ias question – ଫ୍ରୀଜ଼ ରେ ଥିବା ଥଣ୍ଡା ପାଣି ପିଇଲେ କେଉଁ ରୋଗ ହୁଏ ? ସାହସ ଅଛି ତ ଉତ୍ତର ଦିଅ…

ବର୍ତ୍ତମାନ ସମୟରେ ଛାତ୍ରଛାତ୍ରୀ ମାନେ କେବଳ ପୁସ୍ତକଗତ ଜ୍ଞାନ ଉପରେ ଗୁରୁତ୍ୱ ଦେଉଛନ୍ତି। ଫଳରେ ସେମାନେ କେବଳ ପରୀକ୍ଷାରେ ଭଲ ନମ୍ବର ରଖୁଛନ୍ତି। କିନ୍ତୁ ବର୍ତ୍ତମାନ ର ପ୍ରତିଯୋଗୀ ଦୁନିଆରେ ସେମାନଙ୍କ ସ୍ଥାନ ପଛରେ ରହି ଯାଉଛନ୍ତି କିମ୍ବା କୌଣସି ଚାକିରୀ ପାଇଁ ହେଉଥିବା ଇଣ୍ଟରଭ୍ୟୟୁ ରେ ମଧ୍ୟ ଭଲ ଭାବରେ ଉତ୍ତର ଦେଇ ପାରୁନାହାନ୍ତି ଏବଂ ବିଫଳ ହେଉଛନ୍ତି।

ବିଫଳ ହେବାର ଏକ ମାତ୍ର କାରଣ ସେମାନେ ପୁସ୍ତକଗତ ଜ୍ଞାନ ବ୍ୟତୀତ ବାହାର ଦୁନିଆ ବିଷୟରେ ଜ୍ଞାନ ରଖୁ ନାହାନ୍ତି କିମ୍ବା ସେମାନେ ଜାଣିବାକୁ ଚେଷ୍ଟା କରୁ ନାହାନ୍ତି। ତେଣୁ ଆଜିକାଲି ଦୁନିଆରେ ଚଳିବା ପାଇଁ ହେଲେ ପାଠ ସହିତ ବାହାର ଦୁନିଆ ବିଷୟରେ ଜ୍ଞାନ ରଖିବା ପାଇଁ ପଡ଼ିବ। ତେବେ ଆଜି ଆମେ ଆଲୋଚନା କରିବା ପାଇଁ ଯାଉଛୁ ଭାରତ ବିଷୟରେ ପରୀକ୍ଷାରେ ପଡ଼ିବାକୁ ଥିବା କିଛି ସାଧାରଣ ପ୍ରଶ୍ନ ବିଷୟରେ ଆପଣ ମାନଙ୍କୁ ଜଣେଇବୁ।

ପ୍ରଶ୍ନ ୧- ଭାରତର ଜାତୀୟ ବାଦ୍ୟ ର ନାମ କଣ? ଉତ୍ତର -ତୁରୀ

 

ପ୍ରଶ୍ନ ୨- ଭାରତର ଜାତୀୟ ନୃତ୍ୟ ର ନାମ କଣ? ଉତ୍ତର -ଭାରତ ନାଟ୍ୟମ

ପ୍ରଶ୍ନ ୩- ଭାରତର ଜାତୀୟ ଭାଷା ର ନାମ କଣ? ଉତ୍ତର – ହିନ୍ଦୀ

ପ୍ରଶ୍ନ ୪- ଭାରତର ଜାତୀୟ ରତ୍ନ ର ନାମ କଣ? ଉତ୍ତର – ହୀରା

ପ୍ରଶ୍ନ ୫- ଭାରତର ଜାତୀୟ ଗାଡ଼ି ର ନାମ କଣ? ଉତ୍ତର -ଶଗଡ଼

ପ୍ରଶ୍ନ ୬- ଭାରତର ଜାତୀୟ ପର୍ବ ର ନାମ କଣ? ଉତ୍ତର -ସାଧାରଣତନ୍ତ୍ର ଦିବସ ଓ ଗଣତନ୍ତ୍ର ଦିବସ

ପ୍ରଶ୍ନ ୭- ଭାରତର ଜାତୀୟ ଆଲୁଅ ର ନାମ କଣ? ଉତ୍ତର – ମସାଲ

ପ୍ରଶ୍ନ ୮- ଭାରତର ଜାତୀୟ ଆଲୁଅ ର ନାମ କଣ? ଉତ୍ତର – ମସାଲ

ପ୍ରଶ୍ନ ୯-ଭାରତର ଜାତୀୟ ଐକିହ ପଶୁ ର ନାମ କଣ? ଉତ୍ତର – ହାତୀ

ପ୍ରଶ୍ନ ୧୦-ଭାରତର ଜାତୀୟ ପଶୁ କିଏ? ଉତ୍ତର -ବାଘ

ପ୍ରଶ୍ନ ୧୧-ଆମ ଭାରତର ଜାତୀୟ ଖେଳ କଣ? ଉତ୍ତର – ହକି

ପ୍ରଶ୍ନ ୧୨-ଭାରତର ଜାତୀୟ ଖାଦ୍ୟ କଣ? ଉତ୍ତର – ଖିଚିଡି

 

ପ୍ରଶ୍ନ ୧୩-ଭାରତର ଜାତୀୟ ପକ୍ଷୀ ର ନାମ କଣ? ଉତ୍ତର -ମୟୁର

ପ୍ରଶ୍ନ ୧୪-ଭାରତର ଜାତୀୟ ଗଛ ର ନାମ କଣ? ଉତ୍ତର -ବର ଗଛ

ପ୍ରଶ୍ନ ୧୫-ଭାରତର ଜାତୀୟ ସଂଗୀତ ର ନାମ କଣ? ଉତ୍ତର -ଜନ ଗନ ମନ

ପ୍ରଶ୍ନ ୧୬-ଭାରତର ଜାତୀୟ ଗୀତ ର ନାମ କଣ? ଉତ୍ତର -ବନ୍ଦେ ମାତରମ

ପ୍ରଶ୍ନ ୧୭ – ଫ୍ରୀଜ଼ ରେ ଥିବା ଥଣ୍ଡା ପାଣି ପିଇଲେ କେଉଁ ରୋଗ ହୁଏ ?ଉତ୍ତର – କୋଷ୍ଠକାଠିନ୍ୟ

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave a Comment