ବର୍ତ୍ତମାନ ମଦ ଏକ ଏପରି ଏକ ନିଶା ଯାହା ଗୋଟେ ବ୍ୟକ୍ତିର ଅଭ୍ୟାସ ହୋଇଗଲେ ସେହି ବ୍ୟକ୍ତିର ଜୀବନ ନଷ୍ଟ ହୋଇଯାଇଥାଏ।ନିଶା କାରଣରୁ ଅନେକ ଲୋକ ଚୋରି,ହତ୍ୟା, ମାଡ଼ ପିଟ୍ ପରି ବଡ଼ ବଡ଼ ଅପରାଧ କରିଥାନ୍ତି।ମଦ ନିଶା ଆପଣଙ୍କ ପରିବାରକୁ ନଷ୍ଟ କରିଦେଇଥାଏ ଏବଂ ଏହା ପରେ ଆପଣଙ୍କ ଶରୀରକୁ ଏହା ବର୍ବାଦ୍ କରି ଦେଇଥାଏ।ଅନେକ ସମୟରେ ବି ବ୍ୟକ୍ତି ମଦକୁ ଛାଡ଼ିବାକୁ ଚାହୁଁଥିଲେ ବି ଛାଡ଼ି ପାରନ୍ତି ନାହିଁ।ଏହି ଉପାୟ ଦ୍ବାରା ଯଦି ଗୋଟେ ବ୍ୟକ୍ତିର ୧୦% ବି ମଦ ଛାଡ଼ିବାକୁ ଇଚ୍ଛା ଥାଏ ତେବେ ଆପଣ ନିଶ୍ଚୟ ଛାଡ଼ି ପାରିବେ।କିନ୍ତୁ ଯାହାର ଇଚ୍ଛା ନ ଥିବ ତାକୁ ୨ ରୁ ୩ ମାସ ଲାଗିବ।ଏହି ଉପାୟ କରିବାକୁ ହେଲେ ଆପଣଙ୍କୁ ୩ଟି ଜିନିଷ ଆବଶ୍ୟକ।
ପ୍ରଥମେ ସୁଣ୍ଠି ଗୁଣ୍ଡ ସୁନ୍ଥି ପାଉଡର ଏହା ଆପଣଙ୍କୁ ମାର୍କେଟ ରେ ସହଜ ରେ ମିଳିଯିବ ଶୁଖିଲା ଅଦାକୁ କୁହାଯାଏ ,ତେବେ ଏହାକୁ କିଣି ଆଣି ଏହାକୁ ଗ୍ରାଇଣ୍ଡିଙ୍ଗ କରି ପାଉଡର ପ୍ରସ୍ତୁତ କରନ୍ତୁ । ଏହା ଆପଣଙ୍କୁ ଅନଲାଇନରେ ମଧ୍ୟ ମିଳିଯିବ ।ତେଣୁ ମଦର ସେବନ ଫଳରେ ଶରୀରରେ ସଲଫର ମାତ୍ରା କମ୍ ହୋଇଯାଇଥାଏ ଯାହାଫଳରେ ଏହି ରେମେଡି ଆପଣଙ୍କର ସେହି ମାତ୍ରାକୁ ବୃଦ୍ଧି କରିଥାଏ।
,,ଦ୍ଵିତୀୟ ସାମଗ୍ରୀ ଆବଶ୍ୟକ ତାହା ହେଉଛି ଜୁଆଣୀ ଏହା ଆପଣଙ୍କୁ କୈାଣସି ବି ତେଜରାତି ଦୋକାନରେ ସହଜରେ ମିଳିଯିବ । ମଦ ଛାଡ଼ିବା ଦ୍ଵାରା ଆପଣଙ୍କ ପେଟରେ ଗଣ୍ଠି ପରି ସମସ୍ଯା ଉତ୍ପନ୍ନ ହୋଇଥାଏ ଏହାର ସେବନ ଫଳରେ ତାହା ଦୂର ହୋଇଥାଏ ଜୁଆଣି ଓ ପାଣି।ପ୍ରଥମେ ଗୋଟେ ପାତ୍ର ନିଅନ୍ତୁ ଏବଂ ଏହି ପାତ୍ରରେ କିଛି ପାଣି ନିଅନ୍ତୁ।ଏହା ପରେ ଏଥିରେ ଗୋଟେ ଗୋଟେ ଚାମଚ ସୁଣ୍ଠୀ ଗୁଣ୍ଡ ମିଶାନ୍ତୁ ଏବଂ ଏକ ଚାମଚ ଜୁଆଣି ପକେଇ ଦିଅନ୍ତୁ ଏବଂ ଏହାକୁ ୧୦ ରୁ ୧୨ ମିନିଟ୍ ଗରମ୍ କରନ୍ତୁ।ଯେତେବେଳେ ଏହା ଗରମ୍ ହୋଇ ଅଧା ଗ୍ଲାସ୍ ହୋଇଯିବ ଏହାକୁ ଛାଣି ଦିଅନ୍ତୁ।ଏହା ପରେ ଏହାକୁ ଛାଣି ଏକ କାଚ ଗ୍ଲାସରେ ୪୮ଘଣ୍ଟା ରଖନ୍ତୁ।
ସେବନ କିପରି କରିବା –
ଏହାକୁ ଯଦି ଆପଣ ସକାଳୁ ଵନେଇଛନ୍ତି ତେବେ ଏହାକୁ ରାତିରେ ସେବନ କରନ୍ତୁ ଯଦି ଏହାକୁ ରାତିରେ ଵନେଇଛନ୍ତି ତେବେ ତାପର ଦିନ ସକାଳୁ ସେବନ କରନ୍ତୁ । ଏହି ପରି କରିବା ଦ୍ଵାରା ଆପଣ ଙ୍କ ର ମଦ ଅଭ୍ୟାସ ଛଡେଇ ପାରିବେ ।ଏହି ହିସାବ ରେ ଆପଣ ଅଧିକ ବି କରି ପାରନ୍ତି। ତା ପରେ ଯେଉଁ ବ୍ୟକ୍ତି ମଦ ପିଉଛନ୍ତି ସେହି ବ୍ୟକ୍ତିକୁ ସକାଳେ ଏବଂ ସନ୍ଧ୍ୟା ସମୟରେ ଅଧା ଗ୍ଲାସ୍ ଲେଖାଏ ପିଇବାକୁ ଦିଅନ୍ତୁ।ଏହାକୁ କିଛି ଦିନ ପିଇବା ଦ୍ବାରା ଦେଖିବେ ଆଉ ମଦ ପିଇବା କୁ ଇଚ୍ଛା ହେବ ନାହିଁ।ମଦ ପିଇବା ଦ୍ବାରା ଆପଣଙ୍କ ଶରୀରରେ ସଲ୍ଫର୍ ମାତ୍ର କମି ଯାଇଥାଏ।ତେଣୁ ଏହା ଆପଣ ଙ୍କ ଶରୀର ରେ ସଲ୍ଫର ମାତ୍ର ବଢେଇ ଦେଇଥାଏ।