ଦେଖନ୍ତୁ EXCLUSIVE :ଭିଡିଓ ପିଣ୍ଟୁ ନନ୍ଦ ଙ୍କ ଅସୁସ୍ଥ କଥା ଶୁଣି ଯାହାବି ଖର୍ଚ୍ଚ ହେବ ସବୁ ମୁ ଦେବି . କହିଲେ ଅନୁଭବ ମହାନ୍ତି ||

ସୋସିଆଲ ମିଡ଼ିଆରେ ଭାଇରାଲ ହେଉଥିବା ଅନେକ ପ୍ରକାରର ଭିଡ଼ିଓ ମାନ ଆପଣ ମାନେ ଦେଖିବାକୁ ପାଉଥିବେ ଭାଇରାଲ ହେଉଥିବାର । ତେବେ ବର୍ତ୍ତମାନ ଯେଉଁ ଭିଡ଼ିଓ ଟି ଭାଇରାଲ ହେବାକୁ ଲାଗିଛି ତାହା ଆମ ସମସ୍ତ ଙ୍କ ମନରେ ଚିନ୍ତା ଭରି ଦେଇଛି । କାରଣ ନିଜର ଅଭିନୟ ମାଧ୍ୟମରେ ଦର୍ଶକ ମାନଙ୍କର ମନକୁ କିଣି ନେଇଥିବା ପିଣ୍ଟୁ ନନ୍ଦ ଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଏବେ ସଂକଟା ପର୍ଣ୍ଣ ରହିଛି ଆଉ ତାଙ୍କୁ ବର୍ତ୍ତମାନ ଭୁବନେଶ୍ୱର ରୁ ଦିଲ୍ଲୀ ହସ୍ପିଟାଲ କୁ ଅତ୍ୟାଧୁନିକ ଚିକିତ୍ସା ପାଇଁ ନିଆଯାଇଛି ବୋଲି କୁହା ଯାଉଛି । ତାହେଲେ ଭାଇରାଲ ହେଉଥିବା ସମ୍ପୂର୍ଣ୍ଣ ଭିଡ଼ିଓ ଉପରେ ନଜର ପକାଇବା ।

ଅଲିଉଡ ରେ ଅନେକ ପ୍ରକାରର କଳାକାର ମାନେ ଅଛନ୍ତି ଯେଉଁ ମାନେ କି ନିଜର ସୁନ୍ଦର ଅଭିନୟ ମାଧ୍ୟମରେ ଦର୍ଶକ ମାନଙ୍କର ମନକୁ କିଣି ନେଇଛନ୍ତି ।ତେବେ ସେମାନଙ୍କ ମଧ୍ୟରୁ ଅଲିଉଡ ର ଜଣେ ବେଶ ଜଣା ଶୁଣା ଲୋକ ପ୍ରିୟ କଳାକାର ପିଣ୍ଟୁ ନନ୍ଦ ଙ୍କୁ ଆପଣ ମାନେ ବେଶ ଭଲ ଭାବରେ ଜାଣିଥିବେ । କେତେବେଳେ ନାୟକ ତ ଆଉ କେତେବେଳେ ଖୋଳ ନାୟକ ପୁଣି କେତେବେଳେ କମେଡିଆନ ଭାବରେ ନିଜର ଦମଦାର ଅଭିନୟ ର ଯାଦୁ ରେ ଦର୍ଶକ ମାନଙ୍କ ମନକୁ କିଣି ନେଇଛନ୍ତି ପିଣ୍ଟୁ ନନ୍ଦ ।ତାହା ସହିତ ଅଲିଉଡ ଜଗତରେ ଏକ ସ୍ୱତନ୍ତ୍ର ସ୍ଥାନ ବନାଇ ପାରିଛନ୍ତି ପିଣ୍ଟୁ ନନ୍ଦ ତାଙ୍କର ଅଭିନୟ ମାଧ୍ୟମରେ ।

ଆଉ ଯେଉଁଠି ଜଣା ପଡିଛି କି ପିଣ୍ଟୁ ନନ୍ଦ ଙ୍କର ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ଅଛି, ଆଉ ଯେଉଁଠି ପାଇଁ ତାଙ୍କୁ ଭୁବନେଶ୍ୱର ର ଏକ ଘରୋଇ ହସ୍ପିଟାଲ ରେ ଭର୍ତ୍ତି କରାଯାଇଥିଲା ଚିକିତ୍ସା ପାଇଁ । ଯାହା ଜଣା ପଡିଛି କି ପିଣ୍ଟୁ ନନ୍ଦ ଲିଭର ଜଣିତ ସମସ୍ୟା ରେ ପୀଡିତ ଥିଲେ । ଆଉ ଭୁବନେଶ୍ୱର ରେ ଚିକିତ୍ସିତ ହେଉଥିବାରୁ ତାଙ୍କର ଅବସ୍ଥା ଏବେ ଗୁରୁତର ରହିଛି ଆଉ ଯେଉଁଠି ପାଇଁ ତାଙ୍କୁ ଦିଲ୍ଲୀ କୁ ସ୍ଥାନାନ୍ତରଣ କରାଯାଉଛି ।ଏହା ସହିତ କୁହାଯାଉଛି କି ଦିଲ୍ଲୀ ରେ ଅତ୍ୟାଧୁନିକ ପ୍ରଣାଳୀ ରେ ପିଣ୍ଟୁ ନନ୍ଦ ଙ୍କର ଚିକିତ୍ସା କରାଯିବ ବୋଲି ।ଆଉ ସେଠାରେ ଚିକିତ୍ସିତ ହେବା ପାଇଁ 50 ଲକ୍ଷରୁ ଅଧିକ ଟଙ୍କା ମଧ୍ୟ ଖର୍ଚ୍ଚ ହେବ । ଆଉ ଏହି କଥା କୁ ନେଇକି ପିଣ୍ଟୁ ଙ୍କର ପରିବାର ସମେତ ଅଲିଉଡ ଇଣ୍ଡୋଷ୍ଟ୍ରି ପାଇଁ ଏଦ ବହୁତ ବଡ଼ ଧକ୍କା ବୋଲି କୁହାଯାଉଛି ।

ତେବେ ପିଣ୍ଟୁ ନନ୍ଦ ଙ୍କ ସ୍ୱାସ୍ଥ୍ୟବସ୍ଥା କୁ ନେଇ ଅଭିନେତା ଅନୁଭବ ମହାନ୍ତି ଏକ ବଡ଼ ବୟାନ ରଖିଛନ୍ତି। ଯେଉଁଥିରେ ସେ କହିଛନ୍ତି ପିଣ୍ଟୁ ନନ୍ଦ ଙ୍କୁ ହୋଇଥିବା ରୋଗର ଚିକିତ୍ସା ପାଇଁ ତାଙ୍କ ଦ୍ବାରା ଯାହା ବି ସାହାଯ୍ୟ ହୋଇପାରିବ ସେ ଦେବେ। ସେଥିପାଇଁ ସେ ଏକ ବଡ଼ ଧରଣର ରାଶି ପ୍ରଦାନ କରିବେ। କାଲି ହୋଇଥିବା ଓଡ଼ିଆ ଏସୋସିଏସନ ମିଟିଂ ରେ ଏହି କଥା ସାମ୍ନାକୁ ଆସିଛି। ଆଉ ଓଲିଉଡ୍ ଇଣ୍ଡଷ୍ଟ୍ରି ରେ ଅନ୍ୟମାନେ ମଧ୍ୟ ଯାହାବି ସାହାଯ୍ୟ ହୋଇପାରିବ ସେମାନେ କରିବେ କହିଛନ୍ତି।

Leave a Comment