ଆଜିକାଲି ର ଟେକନୋଲୋଜି ଯୁଗରେ ସୋସିଆଲ ମିଡ଼ିଆ ସହିତ ପ୍ରାୟ ସମସ୍ତେ ଜଡ଼ିତ, ଛୋଟ ଛୁଆ ରୁ ଆରମ୍ଭ କରି ବୃଦ୍ଧ ପର୍ଯ୍ୟନ୍ତ ସମସ୍ତେ କିଛି ନା କିଛି ନିଜ ମୋବାଇଲ ରେ ଉପଲୋଡ କରି ଥାଆନ୍ତି | ତେବେ ମୋବାଇଲ ରେ ଆମେ ଅନେକ ପ୍ରକାର ର ଭିଡ଼ିଓ ଦେଖି ଥାଉ ଆଉ ଡ୍ୟାନ୍ସ ଭିଡ଼ିଓ ତ ପ୍ରାୟ ସମୟ ରେ ନିହାତି ଭାଇରାଲ ହୋଇ ଥାଏ ଯାହାକି ଦେଖିବା ପାଇଁ ବେସ ସୁନ୍ଦର ଲାଗି ଥାଏ |
ଆଗ କାଳରେ ଏହି ସୋସିଆଲ ମିଡ଼ିଆ ସୁବିଧା ଏତେ ଟା ନଥିବାରୁ କେହି ନିଜର ପ୍ରତିଭା ଲୋକ ଲୋଚନ ସାମ୍ନା କୁ ଆଣି ପାରୁ ନଥିଲେ ପ୍ରତିଭା ସେମାନଙ୍କ ଭିତରେ ଲୁଚିକି ରହି ଯାଉ ଥିଲା | କିନ୍ତୁ ଏବେ ନିଜ ଭିତରେ କିଛି ବିଶେଷ ଦେଖା ଗଲେ ତାହାକୁ ଆଜିର ଯୁବ ପିଢ଼ି ଭିଡ଼ିଓ କରି ଉପଲୋଡ କରି ଥାଆନ୍ତି ଆଉ ତାହା ପରବର୍ତ୍ତୀ ମୁହୂର୍ତ୍ତ ରେ ଖୁବ ଭାଇରାଲ ମଧ୍ୟ ହୋଇ ଥାଏ | ତେବେ ଡ୍ୟାନ୍ସ ମଧ୍ୟ ଏପରି ଏକ କଳା ଯାହାକୁ ଦେଖିଲେ ଆମ ପାଦ ମଧ୍ୟ ନାଚି ଉଠେ ଆଉ ମନକୁ ଏକ ପ୍ରକାର ର ନିଆଁରା ଖୁସି ମଧ୍ୟ ମିଳି ଥାଏ | ତେବେ ଆଜି ସେଭଳି ଏକ ଭାଇରାଲ ଡ୍ୟାନ୍ସ ସମ୍ପର୍କ ରେ କହିବୁ ଯାହାକି ଏବେ ଖୁବ ଚର୍ଚ୍ଚା ର ବିଷୟ ପାଲଟିଛି |
ତେବେ ଏହି ଭିଡ଼ିଓ ଟିରେ ଦେଖିବା ପାଇଁ ମିଳିଛି କି ଦୁହେଁ ଯୁବକ ଓ ଯୁବତୀ ଏକ ହିନ୍ଦୀ ଗୀତରେ ଜବରଦସ୍ତ ନାଚ କରି ଦେଖାଇଛନ୍ତି | ତେବେ ଯାହା ଜଣା ପଡୁଛି କି ଏଠାରେ କେଉଁ ଏକ କାର୍ଯ୍ୟକ୍ରମ ଆୟୋଜନ ହୋଇଛି ଏବଂ ଏଥିରେ ଦୁହେଁ ଯୁବକ ପାଇଁ ଯୁବତୀ ମଧ୍ୟ ସାମିଲ ହୋଇଛନ୍ତି | ତେବେ ଏହି ଦୁହେଁ ଏକ ବଙ୍ଗାଳୀ ଗୀତ ସୋହାଗେ ଭର ଦେବ ତମାକେ ଆମି ଗୀତରେ ଡ୍ୟାନ୍ସ କରିଛନ୍ତି | ତେବେ ଏହି ଗୀତ ଟି ସହିତ ଉଭୟ ଯୁବକ ଓ ଯୁବତୀ ଙ୍କର ପୋଷାକ ପରିଧାନ ମଧ୍ୟ ବହୁତ ସୁନ୍ଦର ଲାଗୁଛି |
ଯୁବକ ଓ ଯୁବତୀ ଙ୍କର ବୟସ ବହୁତ କମ ଥିଲେ ମଧ୍ୟ ସେମାନେ ଦୁହେଁ ଯେଭଳି ଡ୍ୟାନ୍ସ କରି ଦେଖାଇଛନ୍ତି ତାହା ଖୁବ ପ୍ରଶଂସନୀୟ | କେବଳ ଡ୍ୟାନ୍ସ ନୁହେଁ ବରଂ ଡ୍ୟାନ୍ସ ସହିତ ଜବରଦସ୍ତ ଲୁକ୍ସ ମଧ୍ୟ ଦେଖିବା ପାଇଁ ମିଳିଛି | ଏହାକୁ ଦେଖି ସେଠାରେ ବସି ଥିବା ଦର୍ଶକ ଏହି ଡ୍ୟାନ୍ସ କୁ ଖୁବ ପ୍ରଶଂସା କରିଛନ୍ତି ଏବଂ ତାଳି ମାରି ଦୁହେଁ କୁ ଆହୁରି ନାଚିବା ପାଇଁ ଉତ୍ସାହିତ କରୁଛନ୍ତି | ତେବେ ଏଭଳି ଏକ ସୁନ୍ଦର ଡ୍ୟାନ୍ସ ଭିଡ଼ିଓ ଏବେ ସୋସିଆଲ ମିଡ଼ିଆ ରେ ଖୁବ ଭାଇରାଲ ହେବାରେ ଲାଗିଛି ଏବଂ ଏହାକୁ ଯିଏ ଦେଖୁଛି ସେ ପ୍ରଶଂସା ମଧ୍ୟ କରୁଛି |