ଆଉ କିଛି ଦିନ ପରେ ହୋଇଥାନ୍ତା ସାଦ ଖିଆ, ଅଚାନକ ମେଡିକାଲ ରୁ ଆସିଲା ଏଭଳି ଖବର…

ପ୍ରେମ ଏହା ଏପରି ଏକ ପବିତ୍ର ଶବ୍ଦ ଅଟେ ଯାହାକୁ କେବେବି ବର୍ଣ୍ଣନା କରିହେବ ନାହିଁ । ପ୍ରେମ ହେଉଛି ଚିର ଶାଶ୍ୱତ ଏହା ଅମର , ଏଥିରେ ରହିଥାଏ ନିସ୍ୱାର୍ଥ ଭଲପାଇବା । ମାତ୍ର ଆଜିର ଯୁବପିଢି ମାନେ ଏହି ପ୍ରେମ ପରି ଶବ୍ଦକୁ ବଦନାମ କରିବାକୁ ପଛଉ ନାହାନ୍ତି । ଆଜିର ସମୟରେ ପ୍ରେମର ସଂଜ୍ଞା ବଦଳିଗଲାଣି , ପ୍ରେମ କହିଲେ ଏବେ ବୁଝାପରେ କେବଳ ସ୍ୱାର୍ଥ , ଲୋଭ ଆଉ ଶାରିରୀକ ସଂପର୍କ ।

ଆଜର ଯୁବପିଢି ମାନେ ନିଜର ଦେହର ଲାଳସା ମେଣ୍ଟାଇବା ପାଇଁ ପ୍ରେମ କରୁଛନ୍ତି ଯାହାକି ଆମ ସମାଜକୁ ବହୁତ ନିମ୍ନତଳକୁ ନେବାରେ ଲାଗିଛି ।ପ୍ରମିକା ଆର ପାରିରେ ପ୍ରମିକ କହୁଛି ମୁଁ ସେହି ସବ କୁ ବାହା ହେବିଆଜି ଆମେ ଆପଣ ମାନଙ୍କୁ ଏମିତି ଏକ କଥା ସଂପର୍କରେ କହିବୁ ଯାହାକୁ ଶୁଣିଲେ ଆପଣ ମାନେ ବହୁତ ହିଁ ଚକିତ ହୋଇଯିବେ

ଆଜି ଆମେ ଆପଣ ମାନଙ୍କୁ ଏମିତି ଏକ କଥା ସଂପର୍କରେ କହିବୁ ଯାହାକୁ ଶୁଣିଲେ ଆପଣ ମାନେ ବହୁତ ହିଁ ଚକିତ ହୋଇଯିବେ । କାରଣ ଆଜିର ଏହି ଶିକ୍ଷିତ ସାମଜରେ ଏପରି ଅଶିକ୍ଷିତ ବ୍ୟକ୍ତି ମାନେ ରହିଛନ୍ତି ବୋଲି ଆପଣ ମାନେ କେବେ ଭାବିପା।ପ୍ରେମ । ମାତ୍ର ଆଜିର ଯୁବପିଢି ମାନେ ଏହି ପ୍ରେମ ପରି ଶବ୍ଦକୁ ବଦନାମ କରିବାକୁ ପଛଉ ନାହାନ୍ତି ।

ଆଜିର ସମୟରେ ପ୍ରେମର ସଂଜ୍ଞା ବଦଳିଗଲାଣି , ପ୍ରେମ କହିଲେ ଏବେ ବୁଝାପରେ କେବଳ ସ୍ୱାର୍ଥ , ଲୋଭ ଆଉ ଶାରିରୀକ ସଂପର୍କ । ଆଜର ଯୁବପିଢି ମାନେ ନିଜର ଦେହର ଲାଳସା ମେଣ୍ଟାଇବା ପାଇଁ ପ୍ରେମ କରୁଛନ୍ତି ଯାହାକି ଆମ ସମାଜକୁ ବହୁତ ନିମ୍ନତଳକୁ ନେବାରେ ଲାଗିଛି ।

 

ଆଗଯୁଗର ରାଧାକୃଷ୍ନ ପ୍ରେମ ପରି ଆଜିର ସମୟ ପ୍ରେମ ଆଉ ନାହିଁ । ପ୍ରେମକୁ ନେଇ କରି ସମସ୍ତେ ଯେ ଭୁଲ ତାହା କହିବା ଆଦା ଠିକ ନୁହେଁ କାରଣ ଏବେ ମଧ୍ୟ ଏପରି ପ୍ରେମୀ ଯୁଗଳ ମାନେ ରହିଛନ୍ତି ଯେଉଁମାନେ ପ୍ରେମକୁ ଭଗବାନଙ୍କର ବରଦାନ ସଦୃଶ ମାନିଥାନ୍ତି ।

ପ୍ରେମ ପାଇଁ ସେମାନେ ନିଜ ଜୀବନ ଦେବାକୁ ମଧ୍ୟ ପଛଘୁ଼ଞ୍ଚା ଦିଅନ୍ତି ନାହିଁ ଏପରିକି ପରିବାର ବିରୋଧରେ ଯାଇ କରି ମଧ୍ୟ ନିଜ ପ୍ରେମକି ନିଜର କରିଥାନ୍ତି । ମାତ୍ର ସେମାନଙ୍କ ମଧ୍ୟରୁ ଏପରି କିଛୀି ପ୍ରେମୀଯୁଗଳ ମାନେ ରହିଛନ୍ତି ଯେଉଁମାନେ କେବଳ ପ୍ରେମ କହିଲେ ଶାରୀରିକ ସଂପର୍କ କଥା ବୁଝିଥାନ୍ତି ଓ ନିଜର ସ୍ୱାର୍ଥ ପୂରଣ କରିବା ଉଦ୍ଦେଶ୍ୟରେ ହିଁ ପ୍ରେମ କରିଥାନ୍ତି ।

ମାତ୍ର ସେମାନଙ୍କ ମଧ୍ୟରୁ ଏପରି କିଛୀି ପ୍ରେମୀଯୁଗଳ ମାନେ ରହିଛନ୍ତି ଯେଉଁମାନେ କେବଳ ପ୍ରେମ କହିଲେ ଶାରୀରିକ ସଂପର୍କ କଥା ବୁଝିଥାନ୍ତି ଓ ନିଜର ସ୍ୱାର୍ଥ ପୂରଣ କରିବା ଉଦ୍ଦେଶ୍ୟରେ ହିଁ ପ୍ରେମ କରିଥାନ୍ତି । କାରଣ ଏବେକା ସମୟରେ ସେହିପରି ଏକ ଭିଡିଓ ଆମ ମାନଙ୍କ ସାମ୍ନାକୁ ଆସିଛି ଯାହାକି ବହୁତ ଲଜ୍ଜ୍ୟାଜନକ ଅଟେ । ତେବେ କଣ ରହିଛି ସଂପୂର୍ଣ୍ଣ ଘଟଣାଟି ଆସନ୍ତୁ ଜାଣିବା ସେ ବିଷୟରେ

Leave a Comment