ଭଜପୁରୀ ଗୀତ ” NADIYA KE BICHE ” ରେ ସ୍ୱାମୀ ସ୍ତ୍ରୀ ଙ୍କ ହଟ ଡ୍ୟାନ୍ସ… ଦେଖିଲେ ନିଜକୁ ସମ୍ଭାଳି ପାରିବେନି…

ସୋସିଆଲ ମିଡ଼ିଆରେ ଭାଇରାଲ ହେଉଥିବା ଅନେକ ପ୍ରକାରର ଭିଡ଼ିଓ ମାନ ଆପଣ ମାନେ ଦେଖିବାକୁ ପାଉଥିବେ ଭାଇରାଲ ହେଉଥିବାର । ତେବେ ବେଳେ ବେଳେ କିଛି ଏଭଳି ଭିଡ଼ିଓ ଆପଣ ମାନଙ୍କ ସାମ୍ନା କୁ ଆସିଥାଏ ଯାହା ଆପଣ ସମସ୍ତ ଙ୍କୁ ବେଶ ପସନ୍ଦ ଆସିଥାଏ ଓ ଅନେକ କିଛି ପ୍ରତିଭା ମଧ୍ୟ ଦେଖିବାକୁ ମିଳିଥାଏ ଭାଇରାଲ ହେଉଥିବା ଭିଡ଼ିଓ ମାନଙ୍କରେ ।ଆଉ ବର୍ତ୍ତମାନ ଯେଉଁ ଭିଡ଼ିଓ ଟି ଭାଇରାଲ ହେବାରେ ଲାଗିଛି ସେଥିରେ ସେହି ଭଳି କିଛି ଭିଡ଼ିଓ ସାମ୍ନା କୁ ଆସିଛି ଯେଉଁଠି ଦେଖିବାକୁ ମିଳିଛି ନିଜର ସୁନ୍ଦର ଡ୍ୟାନ୍ସ ସହିତ ସ୍ୱାମୀ ଓ ସ୍ତ୍ରୀ ଦୁଇ ଜଣ ଦର୍ଶକ ମାନଙ୍କର ମନକୁ କିଣି ନେଇଛନ୍ତି ।ତାହେଲେ ଭାଇରାଲ ହେଉଥିବା ସମ୍ପୂର୍ଣ୍ଣ ଭିଡ଼ିଓ ଉପରେ ନଜର ପକାଇବା ।

ଆପଣ ମାନେ ଜାଣିଥିବେ କି ଆଜି କାଲି ସୋସିଆଲ ମିଡ଼ିଆ ଗୋଟିଏ ଏମିତି ସ୍ଥାନ ଅଟେ ଯେଉଁଥିରେ ପିଲା ଠାରୁ ଆରମ୍ଭ କରିକି ବୁଢା ପର୍ଯ୍ୟନ୍ତ ସମସ୍ତେ ନିଜ ପାଖରେ ଥିବା ପ୍ରତିଭା କୁ ପ୍ରକାଶ କରି ପାରିବେ । ଆଉ ତାହା ସହିତ ନିଜ ଭିତରେ ଥିବା କଳା ଓ ଟେଲେଣ୍ଟ କୁ ପ୍ରକାଶ କରିକି ଦର୍ଶକ ମାନଙ୍କର ପ୍ରିୟ ମଧ୍ୟ ହୋଇ ପାରିବେ । ତେବେ ବର୍ତ୍ତମାନ ସେହି ଭଳି କିଛି ଟେଲେଣ୍ଟ କୁ ପ୍ରକାଶ କରିଛନ୍ତି ସ୍ୱାମୀ ଓ ସ୍ତ୍ରୀ ଦୁଇଜଣ, ଆଉ ତାଙ୍କର ଟେଲେଣ୍ଟ ମାଧ୍ୟମରେ ସମସ୍ତ ଙ୍କର ପ୍ରିୟ ମଧ୍ୟ ହୋଇ ପାରିଛନ୍ତି ବୋଲି କୁହାଯାଉଛି ।

 

ତେବେ ବର୍ତ୍ତମାନ ମହିଳା ବା ଭାଉଜ ଙ୍କର ଡ୍ୟାନ୍ସ ଭିଡିଓ ବେଶ ଭାଇରଲ ହେବାରେ ଲାଗିଛି।ଭାଉଜ ଜଣଙ୍କ ବେଲି ଡ଼୍ୟାନ୍ସ କରିଛନ୍ତି ଏବଂ “ନଦୀଆ କେ ବିଚ” ଗୀତରେ ଯେଉଁ ଭଳି ଠୁମଲା ଲଗାଇ କମର ହଲାଇ ଡ୍ୟାନ୍ସ କରୁଛନ୍ତି। ତାଙ୍କ ଡ୍ୟାନ୍ସ ଏତେ ମନଲୋଭା ଏବଂ ଆକର୍ଷଣୀୟ ଯେ ଆପଣ ତାଙ୍କୁ ଦେଖିବାକୁ ହିଁ ରହିଯିବେ , ଆପଣ ଙ୍କର ଆଖି ତାଙ୍କ ଠାରୁ ଦୂରେଇ ପାରିବେ ନାହିଁ।ଯୁବତୀ ଜଣଙ୍କ ଗୀତ ର ତାଳ ରେ ତାଳ ମିଶାଇ ଡ୍ୟାନ୍ସ କରିବା କୁ ଲାଗିଛନ୍ତି ଏବଂ ପରେ ତାଙ୍କ ସାଙ୍ଗରେ ଜଣେ ଯୁବକ ମଧ୍ୟ ଯୋଗ ଦେଇଥିବାର ଦେଖିବାକୁ ମିଳିଛି ।

ଯାହାର ଭିଡିଓ ଟି ସୋସିଆଲ ମିଡ଼ିଆ ରେ ଭାଇରଲ ହେବା ପରେ ଲୋକମାନେ ମଧ୍ୟ ତାଙ୍କୁ ବହୁତ ପସନ୍ଦ କରିଥିବା ଜଣାପଡ଼ିଛି। ତେବେ ଆମେ ସଠିକ ଭାବରେ କହିପାରିବୁ ନାହିଁ କି ଏହା କେଉଁ ସ୍ଥାନର ର ଭିଡିଓ କିମ୍ବା ଏହି ଡ୍ୟାନ୍ସ କରୁଥିବା ଯୁବତୀ ଜଣଙ୍କ କିଏ ବୋଲି। ମାତ୍ର ତାଙ୍କର ଡ୍ୟାନ୍ସ ଦେଖିଲା ଭଳି ଅଟେ। ସୋସିଆଲ ମିଡ଼ିଆ ରେ ଛୋଟ ପିଲାଙ୍କ ଠାରୁ ଆରମ୍ଭ କରି ବୟସ୍କ ଲୋକ ପର୍ଯ୍ୟନ୍ତ ସମସ୍ତେ ଯୁବତୀ ଙ୍କର ଡ୍ୟାନ୍ସ କୁ ପ୍ରଶଂସା କରିଛନ୍ତି।

Leave a Comment