ଦେଖନ୍ତୁ EXCLUSIVE :ଭିଡିଓ- ଆ… ଆ… ଡାକିଲେ ପାହାଡ଼ ସେପଟୁ ଉଡ଼ି ଆସୁଛନ୍ତି ,…ବିଶ୍ବାସ ନହେଲେ ବି ସତ ..ଦେଖନ୍ତୁ

ଆମ ଧର୍ମ ଶାସ୍ତ୍ର ଗୁଡିକରେ ଭବିଷ୍ୟତ କୁ ନେଇ ଅନେକ ବାର୍ତା ଦିଆଯାଇଛି ।ତେବେ ମାଳିକା ରେ ଭବିଷ୍ୟତ ଓ ଭବିଷ୍ୟତରେ ମଣିଷ ର ଅବସ୍ଥା କଣ ହେବ, ସେମାନେ କେଉଁ କେଉଁ ପରିସ୍ଥିତି ର ସାମ୍ନା କରିବେ ସେ ବିଷୟରେ ସୂଚନା ଦିଆଯାଇଛି ।କାଳକ୍ରମେ ଧୀରେଧିରେ ସେହି ଭବିଷ୍ୟତ ବାଣୀ ଗୁଡିକ ସତରେ ବି ପରିଣତ ହେଉଛି ।ତେବେ 600 ବର୍ଷ ତଳେ ଅଚ୍ୟୁତାନନ୍ଦ ଙ୍କ ଦ୍ଵାରା ଯେଉଁ ମାଳିକା ରଚନା ହେଇଥିଲା ସେତେବେଳେ ଭବିଷ୍ୟତ ରେ ପୃଥିବୀ ଧ୍ଵଂସ ହେବା ପୂର୍ବରୁ କେଉଁ କେଉଁ ସୂଚନା ଦେବ ତାହା ବୋଲା ଯାଇଥିଲା ।ମଣିଷର ହିଂସ୍ର ପ୍ରବୃତ୍ତି, ଦୁରାଚାର, ଅନୈତିକ ବ୍ୟବହାର ଯୋଗୁଁ ଧୀରେ ଧୀରେ ସମୟ ବଦଳିବାରେ ଲାଗିବ ।

ତେବେ ଆମେ ପୁଣି ଆଜି ସେହି ମାଳିକା ଶାସ୍ତ୍ର ବିଷୟରେ ଆଲୋଚନା କରିବା।ମାଳିକା ରେ ଅନେକ ଏମିତି ବିଶେଷ ପ୍ରସଙ୍ଗ ଗୁଡିକ ରହିଛି ଏବଂ ବର୍ଣ୍ଣିତ ରହିଛି ଯାହା ସଂସ୍ପର୍ଶରେ ଆମେ ଏବେ ଆସୁଛୁ। ସେହିସବୁ ଆଧ୍ୟାତ୍ମିକ ସ୍ଥାନ ର ମହାତ୍ମ୍ୟ ଜାଣିବା ପାଇଁ ମଧ୍ୟ ମାଳିକା ଭକ୍ତ ମାନଙ୍କର ଏକ ଭିନ୍ନ ଆଗ୍ରହ ରହିଥାଏ।

ମାଳିକା ରେ ଆଗତ ଭବିଷ୍ୟତ ଏବଂ ମାଳିକା ର ସେହି ଠାର ଗାର ଏବଂ ବର୍ଣ୍ଣନା କୁ ଆମେ ପୁଣି ଆପଣଙ୍କ ସମ୍ମୁଖରେ ରଖିବାକୁ ଯାଉଛୁ ଯାହାକୁ ସତ୍ୟ ଭଞ୍ଜ ୟୁ ଟ୍ୟୁବ୍ ଚ୍ୟାନେଲ ସମସ୍ତଙ୍କ ସାମ୍ନାକୁ ଆଣିବାର ପ୍ରୟାସ ଜାରି ରଖିଛି। ଏଠାରେ ଅନେକ ମାଳିକା ବର୍ଣ୍ଣିତ ଦିବ୍ୟ ତଥ୍ଯ ଉପରେ ଆଲୋଚନା କରିଥାନ୍ତି ଅନେକ ମାଳିକା ଭକ୍ତ ଏବଂ ସାଧୁ ବାବା ମାନେ।

