“ଗୋଟିଏ ଦିନ ପରେ ସେ ମୋ ଭଉଣୀରୁ ପୁରା ସ୍ତ୍ରୀ ହେଇଗଲା ..ତା ଭଲ ପାଇବା ମୋ ନିଜ ସ୍ତ୍ରୀ ବି ଦେବନି” ବିକାଶ

କିଛି ଭିଡିଓ ଏମିତି ରହିଥାଏ ତାହା ଲୋକଙ୍କୁ ବେଶ୍ ପସନ୍ଦ ହୋଇଥାଏ ଏବଂ ସେ ଭିଡିଓ ର ଚାହିଦା ବି ବେଶ୍ ବଢ଼ି ଯାଇଥାଏ। ସୋସିଆଲ ମିଡିଆରେ ଏହା ବହୁତ୍ ମାତ୍ରାରେ ଭାଇରାଲ ମଧ୍ୟ ହୋଇଥାଏ। ସେହିପରି ଏବେ ଏକ ଭିଡିଓ ସୋସିଆଲ ମିଡିଆରେ ବେଶ୍ ଭାଇରାଲ ହେଉଛି ଯେଉଁଠି ତରଙ୍ଗ ଟିଭି ପ୍ରସାରିତ ହେଉଥିବା ସିନ୍ଦୁରର ଅଧିକାର ଧାରାବାହିକରେ ଅଭିନୟ ଛତୁଆ ଭାଇ ଏବଂ ଲାଲି ଙ୍କ ବିଷୟରେ କହିବାକୁ ଯାଉଛୁ । ଆଜିର ଏହି ଭାଇରାଲ ଯୁଗରେ ସୋସିଆଲ ମିଡ଼ିଆରେ ଆପଣ ବେଳେବେଳେ କିଛି ଏମିତି ଭିଡିଓ ଦେଖିବାକୁ ପାଉଥିବେ ଯାହାକୁ ଦେଖିଲେ ଆପଣ ବହୁତ୍ ଖୁସି ହେଉଥିବେ।ଆଜିର ଏହି ଇଣ୍ଟରନେଟ୍ ଯୁଗରେ ଆପଣ ସୋସିଆଲ ମିଡିଆର ବହୁଳ ବ୍ୟବହାର ହେଉଛି।


ତେଣୁ ଅନେକ ଘଟଣାର ମଜାଦାର ଭିଡିଓ ଆପଣ ସ୍ମାର୍ଟ ଫୋନ୍ ରେ ଘରେ ବସି ଦେଖି ପାରୁଛନ୍ତି। ବେଳେବେଳେ ସୋସିଆଲ ମିଡିଆରେ ଏମିତି କିଛି ଭିଡିଓ ଭାଇରାଲ ହୋଇଥାଏ ତାହା ଦେଖିଲେ ଆମେ ଖୁସି ହେବା ସହିତ ଟିକେ ଚକିତ ହୋଇପଡୁ। କାରଣ ସେହି ଭିଡିଓ କିଛି ଭିନ୍ନ ପ୍ରକାରର ହୋଇଥାଏ।

ଏହିଭଳି ଅନେକ ଭିଡିଓ ଆମେ ପ୍ରତିଦିନ ଦେଖିବାକୁ ପାଉଛୁ।ତେବେ ବର୍ତ୍ତମାନ ର ସୋସିଆଲ ମିଡିଆ ର ବ୍ଯବହାର ର ବହୁଲତା କାରଣରୁ ଅନେକ ଘଟଣା ଆମ ସମ୍ମୁଖକୁ କିଛି କ୍ଷଣ ମଧ୍ୟରେ ଆସି ଯାଉଛି। ତେଣୁ ଆପଣ ବି ସୋସିଆଲ ମିଡିଆରେ ପ୍ରତିଦିନ ଅନେକ ଭାଇରାଲ ଭିଡିଓ ଦେଖୁଥିବେ।ତେବେ ଆପଣମାନେ ସିରିଏଲରେ କିଛି କଳାକାର ଥାଆନ୍ତି କମେଡ଼ି ଭାବରେ ଅଭିନୟ କରିଥାନ୍ତି। ତେଣୁ ଆଜି ଆମେ ଛତୁଆ ଭାଇ ଏବଂ ଲାଲି ଙ୍କ ବିଷୟରେ କହିବୁ।

ତେବେ ଏକ ସାକ୍ଷାତକାରରେ ଛତୁଆ ଭାଇ ଏବଂ ଲାଲି ଙ୍କ ସମ୍ପର୍କ ବିଷୟରେ ପଚାରିଥିଲେ। ଆଉ ଏହି ପ୍ରଶ୍ନର ଉତ୍ତର ବହୁତ ସରଳ ଭାବରେ ଛତୁଆ ଭାଇ ଓରଫ୍ ବିକାଶ ଦେଇଥିଲେ। କହିଥିଲେ କୁନି ଅପା ତାଙ୍କର ବଡ଼ ଭଉଣୀ। ତାଙ୍କ ଦୁଇ ଜଣଙ୍କ ମଧ୍ୟରେ ଜଣେ ସାନ ଭାଇ ଓ ବଡ଼ ଭଉଣୀ ର ସମ୍ପର୍କ।

ଆଉ ତାଙ୍କର କୁନି ଅପା ସହିତ ପ୍ରଥମ ଅଭିନୟ। ଯେତେବେଳେ ସିରିଏଲ ନିର୍ମାତା କହିଲେ ତୁମେ ଦୁଇ ଜଣ ସ୍ୱାମୀ ଓ ସ୍ତ୍ରୀ ଭାବରେ ରୋଲ୍ କରିବ, ସେତେବେଳେ ବିକାଶ କହିଥିଲେ ସେ ମୋର ବଡ଼ ଭଉଣୀ ଭଳି ସେ ତାଙ୍କ ସହିତ ଏ ରୋଲ କରିବେ ନାହିଁ ବୋଲି କହିଥିଲେ। କିନ୍ତୁ ପରେ ସିରିଏଲରେ ଭାଇ ଭଉଣୀ ଦୁଇ ଜଣ ସ୍ୱାମୀ ଓ ସ୍ତ୍ରୀ ଭାବରେ ରୋଲ୍ କରିଥିଲେ। କୁନି ଅପା କହିଛନ୍ତି, ଯେତେବେଳେ ସିରିଏଲରେ ତାଙ୍କର ସିନ୍ ଆସେ ନାହିଁ ଦର୍ଶକ କେଉଁଠୁ ନମ୍ବର ପାଇ ଫୋନ୍ କରି ପଚାରିଥାନ୍ତି କାହିଁକି ଆପଣଙ୍କ ସିନ୍ ଆସି ନାହିଁ ବୋଲି। ଦର୍ଶକ ଏମାନଙ୍କ ଯୋଡ଼ିକୁ ବହୁତ ପସନ୍ଦ କରିଥାନ୍ତି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave a Comment