ଜନସାଧାରଣଙ୍କ ସାମ୍ନାରେ ଚାଲିକି କିସ ଦିଆ ଦି ହେଉଥିଲେ..ଗାଡ଼ିରୁ ଓହ୍ଲେଇକି ଢ଼ୋ କି ଦେଲି କାନ୍ଦି କାନ୍ଦି ଗଲେ”

ତେବେ ଦମନ ଫିଲ୍ମ କୁ ନେଇ ଏବେ ଚାରିଆଡେ ଚର୍ଚ୍ଚା ଆଉ ଏହାକୁ ନେଇ ଏକ କଳାକାର ସୋସିଆଲ ମିଡ଼ିଆ ରେ କିଛି କହିଛନ୍ତି | ତେବେ ସେ କହିଛନ୍ତି କି, କଷ୍ଟରେ ଥିଲୁ ଭାତ ନଥିଲା ଡାଲି ନଥିଲା କଷ୍ଟ ଥିଲା 3 ବର୍ଷ ହେଲାଣି ଯୋଉ ସିନେମା କରୁ ଥିଲୁ କିଛି ଚାଲୁ ନଥିଲା | କିନ୍ତୁ ଜଗନ୍ନାଥ ଙ୍କ କୃପା ହୋଇଛି ପୁଣି ସେହି ଲୋକ ଯିଏ ଅମେୟ ପଟ୍ଟନାୟକ ଜଗନ୍ନାଥ ଙ୍କ ସିନେମା କରିକି ଲୋକ ମାନଙ୍କୁ ହଲ ଭିତରେ ଭର୍ତ୍ତି କରି ଦେଉ ଥିଲେ | ପୁଅ ମୋର କଳା ଠାକୁର, ଚକା ଆଖି ସବୁ ଦେଖୁଛି, ଆସୁଛି ମୋ କାଳିଆ ସୁନା ଏଭଳି ଅନେକ ଫିଲ୍ମ ତାଙ୍କର ହିଟ ହୋଇଛି |

ତେବେ ବର୍ତ୍ତମାନ ସମୟରେ ଦମନ ଫିଲ୍ମ ଆସିଲା ଆଉ ଦମନ ଫିଲ୍ମ ଏମିତି ରେକର୍ଡ କଲା ଯେ ଯାହା ଏବେ ବିଶ୍ୱ ସ୍ତରରେ ଆଉ ଆଜି ପ୍ରତୀକ୍ଷା ର ଅନ୍ତ ଘଟିବ ଡିସେମ୍ବର 2 ରେ | ଆଉ ଆଗକୁ ଯେଉଁ ପ୍ରତୀକ୍ଷା ଫିଲ୍ମ ଆସୁଛି ଆଉ ଦମନ ଓ ପ୍ରତୀକ୍ଷା ଭଳି ଫିଲ୍ମ ଯେଉଁ ମାନେ କରିବେ ନିହାତି ଭାବରେ ସେ ଫିଲ୍ମ ଚାଲିବ |

 

ଆଉ ଯେଉଁ ମିଛି ମିଛିକା ଫିଲ୍ମ 27 ଟା ହେବ ତାହା ଟୋଟାଲ ଢୋ ହୋଇଯିବ | ଆଗକୁ ଯଦି ଆମେ ଭଲ ଭଲ ସିନେମା କରିବା ଭଲ ଭଲ ଷ୍ଟୋରି କୁ ନେବା ତେବେ ଫିଲ୍ମ ଦେଖିବା ପାଇଁ ହଲରେ ଅନେକ ଭିଡ଼ ହେବ | ଆଉ ଅନୁଭବ ଙ୍କର ସୁଟିଂ ଏବେ ଲଣ୍ଡନ ରେ ଚାଲିଛି କିନ୍ତୁ ବେଳ ଏମିତି ବି ଖରାପ ପୂର୍ବରୁ ପଡ଼ି ଯାଇଥିଲା କି ଲଣ୍ଡନ କଣ ଆମେ ଲଣ୍ଡିଆ ପାହାଡ଼ କୁ ବି ସୁଟିଂ ପାଇଁ ଯାଇ ପାରୁନା | ତେବେ ମୁଁ ଗ୍ୟାରେଣ୍ଟି ଦେଇକି କହୁଛି ଏମିତି ହେଲେ ସିନେମା ହିଟ ପରେ ହିଟ ହେବ | ଆଉ ମୁଁ ଚାହୁଁଛି କି ବୁଢ଼ା ହେଲା ପରେ ଦୁଃଖିରାମ ସ୍ୱାଇଁ ଙ୍କ ପରି ନେଚୁରାଲ ଆକ୍ଟିଙ୍ଗ କରିବି | ଆଉ ମୁଁ ସୋସିଆଲ ମିଡ଼ିଆ କୁ ଏତେ ଆସେନା କିନ୍ତୁ ଯେତେ ବେଳେ କିଛି ଭଲ କଥା ହୁଏ ମୁଁ ନିହାତି ଭାବରେ ଆସିବି |

ଯେମିତି କି ବିବାଦ ର ଦମନ ହେଇ ଗଲା ମୁଁ ଦମନ ପାଇଁ ଆସିଲି ଆଉ ରାଇ ଭାଇ ଚାଲି ଗଲେ ତାଙ୍କ ପାଇଁ ବି ମୁଁ ସୋସିଆଲ ମିଡ଼ିଆ କୁ ଆସିଥିଲି | ଆଉ ଡିଭର୍ସ ଟା ସମସ୍ତ ଙ୍କର ହୁଏ କେବଳ କଳାକାର ଙ୍କର ନୁହେଁ, ଯଦି ଫିଲ୍ମ ଵାଲା ସାଧାରଣ ଘରୋଇ କୁ ବାହା ହେବ ତେବେ ଅସୁବିଧା ହୁଅନ୍ତା ନାହିଁ କିନ୍ତୁ ଯେତେ ବେଳେ ଫିଲ୍ମ ଵାଲା ଫିଲ୍ମ ଵାଲା କୁ ବାହା ହୋଇ ଯାଉଛି ସେତେ ବେଳେ ନିହାତି ଅସୁବିଧା ଦେଖା ଦେଉଛି | ମୁଁ ଦେଖୁଛି କି ଜନ ସାଧାରଣ ଙ୍କ ଭିତରେ ପୁଅ ଝିଅ ଚାଲିକି ଯାଉଛନ୍ତି କିସ୍ସ ଦିଆ ନିଆ ହେଉଛନ୍ତି ମୁଁ ଦେଖିକି ଗାଡ଼ିରୁ ଓହ୍ଲେଇକି ଢୋ କିନା ଦେଲି ସେମାନେ କାନ୍ଦି କାନ୍ଦି ଗଲେ ଆଉ କାନ୍ଦିବା ଦରକାର ବୋଲି କହିଛନ୍ତି |

Leave a Comment