ମହାପୁରୁଷ କିପରି ଠାର ଗାର ରେ ପ୍ରକାଶ କରିଛନ୍ତି ଆଗତ ଭବିଷ୍ୟତ ଏବଂ ଆମକୁ ସତର୍କ କରାଇଛନ୍ତି ସେ ବିଷୟରେ ମଧ୍ୟ ଆମେ ଜାଣିବା ଅବଗତ ହେବା। ତେବେ ଯୁଗ ଜନ୍ମା, ଦିବ୍ୟ ଚେତନା ର ଅଧିକାରୀ ଅନେକ ମହାପୁରୁଷ ମାନଙ୍କର ଅନେକ ବର୍ଷ ତଳର ଦିବ୍ୟ କଥା କୁ ଦିବ୍ୟ ରଚନା କୁ ଏବେ ଆମେ ଜାଣିବାକୁ ପାଉଛୁ ମାଳିକା ବିଶାରଦ ମାନଙ୍କ ବର୍ଣ୍ଣନା ଯୋଗୁଁ। ଯାହାର ବର୍ଣ୍ଣନା ଦୀର୍ଘବର୍ଷ ପୂର୍ବେ ହୋଇଛି।ଯାହା ବର୍ତ୍ତମାନ ଏବଂ ଆଗାମୀ ଭବିଷ୍ୟତ ମାନଙ୍କରେ ସତ ଘଟିବା ପାଇଁ ଯାଉଛି ଏବଂ ଘଟୁଛି ମଧ୍ୟ। ସେହିପରି ଏକ ବିଶେଷ, ମହତ୍ କଥା ବିଷୟରେ ଆମେ ଆଜି ଆଲୋଚନା କରିବା।ତେବେ କଟକ ଜିଲ୍ଲା ବାରଙ୍ଗ ବ୍ଲକ ପିକକ୍ ଗ୍ରାମ ।

ଆଉ ଏହି ଗ୍ରାମ ମୟୂର ମାନଙ୍କ ପାଇଁ ବହୁତ ଫେମସ । ତେବେ ଏହି ଗ୍ରାମରେ ଜଣେ ବୁଢା ଲୋକ 1999 ମସିହାରେ ମହାବାତ୍ୟା ସମୟରେ ପାହାଡ ପାଖରେ ଆ..ଆ.. ଡାକିବାରୁ ପାହାଡ ସେପଟୁ 3ଟି ମୟୂର ଉଡି ଆସିଥିଲେ ଏବଂ ସେ ସେମାନଙ୍କୁ ଖାଇବାକୁ ଦେଇଥିଲେ ସେଇ ଦିନ ଠାରୁ ଏବେ ପର୍ଯ୍ୟନ୍ତ ମୟୂରଙ୍କୁ ଖାଇବାକୁ ଦେବା କାର୍ଯ୍ୟ ଜାରି ରଖିଛନ୍ତି । ଆଉ ଧିରେଧିରେ ମୟୂରଙ୍କ ସଂଖ୍ୟା ବଢି ଚାଲିଛି ଏବଂ ଏବେ ବୁଢାଲୋକ ଜଣଙ୍କ ମୃତ୍ୟୁ ବରଣ କରିବା ପରେ ତାଙ୍କ ନାତି ଏବେ ଏହାର ଦେଖାଶୁଣା କରୁଛନ୍ତି । ଆଉ ଏବେ ମୟୂରର ସଂଖ୍ୟା ପ୍ରାୟ 67 ହୋଇଗଲାଣି ଏବଂ ଲୋକମାନେ ମୟୂର ଦେଖିବା ପାଇଁ ଆସି କିଛି ସାହାଯ୍ୟ କରୁଛନ୍ତି ତାଙ୍କ ଖାଇବା ପାଇଁ । ତେବେ ଏନେଇ କାହ୍ନା କଣ କହୁଛନ୍ତି ଦେଖନ୍ତୁ ଏହି ଭିଡିଓରେ ।

Leave a Comment