛନ୍ତି | ତେବେ ଏହି ଘଟଣା ଟି ଏବେ ଚର୍ଚ୍ଚା ର ବିଷୟ ପାଲଟିଛି ଆଉ ମିହିର ଦାସ ଙ୍କର ଫ୍ୟାନ୍ସ ମଧ୍ୟ ଏହାକୁ ନେଇ ଖୁବ ଦୁଃଖ ପ୍ରକାଶ କରିଛନ୍ତି |

Leave a Comment