12 ଦିନ ତଳେ ବାପା ମିହିର ଦାସଙ୍କ ଶ୍ରାଦ୍ଧ ଦେଇ ଥିଲେ ପୁଅ ଅକ୍ଲାନ୍ତ ଦାସ |…video ସୋସିଆଲ ମିଡିଆରେ ନିଆଁପରି ଭାଇରାଲ ହେଉଛି !

ତେବେ ପୁଣି ଥରେ ବରିଷ୍ଠ ଅଭିନେତା ମିହିର ଦାସ ଙ୍କ ପରିବାର ରେ ଉପରେ କଳା ବାଦଲ ଛିଡ଼ି ପଡ଼ିଲା, ମାଆ ଯାଇ ଥିଲା ବାପା ବି ଯାଇ ଥିଲା ଆଉ ଏଥର ସାନ ପୁଅ ଚାଲି ଗଲା | ହଁ ଓଡ଼ିଆ ସିନେ ଜଗତ ର ଜଣାଶୁଣା ଅଭିନେତା ମିହିର ଦାସ ଙ୍କ ପରଲୋକ ହୋଇ ଥିଲା ଯାହାକୁ ନେଇ ସାରା ସିନେ ଜଗତ ଭାଙ୍ଗି ପଡ଼ି ଥିଲା | ଆଉ ଠିକ ଏତିକି ବେଳେ ଆଜି ଆଉ ଏକ ଦୁଖଃଦ ଖବର ଆସୁଛି ଯାହାକି ମିହିର ଦାସ ଙ୍କ ସାନ ପୁଅ ଆଉ ନାହାଁନ୍ତି |

ସାତ ଦିନ ହେବ ଏମ୍ସ ରେ ସେ ଚିକିତ୍ସିତ ହେଉ ଥିଲେ ଆଉ ହଠାତ କାଲି ରାତିରେ ହିଁ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି | ବରିଷ୍ଠ ଅଭିନେତା ମିହିର ଦାସ ଙ୍କ ସାନ ପୁଅ ପରଲୋକ ହୋଇ ଯାଇଛି, ତେବେ ମିହିର ଦାସ ଙ୍କର ଦୁଇ ପୁଅ ଥିଲେ ବଡ଼ ପୁଅ ଅମ୍ଳାନ ଦାସ ଆଉ ସାନ ପୁଅ ଅକ୍ଲାନ୍ତ ଦାସ ଯାହାଙ୍କର ମୃତ୍ୟୁ ହୋଇ ଯାଇଛି | ଭୁବନେଶ୍ୱର ସ୍ଥିତ ଏମ୍ସ ହସ୍ପିଟାଲ ରେ କାଲି ରାତିରୁ ଅକ୍ଲାନ୍ତ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି ଆଉ କଟକ ସ୍ଥିତ ସତୀଚଉଁରା ମଶାଣି ରେ ତାଙ୍କର ଅନ୍ତିମ ସତ୍କାର କରାଯାଇଛି |

ତେବେ ଏଠାରେ କହି ରଖିବାକୁ ଚାହିଁବୁ କି ଏହି କିଛି ଦିନ ଭିତରେ ପ୍ରଥମେ ମାଆ ଚାଲି ଯାଇଥିଲେ ଆଉ ଏହି ବର୍ଷ ହେବ ମିହିର ଦାସ ମଧ୍ୟ ଚାଲି ଗଲେ ଆଉ ଏବେ ସାନ ଭାଇ ଚାଲି ଗଲେ | ଆଉ ଏହି ନିଷ୍ଠୁର ସତ କୁ ଅଭିନେତା ଅମ୍ଳାନ ଦାସ ସହଜ ରେ ଗ୍ରହଣ କରି ପାରୁ ନାହାଁନ୍ତି | ବାପା ମା ଆଉ ଭାଇ ଚାଲି ଗଲା ପରେ ଅମ୍ଳାନ ଦାସ ଖୁବ ଭାଙ୍ଗି ପଡିଛନ୍ତି, ଭଗବାନ କଣ ସତରେ ଏତେ ଦୁଃଖ କାହାକୁ ଦିଅନ୍ତି ବାପା ମା ଭାଇ ସମସ୍ତ ଙ୍କୁ ନେଇ ଗଲା ପରେ ସେ କେମିତି ଜୀଵନ ଜିଇଁବେ ଏହା ହିଁ ଏବେ ଅମ୍ଳାନ ଭାବୁଛନ୍ତି |

ତେବେ ଏହି 12 ଦିନ ତଳେ ନିଜ ବାପା ଙ୍କର ଶ୍ରାଦ୍ଧ ପୁଅ ଅକ୍ଲାନ୍ତ ଦାସ ଦେଇ ଥିଲେ କିନ୍ତୁ ଆଜି ସେହି ପୁଅ ଆମକୁ ଛାଡ଼ି ଚାଲି ଯାଇଛନ୍ତି | ବର୍ତ୍ତମାନ ସମୟରେ ସୋସିଆଲ ମିଡ଼ିଆ ରେ ଅକ୍ଲାନ୍ତ ଦାସ ଙ୍କ ସହିତ ତାଙ୍କ ପରିବାର ର କିଛି ଫଟୋ ଦେଖିବା ପାଇଁ ମିଳିଛି ଯାହାକି ଅମ୍ଳାନଙ୍କ ପାଇଁ ସ୍ମୃତି ହୋଇ ରହି ଯାଇଛି |

ଏହି ନିଷ୍ଠୁର ସତ କୁ ଅଭିନେତା ଅମ୍ଳାନ ଦାସ ସହଜ ରେ ଗ୍ରହଣ କରି ପାରୁ ନାହାଁନ୍ତି | ବାପା ମା ଆଉ ଭାଇ ଚାଲି ଗଲା ପରେ ଅମ୍ଳାନ ଦାସ ଖୁବ ଭାଙ୍ଗି ପଡିଛନ୍ତି, ଭଗବାନ କଣ ସତରେ ଏତେ ଦୁଃଖ କାହାକୁ ଦିଅନ୍ତି ବାପା ମା ଭାଇ ସମସ୍ତ ଙ୍କୁ ନେଇ ଗଲା ପରେ ସେ କେମିତି ଜୀଵନ ଜିଇଁବେ ଏହା ହିଁ ଏବେ ଅମ୍ଳାନ ଭାବୁଛନ୍ତି | ତେବେ ଆମେ ସମସ୍ତେ ଭଗବାନ ଙ୍କ ନିକଟରେ ପାର୍ଥନା କରିବା କି ଅକ୍ଲାନ୍ତ ଦାସ ଙ୍କର ଆତ୍ମା କୁ ସଦଗତି ମିଳୁ |

Leave a Comment