breaking news- ଆଉ ଚଳିବ ନାହିଁ 500 ଟଙ୍କିଆ ନୋଟ ,ଜାଣନ୍ତୁ କଣ ରହିଛି କାରଣ…ଯଦି ପାଖରେ ଅଛି ତେବେ ତୁରନ୍ତ ଏହି କାମ କରନ୍ତୁ ଆଜି…

ଆପଣଙ୍କ ପାଖରେ ୫୦୦ ଟଙ୍କିଆ ନୋଟ୍ ଖରାପ ନୋଟ୍ ଅଛି କି। ଯଦି ଅଛି ସେଗୁଡ଼ିକ ଆଉ ଚଳିବ ନାହିଁ, ଯଲ୍ଦି ତାକୁ ବଦଳାଇ ଦିଅନ୍ତୁ। RBI ଆଣିଲା ତାର ନୂଆ ନିୟମ। RBI ମାନେ ଭାରତୀୟ ରିଜର୍ଭ ବ୍ୟାଙ୍କ ଭାରତରେ ପ୍ରଚଳିତ ହେଉଥିବା ଟଙ୍କାର ସମସ୍ତ ନିୟମ RBI ହିଁ ବାହାର କରିଥାଏ। କେତେ ଟଙ୍କା ଛପା ହେବ କେଉଁ ଟଙ୍କା ଉପରେ ରୋକ କରାଯିବ ସେହି ସବୁ ନିୟମ ଏହି RBI ହିଁ କରିଥାଏ।

ତେବେ RBI ୫୦୦ ଟଙ୍କିଆ ନୋଟ୍ ଉପରେ ଏକ ବଡ଼ ନିଷ୍ପତ୍ତି ନେଇଛି। ଯାହାକୁ ସମସ୍ତେ ଜାଣିବା ନିହାତି ଆବଶ୍ୟକ। ଯଦି ଆପଣଙ୍କ ପାଖରେ ୫୦୦ ଟଙ୍କିଆ ନୋଟ୍ ରହିଛି କିମ୍ବା ଘରେ ବିଡ଼ା ବିଡ଼ା ୫୦୦ ଟଙ୍କିଆ ନୋଟ୍ କୁ ଲୁଚେଇ ରଖିଛନ୍ତି ତେବେ ଜାଣି ନିଅନ୍ତୁ ଏହି ଗୁରୁତ୍ବପୂର୍ଣ୍ଣ ନିୟମ ବିଷୟରେ।


କାରଣ ଆପଣଙ୍କ ପାଖରେ ଥିବା ଖରାପ ନୋଟ୍ ଆଉ ବଜାରରେ ଚଳିବ ନାହିଁ। ଯାହା ପାଇଁ ଆପଣ ବହୁତ ଅସୁବିଧା ର ସମ୍ମୁଖୀନ ହୋଇପାରନ୍ତି। ରିଜର୍ଭ ବ୍ୟାଙ୍କ ର ନିୟମ ମୁତାବକ ଯଦି ଆପଣଙ୍କ ପାଖରେ ପୁରୁଣା, ଚିରା ଫଟା ନୋଟ୍ କିମ୍ବା ଲେଖା ହୋଇଥିବା ନୋଟ୍ ରହିଛି ତେବେ ତାହା ବଜାରରେ ଆଉ ଚଳିବ ନାହିଁ। କିନ୍ତୁ ଆପଣ ଏହି କଥାରେ ଯମାରୁ ବି ଭୟ କରନ୍ତୁ ନାହିଁ।

ଏହି ସବୀ ନୋଟ୍ ନଷ୍ଟ ହେବ ନାହିଁ। ଆପଣମାନେ ଯେ କୌଣସି ବ୍ୟାଙ୍କର ବ୍ୟାଙ୍କ କୁ ଯାଇ ଏହାକୁ ବଦଳାଇ ପାରିବେ। ଯଦି କୌଣସି ବ୍ୟାଙ୍କ ଏହି ନୋଟ କୁ ବଦଳାଇବା ପାଇଁ ମନା କରୁଛନ୍ତି ତେବେ ଉକ୍ତ ବ୍ୟାଙ୍କ ନାମରେ ଅଭିଯୋଗ ମଧ୍ୟ କରିପାରିବେ। ଏବେ ଆପଣ ଭାବୁଥିବେ, ଏହି ଖରାପ ନୋଟ୍ କୁ କେମିତି ଜାଣିବେ? ଯଦି ଆପଣଙ୍କ ନୋଟ୍ ଆରମ୍ଭ ରୁ ମଝି ପର୍ଯ୍ୟନ୍ତ ଫାଟି ଯାଇଛି ତେବେ ତାକୁ ଖରାପ ନୋଟ୍ ବୋଲି କୁହାଯିବ।

ସେହିଭଳି ନୋଟ୍ ଯଦି ପୁରା ଅପରିଷ୍କାର ହୋଇଛି ଏବଂ ସେଥିରେ ମାଟି ଲାଗିଛି ତେବେ ତାହାକୁ ଖରାପ ନୋଟ୍ ବୋଲି କୁହାଯିବ। ଅନେକ ସମୟରେ ନୋଟ୍ ଟି ଅଧିକ ବ୍ୟବହାର ହେବା ପରେ ଖରାପ ହୋଇଯାଏ ଯାହାଫଳରେ ସେ ସବୁ ନୋଟ୍ ବଜାରରେ ଆଉ ଚଳିବ ନାହିଁ। ଯଦି ନୋଟ୍ ଉପରେ କିଛି ଲେଖା ହୋଇଛି ପେନ୍ କିପେନସିଲ ରେ ତେବେ ସେଗୁଡ଼ିକ ମଧ୍ୟ ଖରାପ ନୋଟ୍। ଖାଲି ସେତିକି ନୁହେଁ, ଯଦି ନୋଟ୍ ର ରଙ୍ଗ ଉଡ଼ିଯାଏ ତେବେ ତାହାକୁ ଖରାପ ନୋଟ୍ କୁହାଯାବ।

ଏହି ସବୁ ନୋଟ୍ ଭାରତୀୟ ବଜାରରେ ଚଳିବ ନାହିଁ। କିନ୍ତୁ ଏହାକୁ ନିକଟସ୍ଥ ବ୍ୟାଙ୍କ ମାନଙ୍କରେ ବଦଳ କରି ନୂଆ ନୋଟ୍ ଆଣି ପାରିବେ ବୋଲି RBI ନୂଆ ନିୟମ ଜାରି କରିଛି। ଅନେକ ସମୟରେ ଏମିତି ଚିରା ଫଟା ନୋଟ୍ ଏଟିଏମ ରୁ ବି ବାହାରିଥାଏ। ଏହିସବୁ ନୋଟ୍ କୁ ମଧ୍ୟ ବଦଳାଇ ପାରିବେ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave a Comment